ଦକ୍ଷ ଯୁବପିଢି ବିକଶିତ ଓଡିଶାର ମୂଳଦୁଆ
ଭୁବନେଶ୍ୱର : ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରରେ ଓଡିଶା ସ୍କିଲ୍ସ ୨୦୨୫-୨୬ର ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ରୂପାନ୍ତରଣର ମୁଖ୍ୟ ଅଂଶ। ଓଡିଶା ସ୍କିଲ୍ସ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଏକ ଏଭଳି ପ୍ଲାଟଫର୍ମ, ଯେଉଁଠି ଯୁବ ପ୍ରତିଯୋଗୀଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ବାସ, ସୃଜନଶୀଳତା ଓ ଉତ୍କର୍ଷ ମନୋବୃତ୍ତି ବୃଦ୍ଧି ପାଏ। ବିକଶିତ...
ବେଦାନ୍ତର ବିପଦ ମୁକାବିଲା ମକ୍ ଡ୍ରିଲ୍
ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ଲାଞ୍ଜିଗଡ଼ ବିଶୋଧନାଗାରରେ ସଫଳତାର ସହ ଏକ ଜରୁରୀକାଳୀନ ମକ୍ ଡ୍ରିଲ୍ ପରିଚାଳନା କରିଛି ଯାହା ବଡ ଧରଣର ବିପଦ ମୁକାବିଲା ପାଇଁ ପ୍ରସ୍ତୁତିକୁ ମଜବୁତ ସହିତ ଏହାର ଜରୁରୀକାଳୀନ ପଦେକ୍ଷପ ଯୋଜନାକୁ ସୁନିଶ୍ଚିତ କରିଛି। ଏହି ପଦକ୍ଷେପ କାର୍ଯ୍ୟସ୍ଥଳର ସୁରକ୍ଷା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁନିଶ୍ଚିତ ସହିତ ଶୂନ କ୍ଷୟକ୍ଷତି ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଦୋହରାଇଥିଲା। କମ୍ପାନୀର ଥିବା ରେଡ୍ ମଡ୍ ପୋଖରୀ ସ୍ଥାନରେ ଅଭ୍ୟାସକୁ ବାରମ୍ବାର ପ୍ରଦର୍ଶନ କରାଯାଇଥିଲା ଯେଉଁଠାରେ...
CM’s Visionary EDU Reform
Banapur: The Foundation Laying of 118 Godabarisha Adarsha Prathamik Vidyalayas marks a transformative epoch in Odisha's educational governance, propelled by the vision of Chief Minister Shri Mohan Charan Majhi. This initiative is not merely an administrative expansion but a profound moral response to the systemic inequities that have historically marginalized rural learners. Drawing from his foundational experience as an...
WATCO On Urban Water Secure
Bhubaneswar: The institutional framework of water governance in Odisha is currently navigating a critical juncture of demographic pressure and systemic expansion. Housing and Urban Development Principal Secretary, Shrimati Usha Padhee has issued a mandate for structural acceleration, positioning the Water Corporation of Odisha (WATCO) as the primary engine for achieving the Viksit Odisha @2036 vision. This directive originates from...
Hotel Prachi’s Digital Rebirth
Bhubaneswar: Hospitality Markets are witnessing a systemic realignment as the iconic Hotel Prachi undergoes a significant transition into the Prachi Sarovar Portico. This revitalized asset, featuring 55 contemporary keys, is being positioned through a narrative of moral urgency and cultural preservation, specifically targeting the post-pandemic surge in the Eastern Indian tourism sector. The property, managed in partnership with Sarovar...
