ମାଣ୍ଡିଆରୁ ମଦ ପ୍ରସ୍ତୁତ ପାଇଁ ମିଳିବ ପ୍ରୋତ୍ସାହନ

0

ଭୁବନେଶ୍ୱର : ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା । ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏଥି ପାଇଁ ସଂପୃକ୍ତ ବ୍ୟକ୍ତି ଆବଶ୍ୟକୀୟ ଅର୍ଥ ପାଇପାରିବ ଏ ନେଇ ବୈଠକରେ ବ୍ୟାପକ ଭାବେ ଆଲୋଚନା କରାଯିବା ସହ ସଂପୃକ୍ତ ବିଭାଗଗୁଡ଼ିକ ସେମାନଙ୍କର ମତାମତ ପ୍ରଦାନ...

Guv Urges On Resources Conserve

0

Bhubaneswar: Sustainability and efficiency are no longer just aspirations but necessities for industrial progress, said Governor Hari Babu Kambhampati while addressing the 2nd National Thermal Spray Conference (NTSC-2025) at CSIR-IMMT auditorium here on Friday. The conference, jointly organized by CSIR-IMMT, Bhubaneswar, and the Indian Thermal Spray Association (ITSA), brought together experts from academia, industry, and research institutions from India and...

Kalikesh Q On $500 Billion Economy

0

Bhubaneswar: Senior BJD Lawmaker Kalikesh Narayan Singh Deo has raised serious questions on the State Government’s claim to make Odisha a 500 Billion Dollar Economy by 2036. Shri Singh Deo raised the question while participating in the two-day long general discussion of Annual Budget for the year 2025-26. “I stand here to expose the hollowness, the blatant discrepancies and absolute fabrication...

ମଧୁ ସ୍ମାରକୀ ନିର୍ମାଣରେ ରାଜନୀତି ଜୋରଦାର

0

ଭୁବନେଶ୍ୱର : ସ୍ମାରକୀ ନିର୍ମାଣକୁ କେନ୍ଦ୍ରକରି ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ବ୍ୟାପାରରେ ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀମାନେ ମାପି ଚୁପି କଥା କହୁଥିବାବେଳେ ସ୍ମାରକୀ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ଏବଂ ଏହାକୁ କେନ୍ଦ୍ରକରି ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଉତ୍କଳଗୌରବଙ୍କ ପୂଣ୍ୟ ତିଥିରେ ସତ୍ୟଭାମାପୁର ସ୍ଥିତ ତାଙ୍କ ପୈତୃକ ଗୃହ ପରିସର ମଧ୍ୟରେ ଥିବା ଏନ୍ତୁଡିଶାଳରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିପାରିନଥିଲେ । ଏମିତିକି ସ୍ଥାନୀୟ...

ବିହନ ନିଗମର ବାପଛେଉଣ୍ଡ ଅବସ୍ଥା

0

ଭୁବନେଶ୍ୱର : ରାଜ୍ୟରେ ଏବେ ଧାନ ବିହନ ସଂଗ୍ରହ ଋତୁ ଚାଲିଥିବାବେଳେ ଓଡିଶା ରାଜ୍ୟ ବିହନ ନିଗମର ଏବେ ଏକ ପ୍ରକାର ବାପଛେଉଣ୍ଡ ଅବସ୍ଥା । ଚାରିମାସ ହେଲା ପରିଚାଳନା ନିର୍ଦ୍ଦେଶକ ନାହାନ୍ତି କି ଯେଉଁ ନିର୍ଦ୍ଦେଶକଙ୍କର ଏଠାକୁ ବଦଳି ହୋଇଛି ସେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି । ଓଡିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଗତ ପ୍ରବାସୀ ଭାରତୀୟ ସମ୍ମିଳନୀବେଳେ ରାଜ୍ୟ ସରକାର ଏଠାରୁ ଗୃହ ବିଭାଗକୁ ବଦଳିକରି ନେଇଥିଲେ । ଜଣେ ଦକ୍ଷ ଅଧିକାରୀ ଭାବରେ ଖ୍ୟାତି ଥିବାରୁ ତାଙ୍କୁ...

State Summons Samanta

0

Bhubaneswar: The Commissionerate Of Police on 20 February arrested five more staff of the KIIT University here on the charge of assaulting Nepalese students while they were vacating the hostel following a direction of the institute authorities. With this, the number of people arrested in the KIIT fiasco increased to 11 including an engineering student, who was booked for allegedly...

ଆତ୍ମନିର୍ଭର ହେଉଛନ୍ତି ଦୃଷ୍ଟିବାଧିତ

0

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସ୍‌ଏସ୍‌ଇପିଡି), ଓଡ଼ିଶା ସରକାରଙ୍କ ସହାୟତାରେ, ଏନ୍‌ଏବି ଇଣ୍ଡିଆ ସେଣ୍ଟର ଫୋର ବ୍ଲାଇଣ୍ଡ ଓମେନ, ଦିଲ୍ଲୀ ଏବଂ ସ୍କିଲ୍ କାଉନସିଲ୍ ଫର ପରସନ୍ସ ୱିଥ୍ ଡିସାବିଲିଟିର (ଏସ୍‌ସିପିଡବ୍ଲ୍ୟୁଡି) ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ଏକ ଜାତୀୟ ସମ୍ମିଳନୀ- "ସମାବେଶ ୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଦକ୍ଷତାକୁ କିଭଳି ବିକଶିତ କରାଯାଇ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଦକ୍ଷତା...

Odisha Plans Maha Projects

0

Bhubaneswar: The State Government has planned to construct 16 dam and 15 barrage projects for securing sustainable water development with equity for Mahanadi waters in the interest of the State. This was informed by Chief Minister Mohan Charan Majhi in the Assembly in a written reply to a query by BJD Legislator Ranendra Pratap Swain. The Chief Minister said, "Due to...

ଟିପି ସ୍କିମ୍ ମାଧ୍ୟମରେ ସହର ବିକାଶ ଯୋଜନା

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଗୁରୁତ୍ୱ  ବିକଶିତ ଓଡିଶା ବିକଶିତ ସହର । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ  ଉନ୍ନୟନ କର୍ତ୍ତୃପକ୍ଷଗୁଡିକ ମାଧ୍ୟମରେ   ଯୋଜନାବଦ୍ଧ ଭାବେ ରାଜ୍ୟରେ ବିକଶିତ ସହର ବୃଦ୍ଧି କରାଯିବା ଉପରେ  ଗୁରୁତ୍ୱ ଆରୋପ କରାଯାଇଛି । ଏ ନେଇ ଆଜି ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ , ପୌର...

Berry Favors Inclusive Growth

0

Bhubaneswar: Suman Berry, Vice Chairman, NITI Aayog called for an urgent need for an evidence-based, multi-stakeholder approach to address development gaps, improve governance structures, and mobilize sustainable financing—aiming to ensure inclusive growth. Shri Berry was addressing  National Workshop on Fast-Tracking and Reporting Progress on Sustainable Development Goals (SDGs) held on 20 February here. The workshop was jointly organised by the Government...