IREDA Chief: Train Green Workforce

0

New Delhi: Shri Pradip Kumar Das, Chairman & Managing Director of the Indian Renewable Energy Development Agency Limited (IREDA), has called for the immediate establishment of dedicated green skilling centers of excellence across India. Speaking at the 7th International Conference on Sustainability Education (ICSE), IREDA CMD Shri Das emphasized that these centers are critical to preparing the nation's workforce...

Team Works On IRC Boost

0

Bhubaneswar: With the 84th annual session of the Indian Roads Congress (IRC) on the horizon, Odisha's Works Department is pulling out all the stops to ensure the event's success. Under the direct supervision of Minister of Works, Shri Prithiviraj Harichandan, and Principal Secretary of Works, Shri Sanjay Kumar Singh, a dedicated "Team Works" is meticulously planning every detail for...

ଓଡିଶା ଯାତ୍ରୀ ଆପ୍‍ ରେ ଆମ୍ବୁଲାନ୍ସ କେବେ ?

0

ଭୁବନେଶ୍ୱର : ବେସରକାରୀ ଆମ୍ବୁଲାନ୍ସଗୁଡିକୁ ସରକାରୀ ନିୟନ୍ତ୍ରଣକୁ ଆଣିବାରେ ବିଳମ୍ବ ହେଉଥିବାବେଳେ ଏମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ବିଶେଷକରି ହସ୍ପିଟାଲ ନିକଟରେ ରହୁଥିବା ଆମ୍ବୁଲାନ୍ସଗୁଡିକ ସଂଘବଦ୍ଧ ହୋଇ ଅନ୍ୟ ଆମ୍ବୁଲାନ୍ସଗୁଡିକୁ ପୂରାଇ ଦେଉ ନାହାନ୍ତି । ଏହା ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ କେବଳ ଶୋଷଣର ଶିକାର ହେଉନାହାନ୍ତି, କେତେକ ସ୍ଥାନରେ ଆକ୍ରମଣର ସମ୍ମୁଖୀନ ବି ହେଉଛନ୍ତି । ରାଜ୍ୟରେ ରୋଗୀ ପରିବହନ ପାଇଁ ସରକାରଙ୍କ ନିୟନ୍ତ୍ରଣାଧିନ ୧୦୮ ଆମ୍ବୁଲାନ୍ସ ରହିଥିବାବେଳେ ଏଗୁଡିକର ସଂଖ୍ୟା କମ୍‍ ଯୋଗୁଁ ବହୁ ରୋଗୀମାନେ ବେସରକାରୀ...

ନଭେମ୍ବରରେ ଓଡିଶାରେ ସଡକ କଂଗ୍ରେସ

0

ଭୁବନେଶ୍ୱର : ଚଳିତ ବର୍ଷ ନଭେମ୍ବର ମାସରେ ଓଡିଶାରେ ସର୍ବଭାରତୀୟ ସଡକ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ଉପରେ ଏବେ ସମସ୍ତଙ୍କ ନଜର । ଏହି ଅଧିବେଶନରେ କାଳରେ ସଡକ ବିକାଶ ପାଇଁ ଓଡିଶାକୁ ମୋଟା ଅଙ୍କର କେନ୍ଦ୍ରୀୟ ଅନୁଦାନ ମିଳିବ ବୋଲି କର୍ତ୍ତୃପକ୍ଷ ଆଶା କରୁଛନ୍ତି । ୮୪ତମ ସଡକ କଂଗ୍ରେସ ଅଧିବେଶନ ଆସନ୍ତା ନଭେମ୍ବର ମାସ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଅନୁଷ୍ଠିତ ହେବ । ସ୍ଥାନୀୟ ଜନତା ମଇଦାନରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦ୍ରୀୟ...

ରାଜ୍ୟର ୧୪ ଟି ବେଳାଭୂମିକୁ ସଫା କରାଯିବ

0

ଭୁବନେଶ୍ବର : ଆନ୍ତର୍ଜାତୀୟ ସମୁଦ୍ରତଟ ସଫା ଦିବସ ଅବସରରେ ସେପ୍ଟେମ୍ବର ୨୦ ତାରିଖରେ ରାଜ୍ୟର ୧୪ ଟି ବେଳାଭୂମିକୁ ସଫା କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି । ଆଜି ଏ ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ କହିଲେ ଯେ ରାଜ୍ୟସ୍ତରୀୟ ସମୁଦ୍ରତଟ ସଫା କାର୍ଯ୍ୟକ୍ରମ ପୁରୀ ବେଳାଭୂମିଠାରେ ସେପ୍ଟେମ୍ବର ୨୦ ତାରିଖ ଦିନ ସକାଳ ୬...

