New COVID-19 Case Detected In Capital City
Bhubaneswar: A new case of coronavirus (COVID-19) has been confirmed in Bhubaneswar, raising concerns about a potential resurgence of the virus in the state. The infected individual, who recently returned to the city from Delhi, tested positive for COVID-19. As a precautionary measure, the person has been admitted to a private hospital in Bhubaneswar for treatment. Local health authorities have...
ଇକୋଟୁରିଜିମକୁ ଅମିତାଭ କାନ୍ତଙ୍କ ପ୍ରଶଂସା
ଭୁବନେଶ୍ୱର : ନୀତି ଆୟୋଗର ପୂର୍ବତନ ମୁଖ୍ୟ ଅମିତାଭ କାନ୍ତ ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ପରିଦର୍ଶନ କରି ଏହାର ଇକୋଟୁରିଜିମକୁ ଭାରତର ସର୍ବୋତ୍ତମ ଇକୋଟୁରିଜିମ ଭାବରେ ପ୍ରଶଂସା କରିଛନ୍ତି । ସେ ଦେବ୍ରିଗଡ଼ ଇକୋଟୁରିଜିମ ଗୋଷ୍ଠିର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ଏବଂ ଦେବ୍ରିଗଡ଼ ଅଭୟାରଣ୍ୟରେ କାର୍ଯ୍ୟ କରୁଥିବା ଗୋଷ୍ଠି ଇକୋଟୁରିଜିମ ମଡେଲକୁ ପ୍ରଶଂସା କରିଥିଲେ ଯେଉଁଠାରେ ଜଙ୍ଗଲ ଉପରେ ର୍ନିଭରଶୀଳ ୮୫ ଟି ପରିବାର ବିଭିନ୍ନ ଇକୋଟୁରିଜିମ କାର୍ଯ୍ୟକଳାପରୁ ସେମାନଙ୍କର ଜୀବିକା ଅର୍ଜନ କରୁଛନ୍ତି । ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ସଫାରୀ, ହୀରାକୁଦ...
ସ୍ମାର୍ଟ ଜନପଥ ପରିଚାଳନା ଚିନ୍ତା
ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ୍) ରାଜଧାନୀରେ ନିର୍ମାଣ କରିଥିବା ସ୍ମାର୍ଟ ଜନପଥ ଏବେ କର୍ତ୍ତୃପକ୍ଷଙ୍କ ପାଇଁ ବୋଝ ହେବାକୁ ଯାଉଛି । ଆସନ୍ତା ବର୍ଷ ପ୍ରାରମ୍ଭରୁ ଏହାର ରକ୍ଷଣା ବେକ୍ଷଣ କିଭଳି ହେବ ସେହି ଚିନ୍ତା ଏବେ ଘାରିଲାଣି । ସ୍ମାର୍ଟସିଟି କର୍ତ୍ତୃପକ୍ଷ ରାଜଧାନୀରେ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି ସ୍ମାର୍ଟ ଜନପଥ । ବାଣୀବିହାର ଠାରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇପଟରେ ଟାଇଲ୍ ବିଛାଯିବା ସହିତ ଉଜ୍ୱଳ ଆଲୋକମାଳା, ବସିବାପାଇଁ ସିମେଣ୍ଟ ଚେୟାର, ସୌନ୍ଦର୍ଯ୍ୟକରଣ...
ଚଳିତ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର : ଚଳିତ ବର୍ଷ ହୋଇପାରେ ଛାତ୍ର ସଂସଦ ନିର୍ବାଚନ । ଏନେଇ ସରକାର ଚିନ୍ତା କରୁଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି, ସରକାର ଚିନ୍ତା କରୁଛନ୍ତି ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ। ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ । କଲେଜ ଇଲେକ୍ସନରେ ଯେପରି ପାଠ୍ୟକ୍ରମ ପ୍ରଭାବିତ ହେବ ନାହିଁ, ସେ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି । ଛାତ୍ର ସଂସଦ...
IREDA Leads Green Financing Revolution
New Delhi: The Indian Renewable Energy Development Agency Ltd. (IREDA), the nation's largest pure-play green financing NBFC, has achieved a remarkable feat, being recognized as the top performer among Power and NBFC sector Central Public Sector Enterprises (CPSEs) by the Department of Public Enterprises (DPE) for its annual performance MoU for Fiscal Year 2023-24. This prestigious acknowledgment solidifies IREDA's...
Girls Excels In Plus II
Bhubaneswar: In a familiar trend, girls have once again outshone boys in the annual Class 12 examinations conducted by the Council of Higher Secondary Education (CHSE) for the year 2025. The results, announced today by School and Mass Education Minister Nityananda Gond, revealed a significant lead for female students in terms of both numbers and pass percentage. Out of the...
ଯୁକ୍ତ ଦୁଇ ପାସ୍ ହାର ୮୨.୭୭ ପ୍ରତିଶତ
ଭୁବନେଶ୍ୱର : ଆଜି ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ଏଥିରେ ଛାତ୍ରଙ୍କ ପାସ୍ ହାର ୭୭.୮୮ ପ୍ରତିଶତ ଥିବା ବେଳେ ୮୭.୨୪ ପ୍ରତିଶତରେ ଛାତ୍ରୀ ଆଗୁଆ ରହିଛନ୍ତି । ସେହିପରି ବିଜ୍ଞାନରେ ପାସ୍...
Amitabh Kant Crowns Debrigarh India’s Eco-Tourism Gold Standard
Sambalpur: India's G20 Sherpa and the architect of "Incredible India," Amitabh Kant, has unequivocally crowned Odisha's Debrigarh Wildlife Sanctuary as the nation's premier eco-tourism destination. He hailed its community-led model as a global benchmark, asserting it's "by far the best example of the local community operating and managing the entire Ecotourism project." Shri Kant's emphatic endorsement, made during his...
ଜଳ ଯୋଗାଉଛି ବେଦାନ୍ତର ଜଳବିଭାଜିକା ପ୍ରକଳ୍ପ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି, ଯାହା ପୂର୍ବରୁ ମରୁଡ଼ି ଏବଂ ଦୁର୍ଭିକ୍ଷ ଦ୍ୱାରା ପୀଡିତ ଥିଲା। ପ୍ରଯୁକ୍ତିବିଦ୍ୟା-ସମର୍ଥିତ ପଦକ୍ଷେପ ଏବଂ ଏକ ସହଭାଗୀ ପଦ୍ଧତି ବ୍ୟବହାର କରି, ବେଦାନ୍ତର 'ସଙ୍ଗମ ଜଳବିଭାଜିକା ପ୍ରକଳ୍ପ' କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଆଖପାଖର ୪୧ଟି ଗ୍ରାମରେ ସ୍ଥାୟୀ ଜଳ ବ୍ୟବସ୍ଥା ସହିତ ପାନୀୟ ଏବଂ କୃଷି ଉଭୟ ପାଇଁ ବର୍ଷସାରା ଜଳ ଉପଲବ୍ଧତା ସୁନିଶ୍ଚିତ କରୁଛି। ସଙ୍ଗମ ଜଳବିଭାଜିକା...
BJD Fires Quota Salvo
Bhubaneswar: Odisha is witnessing a political showdown over reservation for Socially and Economically Backward Classes (SEBCs)/OBCs. The Biju Janata Dal (BJD) today intensified pressure on the BJP government, staging a Raj Bhavan protest demanding a full 27% reservation for SEBC/OBC students in all higher education and employment, including professional courses. This agitation follows the state BJP government's recent announcement of...









