କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦୨

0

ନୂଆଦିଲ୍ଲୀ :  ଜୁନ ୪ତାରିଖ ସୁଦ୍ଧା ଭାରତରେ ୪୩୦୨ଟି ସକ୍ରିୟ ମାମଲା ଚିହ୍ନଟ ହୋଇଛି, ଯାହା ମଧ୍ୟରୁ ଗତ ୨୪ ଘଣ୍ଟାରେ ୮୬୪ଟି ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ମାମଲା ସାମାନ୍ୟ ଓ ଘରେ ଉପଚାର ଯୋଗ୍ୟ ରହିଛି । ୧ ଜାନୁଆରୀ ୨୦୨୫ରୁ ଏପର୍ଯ୍ୟନ୍ତ ୪୪ଟି କୋଭିଡ୍ ମୃତ୍ୟୁ ରିପୋର୍ଟ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମୃତକଙ୍କର ପୂର୍ବରୁ ଅନ୍ୟାନ୍ୟ ରୋଗ ରହିଥିଲା । ଅମ୍ଳଜାନ, ଏକାନ୍ତ ଶଯ୍ୟା, ଭେଣ୍ଟିଲେଟର ଓ ଜରୁରୀ ଔଷଧ ମହଜୁଦ ରଖିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି...

ଦୁର୍ନୀତିକୁ ବରଦାସ୍ତ କରାଯିବ ନହିଁ

0

ଭୁବନେଶ୍ୱର : ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ  ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଭୂମି...

୨୦୨୭ ମାର୍ଚ୍ଚ ପହିଲାରୁ ଜନ ଗଣନା

0

ନୂଆଦିଲ୍ଲୀ : ଜାତି ଗଣନା ସହିତ ଦୁଇଟି ପର୍ଯ୍ୟାୟରେ ଜନ ଗଣନା-୨୦୨୭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜନ ଗଣନା-୨୦୨୭ ପାଇଁ ସନ୍ଦର୍ଭ ତାରିଖ ମାର୍ଚ୍ଚ ପହିଲା, ୨୦୨୭ ର ମଧ୍ୟରାତ୍ର ହେବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଏବଂ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଅଣ-ସମକାଳୀନ ବରଫାବୃତ ଅଞ୍ଚଳ ତଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ପାଇଁ, ସନ୍ଦର୍ଭ ତାରିଖ ଅକ୍ଟୋବର ପହିଲା, ୨୦୨୬ ର ମଧ୍ୟରାତ୍ର ହେବ। ଜନଗଣନା ଅଧିନିୟମ ୧୯୪୮ ର ଧାରା ୩ ର ବ୍ୟବସ୍ଥା ଅନୁଯାୟୀ ଉପରୋକ୍ତ...

Singh Deo Actively Engages With Constituents

Balangir: Senior Lawmaker, Kalikesh Narayan Singh Deo is continuing his proactive engagement with residents across his Assembly Constituency, holding a dedicated public grievance redressal program on Tuesday at Jankarpali RR Colony, Dungripalli, Lower Suktel, Balangir. The initiative comes on the heels of a significant review meeting on Monday concerning the ongoing challenges faced by those impacted by the Lower...

Vedanta Goes Green

Bhubaneswar: Vedanta Aluminium, recognized as India's largest aluminium producer, is actively pursuing a comprehensive strategy for decarbonization, showcasing both ambitious goals and innovative approaches. The company is positioning itself as a leader in sustainability within the global aluminium industry, integrating various aspects of responsible business operations into its core. A pivotal element of this strategy is an accelerated energy transition,...

CM Urges For Honesty

Bhubaneswar: Chief Minister Mohan Charan Majhi addressed Revenue Officials, emphasizing the paramount importance of honesty and responsibility within the Revenue Administration. He unequivocally stated that the government would not tolerate corrupt officials, assuring that dedicated and honest officers would be duly rewarded. The Chief Minister underscored that dedication, rather than mere reputation, should be the guiding standard for all...

