Capital City Turns 77
Bhubaneswar: The 77th Capital Foundation Day was celebrated with great pomp and show. Odisha Legislative Assembly Speaker Surma Padhi inaugurated the ceremony of the Capital Foundation Day. Bhubaneswar Central MLA Anant Narayan Jena, Bhubaneswar North MLA Sushant Kumar Raut, former Minister Suresh Kumar Rautray, Bhubaneswar Mayor Sulochana Das, Deputy Mayor Manjulata Kanhar graced the occasion. Bhubaneswar-Cuttack Police Commissioner S....
ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର : ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ବର ମହାନଗର ନିଗମ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୁଲ୍ଯରେ ଅନୁଷ୍ଠିତ ଏହି ପାଳନ ଦିବସ ଅବସରରେ ଯୋଗ ଦେଇଥିବା ମୁଖ୍ୟ ଅତିଥିଙ୍କ ସହ ଅତିଥି ମାନେ ବିଧାନସୌଧ ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିଥିଲେ । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ବାଚସ୍ପତି...
ଛଅ ମାସରେ ୧୬ ହଜାର ୫୯ଟି ପଦବୀ ସୃଷ୍ଟି
ଭୁବନେଶ୍ୱର : ମୁଖ୍ୟତଃ ଆଇନ ଶୃଙ୍ଖଳା ବଜାୟ ରଖିବା, ଅପରାଧ ରୋକିବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପୁଲିସ ବହୁମୁଖୀ ଭୂମିକା ନିର୍ବାହ କରିଥାଏ। ଏଥିରେ ଅପରାଧର ତଦନ୍ତ, ଅପରାଧୀଙ୍କୁ ଧରିବା ଏବଂ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ଅନ୍ତର୍ଭୁକ୍ତ। ସେମାନେ ଜନଶୃଙ୍ଖଳା ରକ୍ଷଣାବେକ୍ଷଣ, ଆଭ୍ୟନ୍ତରୀଣ ନିରାପତ୍ତା ଏବଂ ବିପର୍ଯ୍ୟୟ ମୁକାବିଲା ଆଦି ସମସ୍ତ କ୍ଷେତ୍ରରେ ସକ୍ରିୟ ଯୋଗଦାନ କରିଥାନ୍ତି । ରାଜ୍ୟର ଏହିସବୁ ଗୁରୁଦାୟିତ୍ୱ ନିର୍ବାହ କ୍ଷେତ୍ରରେ କ୍ଷମତା ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଗତ...
ଲଗାମଛଡା ଭୂତଳ ଜଳ ଉତ୍ତୋଳନ
ଭୁବନେଶ୍ୱର : ଭୂତଳ ଜଳ ଶୋଷିବାପାଇଁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଅନୁମତି ପ୍ରଦାନ କରୁଛନ୍ତି । ଅନୁମତିପତ୍ର ଦାଖଲ କରି ବିଲଡରମାନେ ରାଜଧାନୀରେ ବଡ ବଡ ଆପାର୍ଟମେଣ୍ଟ ଛିଡା କରିବା ସହିତ ମନଇଚ୍ଛା ଜଳ ଶୋଷଣ କରୁଛନ୍ତି । ଏମାନଙ୍କ ଦେଖିବାକୁ କେହି ନାହିଁ କିମ୍ବା ଅଭିଯୋଗ ବି ହେଉନାହିଁ । ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିବା ଦର୍ଶାଇ ସରକାରୀ କଳ ବି ଚୁପ୍ ହୋଇ ବସିଯାଉଛନ୍ତି । ରାଜଧାନୀରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ନକ୍ସା ଅନୁମୋଦନ ପାଇବାକୁ ହେଲେ ବିଲଡରମାନଙ୍କୁ...
ଶାସ୍ତ୍ରୀୟ ମାନ୍ୟତା କେେବ ?
ଭୁବନେଶ୍ୱର : ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଲାଗି ଦୀର୍ଘ ବର୍ଷ ଧରି ରାଜ୍ୟର ସଂଗୀତଜ୍ଞ ଓ ସଂଗୀତ ପ୍ରେମୀମାନେ ଦାବି କରି ଆସୁଥିବା ବେଳେ ଏ ପ୍ରସଂଗରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ କିମ୍ବା ସଂସ୍କୃତି ମନ୍ତ୍ରାଳୟ କୌଣସି ଘୋଷଣା ଏ ଯାବତ କରିନାହାନ୍ତି । ୨୦୧୪ ମାର୍ଚ୍ଚ ୧୧ ତାରିଖରେ ଓଡ଼ିଆ ଭାଷାକୁ କେନ୍ଦ୍ର ସରକାର ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପ୍ରଦାନ କରିଥିଲେ । ଓଡ଼ିଆ ପୂର୍ବରୁ ତାମିଲ, ସଂସ୍କୃତ, କନ୍ନଡ, ତେଲଗୁ ଓ ମାଲାୟାଲମ୍...
