1st Brain Mapping Surgery In SUM

0

Bhubaneswar: In a landmark achievement for neurosurgery in Eastern India, doctors at the Institute of Medical Sciences (IMS) and SUM Hospital in Bhubaneswar have successfully performed the region's first surgery utilizing advanced cortical and subcortical brain mapping techniques. This pioneering procedure offers renewed hope to patients grappling with complex brain tumors situated in close proximity to critical brain regions. The...

Odisha On Alert: Heavy Rains

Bhubaneswar: Widespread rainfall is anticipated across Odisha starting Wednesday night, as a low-pressure area is expected to develop over the northwest Bay of Bengal. This system is likely to merge with the remnants of Tropical Cyclone 'Wipha', which originated in the South China Sea, according to SOA’s Centre for Environment and Climate (CEC). The CEC bulletin further indicates that this...

ଆସୁଛି ଲଘୁଚାପ ବର୍ଷା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା କାରଣରୁ ଓଡ଼ିଶାରେ ବୁଧବାର ରାତିରୁ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ରାତି କିମ୍ବା ଶୁକ୍ରବାର ସକାଳେ ଏହା ଅଧିକ ଘନୀଭୁତ ହୋଇ ଉତର ପଶ୍ଚିମ ଆଡ଼କୁ ଗତି କରି ଝାଡଖଣ୍ଡ ଓ ଉତର ଛତିଶଗଡ଼ ମୁହାଁ ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଗୁରୁବାର ରାତିରୁ ଜୁଲାଇ ୨୬...

ଚାକିରିରୁ ବିଦାହେଲେ ଡାକ୍ତର

0

ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ଏବଂ କ୍ୟାନ୍‍ସର ବିଭାଗର ବରିଷ୍ଠ ମେଡିକାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ, ଡାକ୍ତର କରୁଣାକର ରାଉତଙ୍କ ନାମରେ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କେସ୍ ରୁଜ୍ଜୁ ହୋଇଥିଲା।...

ସହରାଞ୍ଚଳ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରତ୍ବ

ଭୁବନେଶ୍ବର : ଶ୍ରୀମତୀ ଉଷା ପାଢ଼ୀ, ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଭାଗର ୩୬ତମ ଡ୍ୟାସ୍‌ ବୋର୍ଡ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବିଭାଗର କନ୍‌ଫରେନ୍ସ ହଲ୍‌ ପରିସରରେ ଅନୁଷ୍ଠିତ ବୈଠକରେ ସହରାଞ୍ଚଳ ଭିତ୍ତିଭୂମି ବିକାଶ ନେଇ ଆରମ୍ଭ କରାଯାଇଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଥିଲା। ବିଶେଷ କରି ୧୧୫ର ସ୍ବାୟତ୍ତ ଶାସନ ସଂସ୍ଥାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଅଧୀନରେ ଚାଲିଥିବା ଷ୍ଟ୍ରିଟ୍‌ ଲାଇଟିଂ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ନିର୍ଦ୍ଦାରିତ...

ସୋଆ ଏବଂ ଇଗ୍‌ନୁ ମଧ୍ୟରେ ବୁଝାମଣା

0

ଭୁବନେଶ୍ୱର: କୃଷି ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବରେ ଦୂରଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ୭ଟି ଶିକ୍ଷା କାର୍ଯ୍ୟକ୍ରମ ପ୍ରବର୍ତନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍ଦିରା ଗାନ୍ଧି ନ୍ୟାସ୍‌ନାଲ୍ ଓପନ୍ ୟୁନିଭର୍ସିଟି (ଇଗ୍‌ନୁ) ମଧ୍ୟରେ ଏକ ବୁଝମଣା ସ୍ୱାକ୍ଷରିତ ହୋଇଯାଇଛି । ସୋଆରେ ଇଗ୍‌ନୁ ପକ୍ଷରୁ ଏକ ଲର୍ଣ୍ଣର ସପୋର୍ଟ ସେଂଟର (ଏଲ୍‌ଏସ୍‌ସି) ଆରମ୍ଭ କରାଯାଇ ଏହି ଶିକ୍ଷା କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ବୁଝାମଣାରେ ଦର୍ଶାଯାଇଛି ।ସମାଜରେ ଶିକ୍ଷାର ସୁଯୋଗକୁ ବିସ୍ତୃତ କରିବା ଲକ୍ଷ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ...

Pramila Pradhan: Singing To Save Forests

0

Keonjhar: In the verdant, fire-prone landscapes of Keonjhar district, where the whispers of ancient forests meet the struggle for survival, a remarkable woman has emerged as an unlikely beacon of hope. Pramila Pradhan, a humble farmer from Murgapahadi village, is not wielding axes or fighting flames with hoses. Instead, she is armed with something far more powerful: the resonant...

୧୨୫ତମ ଜନ୍ମ ବାର୍ଷିକୀ ପାଳନ କେବେ?

0

ଭୁବନେଶ୍ୱର : ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ରାଜ୍ୟ ସରକାର ବର୍ଷ ତମାମ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କିନ୍ତୁ ଏହାର ଅନୁପାଳନ କରୁନାହାନ୍ତି । ରାଜ୍ୟ ଭିତରେ ଓ ବାହାରେ ବେସରକାରୀ ଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତ୍ରୀ ଏବଂ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ମା’ରମାଦେବୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ କିନ୍ତୁ ପାଳନ କରାଯାଉଛି । ସେହିଭଳି ଭାରତଛାଡ଼ ଆନ୍ଦୋଳନ ସମୟରେ ବ୍ରହ୍ମପୁର ଜେଲ୍‍ରେ ଫାଶୀ ଖୁଣ୍ଟରେ ଝୁଲିଥିବା ଅମର ଶହୀଦ...

ନାରୀ ନିର୍ଯାତନାରେ କେଉଁ ଦଳର କେତେ ନେତା

0

ଭୁବନେଶ୍ୱର : ବାଲେଶ୍ୱରରେ ଜଣେ ଛାତ୍ରୀ ଆତ୍ମାହୂତି ଦେବା ଓ ବଳଙ୍ଗାରେ ଆଉ ଜଣେ ଛାତ୍ରୀଙ୍କ ଦେହରେ ନିଆଁ ଲଗାଯିବା ଘଟଣା କେବଳ ଓଡ଼ିଶା କାହିଁକି, ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ରାଜ୍ୟରେ ନାରୀ ନିର୍ଯାତନା ପ୍ରସଂଗକୁ ନେଇ ବିଭିନ୍ନ ଦଳ ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ଗୋଟିଏ ଦଳର ସରକାର କି ନେତାଙ୍କ ବିରୋଧରେ ଅଭିଯୋଗ ଆସିବା ମାତ୍ରେ ଅନ୍ୟ ଦଳର ସରକାର ଥିବାବେଳେ କିଭଳି ନାରୀ ନିର୍ଯାତନା ଘଟୁଥିଲା ସେ ସଂକ୍ରାନ୍ତରେ ଆରୋପ ପ୍ରତ୍ୟାରୋପ ଚାଲିଛି...

NHRC Praises Odisha’s Rights Initiatives

0

Bhubaneswar: The National Human Rights Commission (NHRC) of India today concluded its two-day camp sitting and open hearing in Bhubaneswar, focusing on alleged human rights violations in Odisha and reviewing the state government's efforts in various welfare initiatives. The hearings, held at the State Guest House, were presided over by NHRC Chairperson Justice Shri V. Ramasubramanian, accompanied by Members Justice...