ବେଦାନ୍ତ ନେଇଛି ସ୍ଥାୟୀ ପରିବର୍ତ୍ତନର ନେତୃତ୍ୱ

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍‌, ଡିକାର୍ବୋନାଇଜେସନ୍ ପଦକ୍ଷେପର ବ୍ୟାପକ ସିରିଜ୍ ସହିତ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସାହସିକ ପଥ ପ୍ରସ୍ତୁତ କରୁଛି ଯାହା ମହତ୍ୱାକାଂକ୍ଷା ଏବଂ ନବସୃଜନ ଉଭୟକୁ ପ୍ରତିଫଳିତ କରେ। ବିଶ୍ୱ ଜଳବାୟୁ କାର୍ଯ୍ୟ ଉପରେ ଏହାର ଧ୍ୟାନକୁ ତୀବ୍ର କରୁଥିବାରୁ, ବେଦାନ୍ତ ବିଶ୍ୱ ଆଲୁମିନିୟମ୍ ଶିଳ୍ପ ମଧ୍ୟରେ ସ୍ଥାୟୀତ୍ୱରେ ଏକ ନେତୃତ୍ବ ଭାବରେ ଉଭା ହୋଇଥିବାବେଳେ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ କାର୍ଯ୍ୟର ଅନେକ ଦିଗକୁ ଏକତ୍ରିତ କରୁଛି। ଏହି ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟରୁ...

ବାତ୍ୟା ଦୁର୍ଦ୍ଦଶାକୁ ବଳିଯାଉଛି ଅସରାଏ ବର୍ଷା

ଭୁବନେଶ୍ୱର : ମହାବାତ୍ୟା, ଫନି, ହୁଡହୁଡ୍‍, ପାଇଲିନ୍‍ ଭଳି ପ୍ରଳୟଙ୍କରୀ ଝଡବାତ୍ୟା ସମୟରେ ରାଜଧାନୀର ଯେଉଁ ଅଞ୍ଚଳରେ ପାଣି ଜମୁନଥିଲା ଏବେ ସେଠାରେ ଅସରାଏ ବର୍ଷାରେ ଆଣ୍ଠୁଏ ପାଣି ଜମୁଛି । କେବଳ ସେତିକି ନୁହେଁ, ରାସ୍ତା ପାଣି ବି ଅନେକ ଘରେ ପଶୁଛି । ଏଥିପାଇଁ ଲୋକେ ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗକୁ ସିଧାସଳଖ ଭାବେ ଦାୟୀ କରୁଛନ୍ତି । ରାଜଧାନୀର ନିଳାଦ୍ରୀବିହାର, ଲୁମ୍ବିନୀବିହାର, ମଙ୍ଗଳାବସ୍ତି ଅଞ୍ଚଳରେ ଲୋକେ ବର୍ଷାକୁ ଦେଖିଲେ ଡରୁଛନ୍ତି । ଗୋଟିଏ ପଟେ ଆବାସିକ ଅଞ୍ଚଳରେ ନିରାପତ୍ତା...

ଦେଢ ହଜାର ଅଣଓଡିଆ କର୍ମଚାରୀ

0

ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍‍ ବିତରଣ କମ୍ପାନୀ ଟାଟା ପାୱାର ହାତରେ ଥିବାବେଳେ ଏଥିରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ଦେଢ ହଜାର ଅଣଓଡିଆ ରହିଛନ୍ତି । ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୩୬୯ ଜଣ ଅଣଓଡିଆ ଥିବାବେଳେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭୦ରୁ ଅଧିକ ଅଣଓଡିଆ ରହିଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ଶେଷସୁଦ୍ଧା ବିଦ୍ୟୁତ୍‍ ବିତରଣ ଦାୟିତ୍ୱରେ ଥିବା କମ୍ପାନୀର ଚାରିଟି ଡିଭିଜନରେ ମୋଟ୍‍ ୫୦୦୫ ଜଣ ସ୍ଥାୟୀ କର୍ମଚାରୀ ରହିଥିବାବେଳେ ଏଥିରେ ଓଡିଆଙ୍କ କର୍ମଚାରୀଙ୍କ ସଂଖ୍ୟା ରହିଥିଲା ୩୬୩୬...

India Reaffirms Global Disaster Resilience Commitment

New Delhi: India's steadfast commitment to bolstering global disaster resilience was prominently showcased yesterday, June 3rd, 2025, at the 8th Global Platform for Disaster Risk Reduction in Geneva. Dr. P. K. Mishra, Principal Secretary to the Prime Minister, led India's delegation, reaffirming the nation's dedication to a safer and more resilient future for all. In a key engagement, Dr. Mishra...