Veterans Absence Raises Eyebrows
Bhubaneswar: The political landscape in Odisha is currently witnessing significant shifts, particularly within the Odisha Unit of Indian National Congress (INC), and this is causing political analysts to pay close attention. The absence of veteran leaders like Narasingha Mishra, Niranjan Patnaik, Jayadev Jena, Panchanan Kanungo, and others, including figures associated with the "Young Turks" like Navajyoti Patnaik and Manas Choudhury,...
ପୁରୀଠାରୁ ୧୫ଗୁଣା ଅଧିକ ଶ୍ରୀମନ୍ଦିର ଜମି
ଭୁବନେଶ୍ୱର : ପୁରୀ ସହରର କ୍ଷେତ୍ରଫଳ ଯେତେ ତାହାର ୧୫ଗୁଣରୁ ଅଧିକ ଜମି ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ରହିଛି । କିନ୍ତୁ ଏଗୁଡିକର ଠିକଣା ଭାବେ ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ଅନେକ ଜମି ଜବରଦଖଲକାରୀଙ୍କ କବଜାରେ ଥିବାବେଳେ ଆଉ କେତେକ ଜମିରୁ ଗଛ କାଟି ଓ ଲଘୁ ଖଣିଜ ସମ୍ପଦ ଲୁଟି ମାଫିଆମାନେ ମାଲେମାଲ ହେଉଛନ୍ତି । ପୁରୀ ସହରର କ୍ଷେତ୍ରଫଳ ପ୍ରାୟ ୧୭ ବର୍ଗକିଲୋମିଟର ଅଞ୍ଚଳ ଶ୍ରୀଜଗନ୍ନାଥ ମନ୍ଦିର ନାମରେ ଏଯାବତ୍ ଚିହ୍ନିତ ହୋଇଛି ୬୦,୪୧୮ ଏକର ଜମି, ଯାହା...
ବହୁ ତଳ ପାର୍କିଂକୁ ଏବେ ଅର୍ଥ ଚିନ୍ତା
ଭୁବନେଶ୍ୱର : ରାଜଧାନୀରେ ପ୍ରତିଷ୍ଠା ହୋଇଥିବା ବହୁ ତଳ କାର ପାର୍କିଂ ସୌଧ ସରକାରଙ୍କ ପାଇଁ ବୋଝ ପାଲଟିଛି । ବହୁତଳ କାର ପାର୍କିଂରେ ଆୟ କମୁଥିବାରୁ ଶହୀଦନଗର ପାର୍କିଂ ସୌଧର ଆଉଗୋଟିଏ ମହଲାକୁ ଭଡାରେ ଲଗାଇବାପାଇଁ କର୍ତ୍ତୃପକ୍ଷ ବିଚାରୁଥିବା ସୂଚନା ମିଳିଛି । ଭୁବନେଶ୍ୱର ସ୍ମାର୍ଟସିଟି କର୍ତ୍ତୃପକ୍ଷ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ପାଇଁ ସହରରେ ଦୁଇଟି ବହୁ ତଳ କାର ପାର୍କିଂ ନିର୍ମାଣ କରିଥିଲେ । ଗୋଟିଏ ଶହୀଦନଗରରେ ଥିବାବେଳେ ଆଉଗୋଟିଏ ରାଜମହଲ ନିକଟରେ ରହିଛି । ତେବେ ଏହି ପାର୍କିଂସୌଧ ଯେଭଳି...
ଏନଆରଆଇ ମାର୍ଗଦର୍ଶିକାକୁ ନେଇ ଦ୍ୱନ୍ଦରେ ଛାତ୍ରଛାତ୍ରୀ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ବିଭ୍ରାନ୍ତିକର ନୀତି ଯୋଗୁଁ ଚଳିତ ବର୍ଷ ମେଡିକାଲ ପାଠ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ବରେ ଅଛନ୍ତି। ବିଶେଷ କରି ଏନଆରଆଇ କୋଟାରେ ନାମ ଲେଖାଇବାକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତାକୁ ଠେଲି ହୋଇଯାଇଛି। କାରଣ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ) ଓ ମେଡିକାଲ କାଉନସେଲିଂ କମିଟି ଗୋଟେ କଥା କହୁଥିବା ବେଳେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗାଇଡଲାଇନ ଭିନ୍ନ ମାନଦଣ୍ଡ ଧାର୍ଯ୍ୟ କରିଛି। ଦେଶରେ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ...
