Sujeet Kumar Joins BJP

0

New Delhi: Soon after resigning from Rajya Sabha and expulsion from the Biju Janata Dal (BJD), Sujeet Kumar today joined the Bharatiya Janata Party (BJP). Sujit Kumar joined BJP in presence of Union Minister Dharmendra Pradhan, BJP MP Bhratruhari Mahtab, the party's National media head Anil Baluni, and General Secretary Arun Singh at party headquarters in New Delhi. BJD President Naveen...

ଇଭି ସବସିଡ୍‍ ୧୫୮କୋଟିରୁ ଅଧିକ

0

ଭୁବନେଶ୍ୱର : ବୈଦ୍ୟୁତିକ ଯାନ ବା ଇଭି ଖରିଦ କରୁଥିବା ଲୋକଙ୍କୁ ରାଜ୍ୟ ସରକାର ସବସିଡ୍‍ ବାବଦରେ ୧୫୮ କୋଟି ଟଙ୍କାରୁ ଅଧିକ ସବସିଡ୍‍ ଅର୍ଥ ପ୍ରଦାନ କରିଛନ୍ତି । ଚାରି ଚକିଆ ଇଭି ଯାନ ମାଲିକମାନେ ଅଧିକ ପରିମାଣରେ ସବସିଡ୍‍ ନେବାରେ ଲାଗିଥିବା ଜଣାଯାଇଛି । ଓଡିଶା ବୈଦ୍ୟୁତିକ ଯାନ ନୀତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରର ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ...

ପୁଣି ଉଠିଲା ସ୍ୟାଟ୍‍ ପ୍ରତିଷ୍ଠା ଦାବି

0

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଭାରତୀୟ ଜନତା ପାର୍ଟି ଓ ତା’ର ନେତୃବୃନ୍ଦ ପୂର୍ବରୁ ବାରମ୍ବାର ଦେଇଆସିଥିବା ପ୍ରତିଶ୍ରୁତି ରକ୍ଷା କରି ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)ର ପୁନଃ ପ୍ରତିଷ୍ଠା ଲାଗି ବହୁ କର୍ମଚାରୀ ସଂଗଠନ ଏବଂ ଆଇନ୍‍ଜୀବୀ ସଂଗଠନଗୁଡ଼ିକ ପକ୍ଷରୁ ଦାବି ଉଠିଛି । ଏଠାରେ ଉଲ୍ଲେଖନୀୟ ଯେ ସ୍ୟାଟ୍‍ ଉଚ୍ଛେଦ ପାଇଁ ଗତ ସରକରେ ସମୟରେ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦୀର୍ଘବର୍ଷ ଧରି କେନ୍ଦ୍ର ସରକାର ଝୁଲାଇ ରଖିଥିଲେ । ସେ ସମୟରେ ବିଜେପିର ବହୁ କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ରାଜ୍ୟ...

MGM Supports Srjan Event

0

Bhubaneswar: Guru Kelucharan Mohapatra (GKCM) Award Festival, the premier classical event in the cultural calendar of Odisha was organised by Srjan Guru Kelucharan Mohapatra Odissi Nrityabasa commenced with a beautiful and soulful Ghazal recital by eminent singer Chandan Dass, here on Thursday. MGM Group has extended its support for the ceremony. The seven-day cultural extravaganza scheduled from September 5-11 this...

DCM Opens OCO Exhibition

0

Bhubaneswar: Deputy Chief Minister Pravati Parida inaugurated the first edition of the much-awaited Odisha Craft Odyssey (OCO) Exhibition at Lalit Kala Akademi, Bhubaneswar, on 5 September. Deputy Chief Minister Shrimati Parida is in charge of for Mission Shakti, Women & Child Development and Tourism appreciated this unique cultural event. Anita Subhadarshini, Member of Parliament from Aska graced the occasion as the...

