ଦୟାକୂଳ ଗାଁରେ ଜଳସ୍ତର ପ୍ରଦୂଷିତ
ଭୁବନେଶ୍ୱର : କେବଳ କଣାସ ଅଞ୍ଚଳ ନୁହେଁ, ଦୟାନଦୀ ପ୍ରବାହିତ ହୋଇଥିବା ବାଟରେ ଯେତେସବୁ ଗାଁ ରହିଛି ସେସବୁରେ ଭୂତଳ ଜଳସ୍ତର ଅତି ମାତ୍ରାରେ ଖରାପ ସ୍ଥିତିକୁ ଆସିଲାଣି । ପରିବେଶ ବିଶେଷଜ୍ଞମାନେ କହୁଛନ୍ତି ଯେ ରାଜଧାନୀ ଭୁବନେଶ୍ୱରରୁ ନିର୍ଗତ ହେଉଥିବା ନାଳ ନର୍ଦ୍ଦମା ପାଣି ସମେତ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଯୋଗୁଁ ଗଙ୍ଗୁଆ ଓ ଦୟାର ଜଳ ଅତି ମାତ୍ରାରେ ବିଷାକ୍ତ ହୋଇଛି । ପ୍ରାୟ ୩୦ବର୍ଷ ଧରି ଦୟା ଓ ଗଙ୍ଗୁଆକୁ ପ୍ରଦୂଷମୁକ୍ତ କରିବାପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବାରମ୍ବାର କୁହାଯାଉଛି...
India Kho Kho Wins World Cup
Bhubaneswar: India has scripted history in the inaugural Kho Kho World Cup, defeating Nepal in both the men's and women's categories to secure a historic double victory. The first-ever Kho Kho World Cup was held at the Indira Gandhi Stadium, New Delhi, from 13-19 January, with today's finals witnessing India's triumph over Nepal. The Indian women's team won with a score...
ସୁନା କିଣି କାର୍ ଜିତିଲେ
ଭୁବନେଶ୍ଵର : ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିବା ରୋନକ ଅଗ୍ରୱାଲ ଆଜି ଅପରାହ୍ନ ପଟିଆସ୍ଥିତ କିସ୍ନା ଜୁଏଲାରୀରୁ ଏକ ଲକି ଡ୍ର'ରେ ମାରୁତୀ ସେଲେରିଓ କାର ଜିତିଥିବା ନେଇ ଫୋନ୍ ପାଇବାରୁ ନିଜ କାନକୁ ବିଶ୍ୱାସ କରିପାରିନଥିଲେ। ସେ କହିଛନ୍ତି, "ମୁଁ ଆଜି ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ଯେଉଁଠି ବି କିଣାକିଣି କରିବାକୁ ଯାଉଥିଲି, ମୋ ସ୍ୱାମୀଙ୍କ ସହ ହେଉ କିମ୍ବା ଏକୁଟିଆ, ମୁଁ ଲକି ଡ୍ର କୁପନ୍ ପୂରଣ କରୁଥିଲି କିନ୍ତୁ କେବେ ବି ପୁରସ୍କାର ପାଇନଥିଲି। ସେଥିପାଇଁ ମୁଁ...
କୋଣାର୍କରେ ଖଣି ମନ୍ତ୍ରୀ ସମ୍ମିଳନୀ
ଭୁବନେଶ୍ୱର : ଖଣି ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଜାନୁଆରୀ ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କୋଣାର୍କଠାରେ ତୃତୀୟ ଜାତୀୟ ଖଣି ମନ୍ତ୍ରୀମାନଙ୍କ ସମ୍ମିଳନୀ ଆୟୋଜନ କରାଯାଉଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ 'ବିକଶିତ ଭାରତ ୨୦୪୭'ର ପରିକଳ୍ପନା ଅନୁଯାୟୀ ଆୟୋଜନ କରାଯାଉଛି । ଏଥିରେ ୧୬ରୁ ଅଧିକ ରାଜ୍ୟର ଖଣି ମନ୍ତ୍ରୀଙ୍କ ସମେତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ, ଜମ୍ମୁ ଓ କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ...
