Two New Airports Soon
Bhubaneswar: Two Greenfield airports to be established at Puri and Paradeep cities of the State soon, Commerce & Transport Minister Bibhuti Bhushan Jena told Odisha Legislative Assembly while replying to a query by BJD Lawmaker Kalikesh Narayan Singh Deo. Shri Singh Deo asked, “Whether there is any proposal to set up greenfield airports in Odisha to meet the rising demand...
ଓମଫେଡ୍ ଦୁଗ୍ଧ କିଣା ୩୫, ବିକ୍ରି ୫୨
ଭୁବନେଶ୍ୱର : ଓମଫେଡ୍ ଚାଷୀଙ୍କ ଠାରୁ ଲିଟର ପିଛା ୩୦ଟଙ୍କା ୫ପଇସା ଦରରେ କିଣୁଥିବା ଦୁଗ୍ଧକୁ ୫୨ ଟଙ୍କା ଦରରେ ବିକ୍ରି କରୁଛି । ଏଥି ସହିତ ଓମଫେଡ୍ ଦୁଗ୍ଧ ଲିଟର ପ୍ରତି ସର୍ବାଧିକ ୫୬ଟଙ୍କା ଦରରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ବିଧାନସଭାରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉଲ୍ଲେଖ କରିଛନ୍ତି ଯେ ଓମଫେଡ୍ ଚାଷୀଙ୍କ ଠାରୁ ସଂଗ୍ରହ କରୁଥିବା ଦୁଗ୍ଧକୁ ପରୀକ୍ଷାକରି...
ଓଡିଶାକୁ ଭରସା ତାପଜ ବିଦ୍ୟୁତ୍
ଭୁବନେଶ୍ୱର : ଓଡିଶାକୁ ତାପଜ ବିଦ୍ୟୁତ୍ ଭରସା ପାଲଟିଛି । ରାଜ୍ୟରେ ଯେତିକି ବିଜୁଳି ଉତ୍ପାଦନ ହେଉଛି ତାହାର ସିଂହଭାଗ ତାପଜ କେନ୍ଦ୍ରରୁ ଆସୁଛି । ଏହା ପଛକୁ ଜଳବିଦ୍ୟୁତ୍ ରହିଥିବାବେଳେ ଏଥିରେ ଏବେ ଅକ୍ଷୟଶକ୍ତି ଯୋଡିହେଉଛି । ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୪ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ବିଭିନ୍ନ ସୂତ୍ରରୁ ୪୯୮୪...
SOA Gets Top Rank
Bhubaneswar: Already a name to reckon with in the realm of academics, healthcare and research, Siksha ‘O’ Anusandhan Deemed to be University (SOA) here has attained a significant achievement by finding place among four institutions in India in the Times Higher Education (THE) World Reputation Rankings 2025. The list, which includes Indian Institute of Science, Bengaluru, Indian Institute of Technology-Delhi...
CM Assures Justice For Nepali Girl
Bhubaneswar: Chief Minister Mohan Charan Majhi today assured that justice would be served in the death of a Nepali girl student from KIIT University last Sunday night. Shri Majhi made this assurance while speaking to Nepali Counselors Sanjeeb Das Sharma and Navin Raj Adhikari, who were deputed by the Nepalese Prime Minister to assess the safety of Nepali students at...
Singh Deo Lauds Maha Kumbh
Bhubaneswar: Veteran Political Personality Ananga Udaya Singh Deo has lauded arrangements in Mahakumbh Mela at Prayagraj. Senior Vice President of Biju Janata Dal and Former Rajya Sabha Member, Shri Singh Deo along with his wife Shrimati Vijaya Lakshmi Devi took holy dip at Sangam here on 19 February. Shri Singh Deo walked down more than two kilometers and he could find...
ମୁଣ୍ଡପିଛା ଅଣ୍ଡା ଉତ୍ପାଦନ ୮୦ଟି
ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୧୮୦ ଟି ଅଣ୍ଡା ଆବଶ୍ୟକ ହେଉଥିବାବେଳେ ଉପଲବ୍ଧ ହେଉଛି ମାତ୍ର ୮୦ଟି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ତାଙ୍କ ଉତ୍ତରର ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଭେଷଣ ଅନୁସନ୍ଧାନ ସଂସ୍ଥା (ଆଇସିଏମଆର)ର ତଥ୍ୟ ଅନୁଯାୟୀ ରାଜ୍ୟରେ ବାର୍ଷିକ ମୁଣ୍ଡପିଛା ୧୮୦ଟି ଅଣ୍ଡା ଏବଂ ୧୦.୮୦ କିଲୋ ମାସର ଆବଶ୍ୟକତା ରହିଛି । ତେବେ ୨୦୨୩-୨୪...
ଧାନ ସଂଗ୍ରହ ପାଇଁ ୩୯୮୧ଟି ମଣ୍ଡି
ଭୁବନେଶ୍ୱର : ଚଳିତ ବର୍ଷ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟରେ ମୋଟ୍ ୩୯୮୧ଟି ମଣ୍ଡି ପ୍ରତିଷ୍ଠା କରାଯାଇଛି । ଧାନ ମଣ୍ଡି ସ୍ଥାପନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ କରିବାପାଇଁ ପ୍ରମୁଖ ଧାନ ସଂଗ୍ରହ କେନ୍ଦ୍ରକୁ ସମ୍ପୃକ୍ତ ନିୟନ୍ତ୍ରିତ ବଜାର କମିଟିଦ୍ୱାରା ୨୦୦ଟି ଏଆଇ ଆଧାରିତ ଶସ୍ୟ ବିଶ୍ଲେଷକ ଯନ୍ତ୍ର,...
3.28L Ghost Beneficiaries Removed
Bhubaneswar: The State Government has removed a total of 3,28,932 dead beneficiaries from the public distribution system (PDS) during the ongoing e-KYC (know your customer) verification process. Food Supplies and Consumer Welfare Minister Krushna Chandra Patra said this in the Assembly while replying to a query by Congress MLA Tara Prasad Bahinipati. Shri Patra said 3,28,932 numbers of death cases have...
ବଦଳାଗଲାଣି ୩ଲକ୍ଷରୁ ଅଧିକ ସଚଳ ମିଟର
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଗ୍ରାହକମାନଙ୍କର ୩ଲକ୍ଷରୁ ଅଧିକ ସଚଳ ବିଦ୍ୟୁତ୍ ମିଟରକୁ ବଦଳାଯାଇଛି । ଏହା ସ୍ଥାନରେ ଡିଜିଟାଲ ମିଟର ସ୍ଥାପନ କରାଯାଇଛି । ବିଧାସଭାରେ ଏହି ସୂଚନା ଦେଇଛନ୍ତି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତିମନ୍ତ୍ରୀ କହିଛନ୍ତି ଯେ ରାସା ରାଜ୍ୟରେ ୨୦୨୪-୨୦୨୫ ବର୍ଷରେ ୩,୪୬,୩୭୦ଟି ସଚଳ ବିଦ୍ୟୁତ୍ ମିଟର ବଦଳରେ ଡିଜିଟାଲ ମିଟର ସ୍ଥାପନ କରାଯାଇଛି । ଏହି ଦାଲିକାରେ...