ଅଙ୍ଗିକାର-୨୦୨୫ ଆୟୋଜନ ପାଇଁ ପରାମର୍ଶ

0

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ସହରାଞ୍ଚଳ  ଅନ୍ତର୍ଗତ ଅଙ୍ଗିକାର-୨୦୨୫ ଅଭିଯାନକୁ ୩୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରିବା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଥିବା ପରିପ୍ରେକ୍ଷୀରେ ରାଜ୍ୟ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ତରଫରୁ ସମସ୍ତ ସହରାଞ୍ଚଳରେ ପାଳନ କରିବା ନିମନ୍ତେ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଜିଲ୍ଲାପାଳମାନଙ୍କୁ ପତ୍ରଲେଖିଛନ୍ତି । ଶ୍ରୀମତୀ ପାଢୀ, ଅଭିଯାନର ସଫଳତା ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ଆଙ୍କର କାର୍ଯ୍ୟକ୍ରମ ଏବଂ ୱାର୍ଡସ୍ତରୀୟ ପ୍ରସାରଣ କାର୍ଯ୍ୟକଳାପ ଆୟୋଜନ କରିବାକୁ ତାଙ୍କ...

ଅଧା ଗଛ ଲଗାଇବ ଓଡିଶା

0

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଏବଂ “ଏକ ପେଡ୍ ମା କେ ନାମ" ଦ୍ୱିତୀୟ ସଂସ୍କରଣ ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୧.୫ କୋଟି ଚାରା ରୋପଣ କରାଯିବାକୁ ଥିବା ବେଳେ ଓଡିଶା ସରକାର ରାଜ୍ୟର କୋଣ ଅନୁକୋଣରେ ଏକକାଳୀନ ରେକର୍ଡ ୭୫ ଲକ୍ଷ ଚାରା ରୋପଣ କରି ଓଡିଶାକୁ ସବୁଜ-ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟବ୍ୟାପୀ ଚାରା ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ...

ନିଯୁକ୍ତି ଯୋଗାଉଛି ବେଦାନ୍ତର ଦକ୍ଷତା ତାଲିମ କେନ୍ଦ୍ର

0

ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଭବାନୀପାଟଣାରେ ଏହାର ପ୍ରମୁଖ ଦକ୍ଷତା ତାଲିମ ପଦକ୍ଷେପ ମାଧ୍ୟମରେ, ୨୧ତମ ଖାଦ୍ୟ ଏବଂ ପାନୀୟ ତାଲିମ ସଫଳତାର ସହ ସମାପ୍ତ କରିବା ସହ ପ୍ରଭାବଶାଳୀ ୯୩% ନିଯୁକ୍ତିହାର ହାସଲ କରିଛି। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ମିଳିତ ଭାବରେ ପରିଚାଳିତ ଏହି କାର୍ଯ୍ୟକ୍ରମ, ସ୍ଥାନୀୟ ଯୁବକମାନଙ୍କୁ ଶିଳ୍ପ-ପ୍ରସ୍ତୁତ ଦକ୍ଷତା ଦେବା ସହ, ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଏବଂ ସମଗ୍ର ଅଞ୍ଚଳରେ ସାମଗ୍ରିକ, ତୃଣମୂଳ ସ୍ତରୀୟ ବିକାଶକୁ...

DC Chairs BCPPER Meet

0

Bhubaneswar: The Bhubaneswar-Cuttack-Puri-Paradeep Economic Region (BCPPER) is taking a step closer to becoming a reality with a crucial stakeholders' consultation meeting held today at the convention center. Chaired by Shrimati Anu Garg, Development Commissioner, the meeting gathered key government officials and experts to strategize the development of this expansive economic zone. he BCPPER is a large-scale project aimed at transforming...

Bonder & Bhamoo Tackle Grievances

0

Sambalpur: In a move to bring governance closer to the people, a joint grievance hearing was conducted at Jujumura Block on September 16, 2025. The session, led by Sambalpur Collector Shri Siddheshwar Baliram Bonder and Superintendent of Police (SP) Shri Mukesh Kumar Bhamoo, focused on a "pro-people" approach, addressing public concerns and distributing welfare benefits to local beneficiaries. The initiative...