ପ୍ରକଳ୍ପ ତ୍ୱରାନ୍ୱିତ ପାଇଁ ୱାଟକୋକୁ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜଧାନୀ ଏବଂ ଆଖପାଖ ଅଞ୍ଚଳ ପାଇଁ ୱାଟକୋ ଦ୍ୱାରା ପ୍ରସ୍ତୁତ ପାନୀୟ ଜଳ ସୁରକ୍ଷା ଯୋଜନାର ସମୀକ୍ଷା କରିଛନ୍ତି ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ । ବୈଠକରେ ଅତିରିକ୍ତ ସଚିବ ଶୁଭାନନ୍ଦ ମହାପାତ୍ର, ୱାଟକୋ ଏମ୍ ଡି ଦେବବ୍ରତ ମହାନ୍ତି ଓ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ସମୟରେ, ଶ୍ରୀମତୀ ପାଢୀ ଭୁବନେଶ୍ୱରର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବଂ ଭବିଷ୍ୟତର ସହରାଞ୍ଚଳ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଚାଲୁଥିବା ଏବଂ...
ଆୟୁଷ ଡାକ୍ତରଙ୍କୁ ଏଲୋପାଥିକ ଲେଖିବା ମନା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେଉଁଝର ଜିଲ୍ଲାରେ ଏକ ପାଇଲଟ୍ ପ୍ରୋଗ୍ରାମ ଭାବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ସମଗ୍ର ରାଜ୍ୟରେ ଏହାର...
ନଡା ନିଆଁରେ ବାୟୁ ମଣ୍ଡଳ ପ୍ରଦୂଷିତ
ଭୁବନେଶ୍ୱର : ଓଡିଶାରେ ବାୟୁ ପ୍ରଦୂଷଣ ଅତି ଖରାପ ସ୍ତରକୁ ଯାଇଥିବାବେଳେ ଏହାର ପ୍ରତିକାର ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ । ବିଶେଷକରି କମ୍ପାଇନଡ୍ ହାର୍ଭେଷ୍ଟର (ଧାନ କଟା ଯନ୍ତ୍ର)ରେ ବିଲରେ ଧାନ ଅମଳ ସହଜରେ ଓ ଶସ୍ତାରେ ହେଉଥିବାରୁ ଚାଷୀମାନେ ଧାନ ଆଣି ପରିତ୍ୟକ୍ତ ନଡାରେ ନିଆଁ ଲଗାଇ ଦେବାରୁ ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି । ଉତ୍ତରପ୍ରଦେଶ, ହରିଆନା, ପଞ୍ଜାବ ଭଳି ରାଜ୍ୟରେ ଏହିଭଳି ଧାନ ଓ ଗହମ ଉତ୍ପାଦନ ପରେ ଚାଷୀମାନେ ବିଲରେ ନିଆଁ ଲଗାଇଦେବା...
ବିଦ୍ୟୁତ୍ ମିଟର ପାଇଁ ୮ବର୍ଷ ଅର୍ଥ ଆଦାୟ
ଭୁବନେଶ୍ୱର : ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଇବାପାଇଁ ବାଧ୍ୟ କରୁଥିବା ବିଦ୍ୟୁତ୍ ବିତରଣ କମ୍ପାନୀ ହିତାଧିକାରୀଙ୍କୁ ଏକକାଳୀନ ମିଟର କିଣିବାର ସୁଯୋଗ ଦେଉନାହିଁ । କମ୍ପାନୀ କର୍ତ୍ତୃପକ୍ଷ ନିଜ ପସନ୍ଦର ମିଟର ଲଗାଇ ୮ବର୍ଷ ପାଇଁ ଅର୍ଥ ଆଦାୟ କରୁଛନ୍ତି । ଏହା ଉପରେ ଏବେ ପ୍ରଶ୍ନବାଚୀ ଉଠିଲାଣି । ଓଡିଶାରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର ଏବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଘରେ ସ୍ମାର୍ଟ ମିଟର ଲଗାଉଛି । କେତେକ ସ୍ଥାନରେ ଏହାକୁ ବିରୋଧ ହେଉଥିବାବେଳେ ଆଇନ୍ କାନୁନ୍ର...
CM Trophy Championship
Bhubaneswar: In an institutional push to dismantle barriers between rural talent and professional sports the Odisha Sports and Youth Services Minister Shri Surjyabanshi Suraj has formally launched the CM Trophy Championship. The launch event was characterized by a sense of moral urgency regarding the state's sporting future. Prominent officials in attendance included Ekamra MLA Shri Babu Singh, Sports and...










