ବାଦଲଫଟା ବର୍ଷା ପାଇଁ ଓଡିଶାରେ ଛନକା
ଭୁବନେଶ୍ୱର : ହିମାଚଳ ଓ ଉତ୍ତରାଖଣ୍ଡରେ ବାରମ୍ବାର ଭୂସ୍ଖଳନ ବିପତ୍ତି ପରେ ଓଡିଶାର କଳିଙ୍ଗାଘାଟିରେ ଅନୁରୂପ ବିପର୍ଯ୍ୟୟ ଘଟି ସାରିଥିବାବେଳେ ରାଜଧାନୀ ସମେତ ରାଜ୍ୟର ଅନ୍ୟ ପାହାଡିଆ ଇଲାକାରେ ଲୋକଙ୍କ ଭିତରେ ଏବେ ଛନକା ପଶିଛି । ଲଘୁଚାପ ଓ ଲଗାଣବର୍ଷା ସମ୍ପର୍କିତ ପାଣିପାଗ ବିଭାଗର ପୂର୍ବାନୁମାନ ଶୁଣିବାପରେ ଆକାଶରେ କଳା ବଉଦ ଦେଖି ଅନେକ ସ୍ଥାନରେ ଲୋକେ ଆତଙ୍କିତ ହୋଇପଡୁଛନ୍ତି । ରାଜଧାନୀର ଶିଖରଚଣ୍ଡି ଓ ବୁଦ୍ଧବିହାର ପାହାଡ ତଳେ ଘରଦ୍ୱାର କରି ରହୁଥିବା ଲୋକେ ଏଥିପାଇଁ ବିଶେଷ ଉଦବିଗ୍ନ । ପରିବେଶବିତ୍ମାନଙ୍କ...
UCCIL Pacts For Advance Knowledge
Bhubaneswar: The Utkal Chamber of Commerce and Industry Limited (UCCIL) and Centurion University of Technology and Management (CUTM) have signed a significant Memorandum of Understanding (MoU) aimed at advancing the knowledge and skills of UCCIL’s esteemed members. The MoU signing ceremony saw Dr. Prabodh Mohanty, President of UCCIL, and Smt Arundhuti Biswal, Director of Partnership and Stakeholders Engagement at...
ସମ୍ମମ୍ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ
ଭୁବନେଶ୍ୱର : ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ପକ୍ଷରୁ ଅତ୍ୟନ୍ତ ଉତ୍ସାହର ସହ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍ର କର୍ମକର୍ତାଙ୍କ ପକ୍ଷରୁ ମହତ୍ୱପୂର୍ଣ୍ଣ ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ହସ୍ପିଟାଲ୍ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମମର ଫାର୍ମାସୀ ବିଭାଗର ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ଦାସମହାପାତ୍ର ସ୍ୱାସ୍ଥ୍ୟ...
ଓଡିଶାକୁ ୬୦,୦୦୦ କୋଟିର ପ୍ରକଳ୍ପ
ଝାରସୁଗୁଡା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି ସେଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ, ବର୍ତ୍ତମାନ ନବରାତ୍ରି ପର୍ବ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ମା’ ସମଲେଇ ଏବଂ ମା’ ରାମଚଣ୍ଡୀଙ୍କ ପବିତ୍ର ଭୂମିକୁ ଆସିବା ଏବଂ ଆଜିର କାର୍ଯ୍ୟକ୍ରମରେ ସମବେତ ଲୋକମାନଙ୍କୁ ଭେଟିବାର ସୌଭାଗ୍ୟ ତାଙ୍କୁ ମିଳିଛି। ସେ...
PM Presents 60K Cr Project Gift
Jharsuguda : Prime Minister Shri Narendra Modi inaugurated and laid the foundation stone of development works worth over Rs 60,000 crore in Jharsuguda, Odisha today. Addressing the gathering, the Prime Minister offered his respectful greetings to all the distinguished dignitaries present at the event. Highlighting that the festival of Navratri is currently being celebrated, Shri Modi expressed that during...
