ରାଜ୍ୟରେ ୬ଟି ଜାତୀୟ ଜଳମାର୍ଗ

0

ଭୁବନେଶ୍ୱର : ରାଜ୍ୟର ଛଅଟି ଜଳମାର୍ଗକୁ ଜାତୀୟ ଜଳମାର୍ଗ ରୂପେ ଘୋଷଣା କରାଯାଇଛି । ଭାରତ ସରକାରଙ୍କ ଜାତୀୟ ଜଳମାର୍ଗ ନୀତି – ୨୦୧୬ ଅନୁଯାୟୀ ଏହା ଘୋଷଣା ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଜଳମାର୍ଗ ଭାବେ ଘୋଷଣା ହୋଇଥିବା ୬ଟି ଜଳମାର୍ଗ ମଧ୍ୟରେ ୫ନମ୍ବର ଜାତୀୟ ଜଳମାର୍ଗର ଦୂରତା ୫୮୮ କିଲୋମିଟର । ଏହା ଓଡିଶାର...

ଯାଜପୁରରେ ସର୍ବାଧିକ ଅନାବାଦୀ ଜବରଦଖଲ

0

ଭୁବନେଶ୍ୱର : ଓଡିଶାରେ ୨୫ହଜାର ଏକରରୁ ଅଧିକ ଗୋଚର ଓ ଅନାବାଦୀ ଜବରଦଖଲ ହୋଇଛି । ଏଥିରେ ଅନାବାଦୀ ଜମିର ପରିମାଣ ୨୦ହଜାର ଏକରରୁ ଅଧିକ ରହିଛି । ତେବେ ଯାଜପୁର ଜିଲ୍ଲାରେ ସର୍ବାଧିକ ଅନାବାଦୀ ଜମି ଜବରଦଖଲ ହୋଇଥିବାବେଳେ ଗୋଚର ଦଖଲ କ୍ଷେତ୍ରରେ ଆଗରେ ରହିଛି ବରଗଡ ଜିଲ୍ଲା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍‍...

ପୁଲିସ୍‍କୁ ମିଳିଛି ୯୦୬ଟି ପିଓଏସ୍‍ ମେସିନ୍‍

0

ଭୁବନେଶ୍ୱର : ଆଇନ୍‍ ଉଲ୍ଲଙ୍ଘନ କରୁଥିବା ଗାଡିଚାଳକମାନଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ପୁଲିସ୍‍କୁ ୯୦୬ଟି ପିଓଏସ୍‍ ମେସିନ୍‍ ଯୋଗାଇ ଦିଆଯାଇଛି । ସେହିଭଳି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ୨୫୧ଟି ପିଓଏସ୍‍ ମେସିନି ମିଳିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଯେ ପିଓଏସ୍‍ ମେସିନ୍‍ ଜରିଆରେ ଜୋରିମାନା ଆଦାୟ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ (ଏସ୍‍ବିଆଇ) ଓ ଏଚଡିଏଫ୍‍ସି ବ୍ୟାଙ୍କ ସହିତ...

JJM Outlay 3.60L CR

0

New Delhi: To make provision of tap water supply to every rural household across the country, Government of India in partnership with States, is implementing Jal Jeevan Mission (JJM) – Har Ghar Jal since August, 2019. At the start the Mission, only 3.23 Crore (16.7%) rural households were reported to have tap water connections. So far, as reported by States/...

Raja Chakra Arrested

0

Bhubaneswar: The Economic Offences Wing (EOW) of the Crime Branch today arrested BJD leader Raja Chakra in connection with large-scale irregularities in a mining and transport scam. Chakra was arrested after the Orissa High Court vacated the interim stay granted to him yesterday. The court also rejected the bail applications of four other associates of Chakra. According to EOW, Raja Chakra...

Forest Cover On Rise

0

New Delhi: Forest Survey of India (FSI), Dehradun, an organization under the Ministry of Environment, Forest and Climate Change, carries out the assessment of forest cover biennially since 1987 and the findings are published in India State of Forest Report (ISFR). As per ISFR 2015, the total forest and tree cover was 7,94,245 square kilometre, constituting 24.16% of the geographical...

BJD Stalls Odisha House

Bhubaneswar: The principal Opposition party, BJD today stalled the Odisha Legislative Assembly proceedings demanding a debate on the controversial Polavaram project constructed by the Andhra Pradesh Government. As soon as the House assembled for the day at 10.30 am, the BJD Members trooped into the well of the House, shouting slogans demanding a debate on the Polavaram Project. BJD Deputy Leader...

ଅଧିକ ଉତ୍ପାଦନ ସତ୍ୱେ ବାହାରୁ ଆମଦାନୀ

0

ଭୁବନେଶ୍ୱର : ରାଜ୍ୟରେ ଚାହିଦା ଠାରୁ ଅଧିକ ମାଛ ଉତ୍ପାଦନ ହେଉଥିବାବେଳେ ଓଡିଶା କିନ୍ତୁ ବର୍ଷକୁ ୩୩ ହଜାର ମେଟ୍ରିକ ଟନ୍‍ରୁ ଅଧିକ ମାଛ ଆମଦାନୀ କରୁଛି । ରାଜ୍ୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ମାଛ ଓ ଅଣ୍ଡା ଉତ୍ପାଦନ ସଂକ୍ରାନ୍ତରେ ବିଜେପି ବିଧାୟିକା ଉପାସନା ମହାପାତ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ୨୦୨୩-୨୪ ବର୍ଷରେ ଓଡିଶାରେ ଦୈନିକ ମାଛର ଆବଶ୍ୟକତା ୨୩୫୩ ମେଟ୍ରିକ ଟନ୍‍ ଥିବାବେଳେ ଦୈନିକ...

ସରକାରୀ ନିଯୁକ୍ତିରେ ବିଭ୍ରାଟ କରୁଛନ୍ତି ଠିକା ସଂସ୍ଥା

ଭୁବନେଶ୍ୱର : ସରକାରୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ଲାଗି ଅନେକ କ୍ଷେତ୍ରରେ ବାହାର ସଂସ୍ଥାମାନଙ୍କର ସହାୟତା ନିଆଯାଉଥିବାରୁ ବ୍ୟାପକ ବିଭ୍ରାଟ ଉପୁଜୁଥିବା ଘେନି ଗୁରୁତର ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ରାଜ୍ୟ ବାହାରର ସଂସ୍ଥାମାନଙ୍କ ଦ୍ୱାରା ଏଭଳି ଚୟନ ପ୍ରକ୍ରିୟାରେ ମଧ୍ୟ ଦୁର୍ନୀତି ଓ ପକ୍ଷପାତିତା ହେଉଥିବା ଘେନି ଅନେକ ଆଶାୟୀ ପ୍ରାର୍ଥୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି । ବିଭିନ୍ନ ପାହ୍ୟାର ସରକାରୀ କର୍ମଚାରୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ସଂସ୍ଥାମାନ ରହିଛନ୍ତି । ଜିଲ୍ଲା...

Mineral Targets With AI

0

Panaji: The Ministry of Mines launches the nation’s first-ever auction of Exploration Licences (ELs) — a major reform to unlock India’s untapped critical and deep-seated mineral resources. The Roadshow on the 5th Tranche of Critical Mineral Blocks and the launch of AI Hackathon 2025, a Mineral Exploration Hackathon focused on “Mineral Targeting using AI”. The event was graced by Union Minister...