Home Dept Creates 16K Posts In 6 Months
In a significant move to enhance the capabilities of the State's Law Enforcement, the Odisha Government has announced the creation of 16,059 new posts in Odisha Police over the past six months. Chief Minister Mohan Charan Majhi directed Additional Chief Secretary Home, Satyabrata Sahu, in this regard. Thanks to the overdrive of ACS Home Shri Sahu a new record...
ଜଳଯୋଗାଣ ବ୍ୟତିକ୍ରମ ଧରିଲେ ସିଏଜି
ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସମନ୍ୱୟର ଅଭାବ ଯୋଗୁଁ ଲୋକେ ପାଣି ପାଇପାରୁ ନାହାନ୍ତି । କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ଏଭଳି ବ୍ୟତିକ୍ରମକୁ ନମୂନା ଭାବେ ଧରିଛନ୍ତି ଓଡିଶାର ମହା ଲେଖାକାର । ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଓମ୍ବାଡିସ୍ ପାଣ୍ଠିରେ ଆନନ୍ଦପୁର ଠାରେ ନିର୍ମାଣ ହେଉଥିବା ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁ ନଥିଲେ ।...
ବିଶ୍ୱବିଦ୍ୟାଳୟ ପଦବୀ ପୂରଣରେ ଅନିଶ୍ଚିତତା
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ବିଶ୍ୱବିଦ୍ୟାଳୟ ଆଇନ୍ ସଂକ୍ରାନ୍ତୀୟ ବିଲ୍ ଗୃହୀତ ହୋଇଥିଲେ ମଧ୍ୟ ବିଧିବ୍ୟବସ୍ଥା ଅନୁପାଳନରେ ବିଳମ୍ବ ହେଉଥିବାରୁ ସଂଶୋଧିତ ଆଇନ୍ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ବିଭିନ୍ନ ପଦପଦବୀ ପୂରଣ ହେବାରେ ବିଳମ୍ବ ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ମସିହାରେ ଏ ସଂକ୍ରାନ୍ତୀୟ ଯେଉଁ ସଂଶୋଧିତ ଆଇନ୍ ପ୍ରଣୀତ ହୋଇଥିଲା ତାହାର ବୈଧତା ଉପରେ ପ୍ରଶ୍ନବାଚୀ ଉଠାଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ସୁପ୍ରିମକୋର୍ଟରୁ ଆୟୋଗ ମାମଲା...
Odisha Works Bags Viswakarma Award
New Delhi: Principal Secretary Works, Vir Vikram Yadav has received Prestigious Viswakarma Awards 2025 on 11 April here. Shri Yadav received the Awards for four Building Complexes completed by the Department of Works in a ceremony held at Dr B R Ambedkar international Center, New Delhi. Viswakarma Awards is highest civilian award in construction sector, which are given by NITI Ayog...
ସୋଆ ଆଇଭିଏସ୍ଏଏଚ୍ ପକ୍ଷରୁ ବିଶ୍ୱ ହୋମିଓପ୍ୟାଥି ଦିବସ
ଭୁବନେଶ୍ୱର : ପ୍ରାଣୀ ଚିକିତ୍ସା ଓ ରୋଗ ନିରାକରଣରେ ହୋମିଓପ୍ୟାଥି ଔଷଧର ପ୍ରୟୋଗକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍) ପକ୍ଷରୁ ଶୁକ୍ରବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ବିଶ୍ୱ ହୋମିଓପ୍ୟାଥି ଦିବସ ୨୦୨୫ ଅବସରରେ ଆୟୋଜିତ ଏହି କର୍ମଶାଳାର ପ୍ରସଙ୍ଗ ରହିଥିଲା ‘ୟୁଜ୍ ଅଫ୍ ହୋମିଓପ୍ୟାଥିକ୍ ଡ୍ରଗ୍ସ ଇନ୍ ଦ ଟ୍ରିଟମେଂଟ ଆଣ୍ଡ ପ୍ରିଭେନ୍ସନ୍ ଅଫ୍ ଲାଇଭଷ୍ଟକ୍ ଡିଜିଜେସ୍’। ଆୟୋଜିତ ଏହି କର୍ମଶାଳାରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ...
ଖୁବ୍ ଶୀଘ୍ର ଓଡିଶାଯାତ୍ରୀ କିଓସ୍କ
ଭୁବନେଶ୍ୱର: ଡ଼ିଜିଟାଲ୍ ମାଧ୍ୟମରୁ ବଞ୍ଚିତ ରହୁଥିବା ଜନସାଧାରଣଙ୍କ ନିମନ୍ତେ ରାଜ୍ୟ ସରକାର ଜନଗହଳି ସ୍ଥାନମାନଙ୍କରେ ଓଡ଼ିଶାଯାତ୍ରୀ ଟିକେଟ୍ ବୁକିଂ କିଓସ୍କ ବା ବୁଥ୍ ତିଆରି ହେବ । ଏହାଦ୍ୱାରା ସାଧାରଣ ଯାତ୍ରୀଟିଏ ମଧ୍ୟ ବୁଥ୍ ମାଧ୍ୟମରେ ରାଇଡ଼୍ ବୁକିଂ କରିପାରିବେ । ଏହା ନିଶ୍ଚିତ କରିବ ଯେ, ଯେଭଳି କୈାଣସି ଜନସାଧାରଣ ଡ଼ିଜିଟାଲ ଯୁଗରେ ଏହି ସେବାରେ ବଞ୍ଚିତ ନହେବେ । ସଚେତନତାମୂଳକ କାର୍ଯ୍ୟ ଏବଂ ବିଭିନ୍ନ ସହରର ଚାଳକମାନଙ୍କୁ ଏଥିରେ ଯୋଗ ଦେବା ନିମନ୍ତେ ଅଧିକ ଦୃଷ୍ଟି ଦିଆଯିବ । ସହରାଞ୍ଚଳ ପରିବହନ...
ACS Sahu Harps On Timely Grievance Redressal
Bhubaneswar: Additional Chief Secretary Forest, Environment and Climate Change Satyabrata Sahu emphasized on the timely disposal of public grievance applications. A review meeting of the Forest, Environment and Climate Change Department was held on 11 April in which Additional Chief Secretary Shri Sahu reviewed the work of the department in details. He directed the departmental officers to pay attention to the...
ଆୟୁଷ୍ମାନ ଭାରତର ଶୁଭାରମ୍ଭ
ଭୁବନେଶ୍ୱର : ଓଡିଶା ବିକାଶ ଇତିହାସରେ ଯୋଡିହୋଇଛି ଏକ ନୂଆ ଫର୍ଦ୍ଦ। ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଏକ ଇନସୁରାନ୍ସ ନୁହେଁ...
Odisha Yatri On Fast Track
Bhubaneswar: Usha Padhee Principal Secretary H&UD reviewed to assess the progress of the Odisha Yatri app—Odisha’s indigenous ride-booking platform aimed at delivering affordable, accessible, and inclusive transport solutions to the people.Conceived as a mobility solution for the masses, Odisha Yatri has been built around a bold, citizen-centric vision. A key highlight of the app is its zero-commission-for-life model for...
Four New MCH Soon
Cuttack: In a major boost to the State's health sector, Chief Minister Mohan Charan Majhi today announced that four new Medical Colleges and Hospitals (MCHs) will be set up in the State soon. While addressing at the Ayushman Bharat launching ceremony here, the Chief Minister said, “Our government is giving emphasis to open medical college in each district of...