ମାନବିକ ମୂଲ୍ୟବୋଧ ସୃଷ୍ଟିରେ ସହାୟକ ହୋଇଛି ଜାଗୋ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସବୁ ସମୟରେ ସମାଜର ହିତ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ଏହି ପରିପ୍ରେକ୍ଷୀରେ ‘ଜାଗୋ’ ବହୁବର୍ଷର ଏକ ପଦକ୍ଷେପ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୈତିକ ଏବଂ ମାନବିକ ମୂଲ୍ୟବୋଧ ସୃଷ୍ଟି କରିବାରେ ଜାଗୋ ସହାୟକ ହୋଇଛି ବୋଲି କହିଛନ୍ତି ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ। ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସ୍ର ନିକଟବର୍ତୀ ବସ୍ତି ଅଂଚଳରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କୁ ସ୍କୁଲ ବ୍ୟାଗ ଓ ୟୁନିଫର୍ମ ଦେବା ଭଳି କାର୍ଯ୍ୟ କରିଥାନ୍ତି...
ନେତାଙ୍କୁ ନଡ୍ଡାଙ୍କ ଗୁରୁମନ୍ତ୍ର
ପୁରୀ : ସଂଗଠନକୁ ଆହୁରି ମଜବୁତ କରିବା ସହ ଦଳ ମଧ୍ୟରେ ରହିଥିବା ଅସନ୍ତୋଷକୁ ପ୍ରସମିତ କରିବା ଏବଂ ସରକାର ଓ ଦଳ ସମାନ୍ତରାଳ ଭାବେ ଚାଲିବା ନେଇ ବିଧାୟକ, ସାଂସଦ, ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା। ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ବ୍ୟକ୍ତିତ୍ୱରେ ସୁଧାରି ଆଣି ତୃଣମୂଳ ସ୍ତରରେ ଲୋକଙ୍କ ସହ ରହିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା। ଏଥିପାଇଁ ସେ ଦଳର ନେତା, ବିଧାୟକ ଓ ସାଂସଦଙ୍କୁ ୧୪ସୂତ୍ରୀ ମନ୍ତ୍ର ଦେଇଛନ୍ତି। ଗ୍ରୁପଜିମ୍ କି ଚାପୁଲିସି ନକରି...
ଯାତ୍ରୀଙ୍କ ସହ ଆଲୋଚା କଲେ କ୍ରୁଟ୍ ଏମ୍ଡି
ଭୁବନେଶ୍ୱର : ସାର୍ବଜନୀନ ପରିବହନ ସେବାକୁ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସର ଅଂଶ ସ୍ୱରୂପ, ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (କ୍ରୁଟ୍) ର ପଦାଧିକାରୀ ମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ସକାଳେ ସହରର ବସ୍ ସେବାର ଦକ୍ଷତା ଏବଂ ପ୍ରଭାବ ମୂଲ୍ୟାଙ୍କନ କରିବା ପାଇଁ ଆମ ବସ୍ରେ ଯାତ୍ରା କରି ବସ୍ ଯାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ. ଥିରୁମାଲା ନାଏକ, ମହାପ୍ରବନ୍ଧକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସହିତ...
CEA Clears Upper Indravati PSP
Bhubaneswar: Vishal Kumar Dev, Principal Secretary Energy and CMD Odisha Hydro Power Corporation (OHPC) is happy with the Central Electricity Authority (CEA), a key body under the Ministry of Power, Government of India, has granted its concurrence to the Detailed Project Report (DPR) for the Upper Indravati Pumped Storage Project (PSP) in Odisha. This approval marks a significant step...
Nadda Mantra For Lawmakers
Puri: BJP National President and Union Health Minister J P Nadda today gave Mantras to BJP MPs and MLAs to became success leader. Shri Nadda addressed the BJP MPs and MLAs from Odisha here today during a three day training programme organised for them. Chief Minister Mohan Charan Majhi, Union Ministers Jual Oram, Dharmendra Pradhan and Ashwini Vaishnaw, State BJP President...