Cabinet Clears MSHKY

0

Bhubaneswar: The State Cabinet has approved Madho Singh Haath Kharch Yojana (MSHKY) to arrest school dropouts of tribal students. The Cabinet led by Chief Minister Mohan Charan Majhi has approved a proposal in this regard during its meeting held last evening, Parliamentary Affairs Minister Mukesh Mahaling told the State Assembly today. Under the scheme, an annual financial assistance of Rs 5,000...

BJD To Oppose Waqf Bill

0

Bhubaneswar: The Biju Janata Dal (BJD) has decided to oppose the Waqf (Amendment) Bill, 2024. BJD President and former chief minister Naveen Patnaik said this while addressing at a meeting of the party’s minority cell at the party headquarters Sankha Bhawan here today. “The BJD will strongly oppose the bill if it is tabled in Parliament,” he said. The Waqf (Amendment)...

ଲକ୍ଷ୍ମୀ ବସ୍‍ ସେବାରେ ତିନି ସଂସ୍ଥା

0

ଭୁବନେଶ୍ୱର : ଲକ୍ଷ୍ମୀ ବସ୍‍ ସେବାରେ ତିନିଟି କମ୍ପାନୀ ନିୟୋଜିତ ହୋଇଛନ୍ତି । ଏଗୁଡିକ ହେଲା କୁନାଲ ଟ୍ରାନ୍ସପୋର୍ଟ ପ୍ରାଇଭେଟ ଲିମିଟେଡ, ଚାର୍ଟରଡ୍‍ ସ୍ପିଡ୍‍ ପ୍ରାଇଭେଟ ଲିମିଟେଡ ଓ ପ୍ରୋଗ୍ରେସିଭ ଟ୍ରାନଜିଟ୍‍ ପ୍ରାଇଭେଟ ଲିମିଟେଡ । ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଏହି ସଂସ୍ଥାଗୁଡିକୁ ଚୟନ କରାଯାଇଥିବା କହିଛନ୍ତି ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଲକ୍ଷ୍ମୀ ବସ୍‍ ଚଳାଚଳ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଓଡିଶାରେ ଲକ୍ଷ୍ମୀ...

ସାମ୍ବାଦିକଙ୍କୁ ମିଳି ପାରିଲାନି ସୁଧ ରିହାତି

0

ଭୁବନେଶ୍ୱର : ସାମ୍ବାଦିକମାନଙ୍କୁ ଗୃହ, ଚାରି ଚକିଆ ଓ ଦୁଇ ଚକିଆ ଯାନ ଋଣର ସୁଧ ଉପରେ ୩ ପ୍ରତିଶତ ରିହାତି ଘୋଷଣା ୨୦୧୮ ଜୁନ୍‍ ମାସରେ ଘୋଷଣା କରାଯାଇଥିଲା । ଏହି ଘୋଷଣା ଉପରେ ଅଧିନିୟମ ତିଆରି କରି ୨୦୨୦ ନଭେମ୍ବର ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ଅଧିନିୟମର କାର୍ଯ୍ୟକାରିତା ପାଇଁ ଢାଞ୍ଚା ଓ ପ୍ରକ୍ରିୟା ନିର୍ଦ୍ଧାରଣ ହୋଇପାରି ନାହିଁ । ସାମ୍ବାଦିକମାନଙ୍କୁ ସୁଧ ରିହାତି ପ୍ରଦାନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ...

କୋହଳ ହେଲା ସୁଭଦ୍ରା ପଞ୍ଜିକରଣ

0

ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଶ୍ରୀକ୍ଷେତ୍ର କଲୋନିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯାଇଥିବା ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିବାପରେ ପଞ୍ଜିକରଣ ନିମୟରେ କିଛିଟା କୋହଳ ହୋଇଛି । ତଦନୁଯାୟୀ ‘ସୁଭଦ୍ରା’ ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ୍‌ ନମ୍ବର ଲିଙ୍କ୍‌ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରାମାଣୀକରଣ କରାଯାଇପାରିବ । ଏଣୁ ବିନା ମୋବାଇଲ୍‌ ନମ୍ବର ଲିଙ୍କରେ ମଧ୍ୟ ଆବେଦନ ପତ୍ର ପୂରଣ...