Digital Economy On Rise
New Delhi: The Indian economy has been digitalising at a remarkable pace over the last decade. Quantifying and understanding the role of the digital economy in driving economic growth, employment, and sustainable development are essential for both policymakers and the private sector. According to the State of India’s Digital Economy Report 2024, India is the third largest digitalised country...
ଆରମ୍ଭ ହେବ ‘ଆମ ଶାସନ’
ଭୁବନେଶ୍ୱର : ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ନାଗରିକମାନଙ୍କଠାରୁ ସିଧାସଳଖ ମତାମତ ସଂଗ୍ରହ ବ୍ୟବସ୍ଥା ମାଧ୍ୟମରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବୃତ୍ତିଗତତା ଏବଂ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ‘ଆମ ଶାସନ' ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ପଦକ୍ଷେପ ଅଧୀନରେ ନାଗରିକଙ୍କ ସଂପୃକ୍ତି ବୃଦ୍ଧି, ସେବାର ଗୁଣବତ୍ତାରେ ଉନ୍ନତି ଆଣିବା ଏବଂ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକାଧିକ ଉପାୟରେ ନାଗରିକମାନଙ୍କ ମତାମତ ସଂଗ୍ରହ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରତିଷ୍ଠା କରାଯିବ । ଇଲେକ୍ଟ୍ରୋନିକ୍ସ...
Feedback Platform For Admin
Bhubaneswar: With an aim to bring transparency in the governance system, the BJP Government is going to launch Ama Sasana, a key transformative initiative to bring in professionalism and behavioral change in public offices through a direct random feedback capturing system from citizens. Under this initiative, a platform will be established to capture feedback from citizens through multiple channels to...
ପ୍ରଥମ ଦିନରେ ୪.୫ ଲକ୍ଷ କୋଟିର ନିବେଶ
ଭୁବନେଶ୍ୱର : ପ୍ରଥମ ଦିନର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ବାକ୍ଷରିତ ହୋଇଥିବା କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ରାଜିନାମା ଦ୍ବାରା ରାଜ୍ୟକୁ ୪ରୁ ସାଢେ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ଏହା ଭିତରୁ ସବୁଠୁ ବଡ ବୁଝାମଣା ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଛି । ୨.୨୮ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ବାକ୍ଷର କରିଛି ଆଦାନୀ। କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ ଜେଏସଡବ୍ଲୁ...
Mantra For Medical Education
Bhubaneswar: Two new books on medical education, authored by Prof. (Dr.) Shishir Kumar of the Department of Anatomy of Institute of Medical Sciences and SUM Hospital and other faculty members and aiming to help students and interns, were released by Prof. (Dr.) Manojranjan Nayak here on Monday. The book titled ‘A Logbook with Expectations: Ultimate Guide to Medical Intern’ has...
Culture Show Of FE&CC
Bhubaneswar: Additional Chief Secretary, Home, Forest, Environment and Climate Change, Satyabrata Sahu said that the Cultural Council of Forest, Environment and Climate Change Department is playing a crucial role in unleashing the hidden artistic talent of the employees working in the Department. ACS Shri Sahu graced the occasion as Chief Guest in the annual function of the Cultural Council of...
Adani Group To Invest 2.3L CR
Bhubaneswar: Adani Group today announced that it will make an investment to the tune of Rs 2.28 lakh crore in different sectors in the State during next five years. Karan Adani, Managing Director of Adani Ports & Special Economic Zone Ltd, met CM on one-to-one and exchanged MOU for investment in Odisha over the next five years. The Adani Group committed...
‘ଏକ ଅବାସ୍ତବ ଗଳ୍ପ’ ନାଟକ ମଞ୍ଚସ୍ଥ
ଭୁବନେଶ୍ଵର : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ସତ୍ୟବ୍ରତ ସାହୁକହିଲେ ଯେ, ବିଭାଗରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଲୁକ୍କାୟିତ ଅନ୍ତର୍ନିହିତ କଳାତ୍ମକ ପ୍ରତିଭାର ପରିସ୍ପୁଟନ ପାଇଁ ଏହି ସାଂସ୍କୃତିକ ପରିଷଦଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଛି । ଏହାର ସଦସ୍ୟ-ସଦସ୍ୟାଗଣ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ସ୍ଵେଚ୍ଛାକୃତ ଭାବେ ସାମିଲ...
୧୦୦ରୁ ଉର୍ଦ୍ଧ୍ଵ ସିଇଓଙ୍କ ସହ ଆଲୋଚନା
ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି l ଏହି ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ...
ଡାକ୍ତରୀ ପୁସ୍ତକ ଉନ୍ମୋଚନ କଲେ ସୋଆ ସଭାପତି
ଭୁବନେଶ୍ୱର : ଡାକ୍ତରୀ ଛାତ୍ରଛାତ୍ରୀ ଓ ଇନ୍ଟର୍ଣ୍ଣମାନଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଆନାଟୋମୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶିଶିର କୁମାର ଏବଂ ଅନ୍ୟାନ୍ୟ ଫ୍ୟାକଲ୍ଟି ମେମ୍ବର୍ସଙ୍କ ଦ୍ୱାରା ରଚିତ ଡାକ୍ତରୀ ଶିକ୍ଷା ସମ୍ପର୍କିତ ଦୁଇଟି ପୁସ୍ତକ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରଫେସର (ଡକ୍ଟର) କୁମାର ଏବଂ ତାଙ୍କ ଟିମ୍ ଦ୍ୱାରା ରଚିତ ଦୁଇଟି ପୁସ୍ତକ...