Maritime Vision For Odisha
Bhubaneswar : A preparatory meeting on Odisha’s participation in India Maritime Week 2025 was convened by Smt. Usha Padhee, Principal Secretary, Commerce & Transport Department, Government of Odisha. Senior officials from Paradip Port, Dhamra Port, Gopalpur Port, Subarnarekha Port, and representatives from related departments and agencies joined the meeting through video conferencing. At the outset, Smt. Padhee highlighted the significance of...
ବ୍ୟବସାୟର ମୁଖଶାଳା ହେବ ଓଡିଶା ଉପକୂଳ
ଭୁବନେଶ୍ୱର : ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ରେ ଓଡ଼ିଶାର ଅଂଶଗ୍ରହଣ ଉପରେ ଏକ ପ୍ରସ୍ତୁତି ବୈଠକ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ଵାରା ଆହୁତ ହୋଇଥିଲା । ପାରାଦୀପ ବନ୍ଦର, ଧାମରା ବନ୍ଦର, ଗୋପାଳପୁର ବନ୍ଦର, ସୁବର୍ଣରେଖା ବନ୍ଦରର ବରିଷ୍ଠ ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗ ଓ ଏଜେନ୍ସିର ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ, ଶ୍ରୀମତୀ ପାଢ଼ୀ ଏକ ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଭାବରେ ଭାରତ ସାମୁଦ୍ରିକ ସପ୍ତାହର ଗୁରୁତ୍ୱ...
ସିଏଜି ଧରିଲେ ବିଶ୍ୱବିଦ୍ୟାଳୟର ଅନଭିଜ୍ଞତା
ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ଅନଭିଜ୍ଞତା ଯୋଗୁଁ ନିର୍ମାଣ କାର୍ଯ୍ୟରେ ୭ କୋଟି ଟଙ୍କାରୁ ଅଧିକ ଅପଚୟକୁ ଧରିଛନ୍ତି ସିଏଜି । ଗୋଟିଏ ସରକାରୀ ସଂସ୍ଥା ହାତରୁ କାମ ନେଇ ଆଉ ଗୋଟିଏ ସରକାରୀ ସଂସ୍ଥାକୁ ଦେବା ଫଳରେ ରାଜକୋଷରୁ ଏଭଳି ଅତିରିକ୍ତ ଖର୍ଚ୍ଚ ହୋଇଛି । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରମାଦେବୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୧୬ ଅକ୍ଟୋବର ମାସରେ ୫୦ କୋଟି ୫୯ଲକ୍ଷ ଟଙ୍କା ବ୍ୟୟ ଆକଳନରେ ବୈଦ୍ୟୁତିକ ସାଜ ସରଞ୍ଜାମ ସହିତ ଶିକ୍ଷାଦାନ...
ସରକାରୀ କର୍ମଚାରୀଙ୍କର ପୂଜା ଛୁଟି ଫିକା
ଭୁବନେଶ୍ୱର : ଦୁର୍ଗାପୂଜା ଛୁଟି କିନ୍ତୁ ଉପଭୋଗ କରିପାରୁ ନାହାନ୍ତି ଭୁବନେଶ୍ୱର, ଖୋରଧା ଓ ପୁରୀର ବହୁ ସରକାରୀ କର୍ମଚାରୀ । ଛୁଟି ସତ୍ୱେ ବି ସେମାନଙ୍କୁ ଦପ୍ତରରେ ଉପସ୍ଥିତ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ଜନିତ ବର୍ଷା ପାଇଁ ନୁହେଁ, ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଜାତୀୟ ମଧ୍ୟସ୍ଥତା (ମେଡିଏସନ) ସମ୍ମିଳନୀ ପାଇଁ ଅନେକ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବିଶେଷକରି ପୁରୀ, ଚିଲିକା, କୋଣାର୍କ ଆଦି ଅଞ୍ଚଳରେ କାମ କରୁଥିବା ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ...
UCCIL Honors Champion of Industry, Sports, and Culture
Bhubaneswar: Industrialist and sports patron Shri Pankaj Lochan Mohanty continues to make headlines for his comprehensive contributions to Odisha's development, extending his influence across industry, cricket, and a variety of other sports. Shri Mohanty, a prominent figure in Odisha's industrial landscape and a zealous promoter of sports, art, and culture, was recently felicitated at the Annual General Meeting (AGM) of...









