ସଡକ ସୁରକ୍ଷା ମାସରେ ଆହତଙ୍କ ଠାରୁ ମୃତ ଅଧିକ
ଭୁବନେଶ୍ୱର : ରାଜ୍ୟରେ ସଡକ ସୁରକ୍ଷା ମାସ ପାଳନ ସମୟରେ ସଡକ ଦୁର୍ଘଟଣାରେ ୫ଶହରୁ ଅଧିକ ମୁଣ୍ଡ ଗଡିଛି । ଏହି ସମୟରେ ଯେତିକି ଲୋକ ଦୁର୍ଘଟଣାରେ ଆହତ ହୋଇଛନ୍ତି ତାହାଠାରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସଡକ ସୁରକ୍ଷା ପାଳନ ସମୟରେ ଦୁର୍ଘଟଣା ସଂକ୍ରାନ୍ତରେ ବିଜେଡି ବିଧାୟକ ଅରୁଣ କୁମାର ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦୨୫ ଜାନୁଆରୀ...
ଇଭି ସବସିଡ୍ ୨୩୨ କୋଟି ଟପିଲାଣି
ଭୁବନେଶ୍ୱର : ରାଜ୍ୟରେ ଇଭି ଯାନ କିଣିଥିବା ହିତାଧିକାରୀମାନେ ସବସିଡ୍ ବାବଦରେ ୨୩୨ କୋଟି ଟଙ୍କାରୁ ଅଧିକ ଅର୍ଥ ପାଇ ସାରିଲେଣି । ଏହି ଅର୍ଥ ପାଇବାରେ ଦୁଇ ଚକିଆ ଇଭି ମାଲିକମାନେ ଆଗରେ ରହିଛନ୍ତି । ଇଭିଯାନ ସବସିଡ୍ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍ ୧,୨୨,୫୭୮ଟି ଯାନ ପାଇଁ ୨୩୨, ୪୫, ୪୪, ୫୩୮ ଟଙ୍କାର...
17,348 Killed In Road Accidents
Bhubaneswar: As many 17, 348 persons were killed and 31,441 others injured in road accidents in different parts of Odisha during the last three years, Commerce & Transport Minister Bibhuti Bhusan Jena told the Assembly today. In a written reply to a question of BJD Legislator Prasanta Behera, he said a total of 36,030 road accidents took place in Odisha...
1859 Snakebite Deaths!
Bhubaneswar: As many 1,859 snakebite deaths have been reported in different districts of the state during 2023-24 and 2024-25, Revenue and Disaster Management (R&DM) Minister Suresh Pujari told Assembly on 13 March. According to the preliminary report, 1,150 people died due to snakebites in 2023-24, while another 709 lost their lives in 2024-25, Shri Pujari said. In accordance with the government...
ରାଜ୍ୟରେ ୬ଟି ଜାତୀୟ ଜଳମାର୍ଗ
ଭୁବନେଶ୍ୱର : ରାଜ୍ୟର ଛଅଟି ଜଳମାର୍ଗକୁ ଜାତୀୟ ଜଳମାର୍ଗ ରୂପେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଜାତୀୟ ଜଳମାର୍ଗ ନୀତି – ୨୦୧୬ ଅନୁଯାୟୀ ଏହା ଘୋଷଣା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଜଳମାର୍ଗ ଭାବେ ଘୋଷଣା ହୋଇଥିବା ୬ଟି ଜଳମାର୍ଗ ମଧ୍ୟରେ ୫ନମ୍ବର ଜାତୀୟ ଜଳମାର୍ଗର ଦୂରତା ୫୮୮ କିଲୋମିଟର । ଏହା ଓଡିଶାର...
ଯାଜପୁରରେ ସର୍ବାଧିକ ଅନାବାଦୀ ଜବରଦଖଲ
ଭୁବନେଶ୍ୱର : ଓଡିଶାରେ ୨୫ହଜାର ଏକରରୁ ଅଧିକ ଗୋଚର ଓ ଅନାବାଦୀ ଜବରଦଖଲ ହୋଇଛି । ଏଥିରେ ଅନାବାଦୀ ଜମିର ପରିମାଣ ୨୦ହଜାର ଏକରରୁ ଅଧିକ ରହିଛି । ତେବେ ଯାଜପୁର ଜିଲ୍ଲାରେ ସର୍ବାଧିକ ଅନାବାଦୀ ଜମି ଜବରଦଖଲ ହୋଇଥିବାବେଳେ ଗୋଚର ଦଖଲ କ୍ଷେତ୍ରରେ ଆଗରେ ରହିଛି ବରଗଡ ଜିଲ୍ଲା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍...
ପୁଲିସ୍କୁ ମିଳିଛି ୯୦୬ଟି ପିଓଏସ୍ ମେସିନ୍
ଭୁବନେଶ୍ୱର : ଆଇନ୍ ଉଲ୍ଲଙ୍ଘନ କରୁଥିବା ଗାଡିଚାଳକମାନଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ପୁଲିସ୍କୁ ୯୦୬ଟି ପିଓଏସ୍ ମେସିନ୍ ଯୋଗାଇ ଦିଆଯାଇଛି । ସେହିଭଳି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ୨୫୧ଟି ପିଓଏସ୍ ମେସିନି ମିଳିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଯେ ପିଓଏସ୍ ମେସିନ୍ ଜରିଆରେ ଜୋରିମାନା ଆଦାୟ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସ୍ବିଆଇ) ଓ ଏଚଡିଏଫ୍ସି ବ୍ୟାଙ୍କ ସହିତ...
JJM Outlay 3.60L CR
New Delhi: To make provision of tap water supply to every rural household across the country, Government of India in partnership with States, is implementing Jal Jeevan Mission (JJM) – Har Ghar Jal since August, 2019. At the start the Mission, only 3.23 Crore (16.7%) rural households were reported to have tap water connections. So far, as reported by States/...
Raja Chakra Arrested
Bhubaneswar: The Economic Offences Wing (EOW) of the Crime Branch today arrested BJD leader Raja Chakra in connection with large-scale irregularities in a mining and transport scam. Chakra was arrested after the Orissa High Court vacated the interim stay granted to him yesterday. The court also rejected the bail applications of four other associates of Chakra. According to EOW, Raja Chakra...
Forest Cover On Rise
New Delhi: Forest Survey of India (FSI), Dehradun, an organization under the Ministry of Environment, Forest and Climate Change, carries out the assessment of forest cover biennially since 1987 and the findings are published in India State of Forest Report (ISFR). As per ISFR 2015, the total forest and tree cover was 7,94,245 square kilometre, constituting 24.16% of the geographical...