ଭୁବନେଶ୍ୱରରେ ଏନଆଇଏ ଶାଖା
ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ରାଷ୍ଟ୍ରୀୟ ତଦନ୍ତ ସଂସ୍ଥା (ଏନଆଇଏ)ର ଶାଖା। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱରର ଭିଏସଏସନଗରରେ ପ୍ରାରମ୍ଭିକ ଭାବେ ଏନଆଇଏର ଶାଖା କାର୍ଯ୍ୟ କରିବ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦ୍ୱାରା ବିଜ୍ଞପ୍ତି ସ୍ୱାକ୍ଷରିତ ହୋଇଛି । ୨୦୦୮ ମସିହାରେ ଭାରତରେ ପ୍ରଥମ କରି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପ୍ରତିଷ୍ଠିତ ହୋଇଥିଲା । ଏହା ହେଉଛି ଭାରତର କେନ୍ଦ୍ରୀୟ ଆତଙ୍କବାଦ ବିରୋଧୀ ଆଇନ ପ୍ରବର୍ତ୍ତନ...
Boudh Gears Up For Rail Connect
Boudh: Chief Minister Mohan Charan Majhi brought a wave of optimism to the western Odisha town of Boudh today, announcing that train services will soon commence as the long-awaited railway line project nears its final stages. The announcement came during his visit to Boudh, where he undertook a comprehensive review of ongoing developmental initiatives, with the railway project taking...
State Museum Focus On Future
Bhubaneswar: The Odisha State Museum today observed International Museum Day with a special seminar centered on the theme, "Future of Museums in Rapidly Changing Society." The event, held at the museum premises, brought together dignitaries, historians, and cultural enthusiasts to discuss the evolving role of museums in the modern era. Shri Deba Prasad Dash, Special Secretary, Odia Language, Literature and...
SJTA Vows To Protect Srimandir Land
Bhubaneswar: In a decisive move aimed at resolving long-standing land disputes, the Shree Jagannath Temple Administration (SJTA), Puri, has pledged to implement the significant verdict delivered by the Orissa High Court concerning the settlement of temple land. This commitment underscores a renewed focus on safeguarding the extensive properties belonging to the revered Lord Jagannath. The Orissa High Court's landmark judgment...
Talk On Odia Identity On Screen
Bhubaneswar: The 10th edition of Odisha Manaska, a monthly discussion forum organized by All Things Odisha, convened today at ExtraOdinari space in Saheed Nagar. The session centered on the topic "Who Are We on Screen? Shaping and Reflecting the Evolving Odia Identity Through Film." Film journalist Surya Deo and young filmmaker Swastik Choudhury engaged in a conversation with around 20...
ଓଡ଼ିଶା ମନସ୍କର ୧୦ମ ସଂସ୍କରଣ ଆଲୋଚନା
ଭୁବନେଶ୍ୱର : ଅଲ୍ ଥୀଙ୍ଗସ ଓଡ଼ିଶା ଦ୍ଵାରା ଆୟୋଜିତ ମାସିକ ଆଲୋଚନା ଚକ୍ର ଓଡ଼ିଶା ମନସ୍କର ଦଶମ ସଂସ୍କରଣ ଆଜି ସନ୍ଧ୍ୟାରେ ସହିଦନଗର ସ୍ଥିତ ଏକ୍ସ୍ଟ୍ରାଓଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହାର୍ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଏହି ମଇ ସଂସ୍କରଣରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସମାଜର ବିଭିନ୍ନ ସ୍ତରରୁ ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇ "ପରଦାରେ ଆମ ଅସ୍ତିତ୍ବ: ଓଡ଼ିଆ ସିନେମା ପରିବର୍ତ୍ତନଶୀଳ ଆମ ଓଡ଼ିଆ ପରିଚୟକୁ ଗଢି ତୋଳିବା ଓ ପ୍ରତିଫଳିତ କରିବାରେ ସଫଳ ହୋଇପାରୁଛି କି?" ଶୀର୍ଷକ...