ରଙ୍ଗାରଙ୍ଗ ପରିବେଶରେ ବିଏମସିର ପଥ ଉତ୍ସବ
ଭୁବନେଶ୍ୱର :ଆଜି ଥିଲା ବି ଏମ୍ ସିର ତୃତୀୟ ପଥ ଉତ୍ସବ । ଏଥିପାଇଁ ସକାଳ 6ଟାରୁ ଲୋକରଣ୍ୟ ହୋଇପଡିଥିଲା ଉତ୍ତର ଜୋନର ଇମ୍ଫୋସିଟି ଛକଠାରୁ ସିଲିକନ କଲେଜ ଛକ ପର୍ଯ୍ୟନ୍ତ । ଚଳିତ ବର୍ଷରତୃତୀୟ ପଥ ଉତ୍ସବକୁ ପୁରା ରଙ୍ଗୀନ କରିବା ପାଇଁ ବିଏମ୍ ସି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏଥିରେ ପ୍ରାୟ ୨୦ ହଜାର ଲୋକଙ୍କର ସମାଗମ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉଦଘାଟିନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟା ଭୁବନେଶ୍ୱର ସାଂସଦ...
BJP MP Targets Whom?
Jharsuguda: Senior BJP leader and Bargarh MP Pradeep Purohit dropped a bombshell on the the murder of Naba Kishor Das, former Minister by alleging that a person who had the aspiration to become the next CM of the State was the mastermind behind the killing. "The mastermind is someone who aspired to become the Chief Minister after Naveen Patnaik. My...
Mines Ministers Meet on 20 JAN
Bhubaneswar: Ministry of Mines, in collaboration with the Government of Odisha, is hosting the 3rd National Mines Ministers’ Conference on January 20-21, 2025, at Konark. The two-day event aligns with the vision of "Vikasit Bharat 2047" and will bring together more than 16 State Mining Ministers, including Deputy Chief Ministers of Jammu & Kashmir and the Chief Minister of...
Rao Harps On Tech Use
Bhubaneswar: V L Kantha Rao, Secretary, Ministry of Mines & Chairman, CGPB, emphasized the platform's vital role in fostering collaboration and advancing geosciences. The 64th meeting of the Central Geological Programming Board (CGPB) was convened at the State Convention Centre, Lokseva Bhavan, Bhubaneswar, today. The event was chaired by Shri Rao, Secretary, Ministry of Mines and Chairman CGPB. He...
ପଲିଥିନ୍ ବୋଝରେ କର୍ତ୍ତୃପକ୍ଷ ନୟାନ୍ତ
ଭୁବନେଶ୍ୱର : ରାଜଧାନୀରୁ ଦୈନିକ ପ୍ରାୟ ୫୦୦ ମେଟ୍ରିକ ଟନ୍ ବର୍ଜ୍ୟ ବାହାରୁଥିବାବେଳେ ଏଥିରେ ବିପୁଳ ପରିମାଣର ପଲିଥିନ୍ ଓ ଅନ୍ୟାନ୍ୟ ଜରି ରହୁଛି । ଏହାକୁ ବିଘଟନ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ କାଠିକରପାଠ ହେଲାଣି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଘରକୁ ଘର ବର୍ଜ୍ୟ ସଂଗ୍ରହ ହେଉଥିବାବେଳେ ଏଥି ମଧ୍ୟରେ ଖାଦ୍ୟ ସାମଗ୍ରୀ, ପନିପରିବା ଚୋପା ସହିତ ପୁଳା ପୁଳା ପଲିଥିନ୍ ରହୁଛି । କର୍ତ୍ତୃପକ୍ଷଙ୍କ ବାରମ୍ବାର ତାଗିଦା ସତ୍ୱେ ଲୋକେ ପଲିଥିନ୍ ମୁଣାରେ ଅଳିଆ ଭର୍ତ୍ତିକରି ତାହାକୁ...
ଉତ୍କର୍ଷ ଓଡିଶା ପାଇଁ ସୁରକ୍ଷା ପ୍ରସ୍ତୁତି
ଭୁବନେଶ୍ୱର : ଚଳିତ ମାସ ଶେଷରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡିଶା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ଅଧିକାରୀ ଏବଂ ଦେଶ ବିଦେଶର ପୁଞ୍ଜିନିବେଶକାରୀମାନେ ଯୋଗଦେବାକୁ ଯାଉଥିବାବେଳେ ଏବେ ଠାରୁ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ପ୍ରସଙ୍ଗରେ ନଜର ରଖିଥିବାବେଳେ ରାଜ୍ୟ ସରକାରଙ୍କର ଗୃହ ବିଭାଗ, ପୁଲିସ୍ ମହାନିର୍ଦ୍ଦେଶକ, ପୁଲିସ୍ କମିଶନର ଓ ଭୁବନେଶ୍ୱର ଡିସିପି ଆଦି ଏ ସଂକ୍ରାନ୍ତୀୟ ବ୍ଲୁ ପ୍ରିଣ୍ଟ୍...









