ଅର୍ଥ ଅଛି କର୍ମଚାରୀ ନାହାନ୍ତି

0

ଭୁବନେଶ୍ୱର : ଯେଉଁ ଯୋଜନା ପାଇଁ ସରକାର ଟଙ୍କା ଯୋଗାଇ ଦେଉଛନ୍ତି ସେହି ଯୋଜନାକୁ କାର୍ଯ୍ୟକାରୀ ଲାଗି କର୍ମଚାରୀ ନାହାନ୍ତି । ଠିକାରେ ଥିବା ଏହି କର୍ମଚାରୀଙ୍କୁ ଛଟେଇ କରାଯାଇଥିବାବେଳେ ସେମାନଙ୍କ ପୁନଃ ନିଯୁକ୍ତି ଲାଗି ବି କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି । ରାଜ୍ୟର ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ସହରାଞ୍ଚଳରେ ଲୋକଙ୍କ ହାତକୁ କାମଧନ୍ଦା ଯୋଗାଇଦେବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଏଥିରେ ବର୍ଷାଜଳ ସଂରକ୍ଷଣ ଠାରୁ ଆରମ୍ଭକରି ଉଦ୍ୟାନ,...

ଇସ୍ପାତ କମ୍ପାନୀ ଟାଣୁଛନ୍ତି ୬୦୦ କ୍ୟୁସେକ ଜଳ

0

ଭୁବନେଶ୍ୱର : ଓଡିଶାର ଖଣିଜ ସମ୍ପଦରେ ଆକର୍ଷିତ ହୋଇ ରାଜ୍ୟକୁ ଇସ୍ପାତ କମ୍ପାନୀମାନଙ୍କର ଧାଡି ଲାଗୁଥିବାବେଳେ ଏମାନଙ୍କୁ ଜଳ ଯୋଗାଣ ବଡ ଆହ୍ୱାନ ହେଲାଣି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୪ଟି ଛୋଟ ବଡ ଇସ୍ପାତ କମ୍ପାନୀ ଥିବାବେଳେ ଏମାନଙ୍କୁ ପାଖାପାଖି ୬୦୦ କ୍ୟୁସେକ ଜଳଯୋଗାଣ ପାଇଁ ଅନୁମତି ମିଳିଛି । ଆହୁରି ଅଧିକ ଇସ୍ପାତ କାରଖାନା ଆସିବାକୁ ଥିବାରୁ ଏମାନଙ୍କୁ କିଭଳି କେଉଁଠାରୁ ଜଳ ଯୋଗାଯିବ ତାହା କର୍ତ୍ତୃପକ୍ଷ ପାଇଁ ଚିନ୍ତାର କାରଣ ପାଲଟିଲାଣି । ରାଜ୍ୟରେ ଥିବା ୫୪ଟି ଇସ୍ପାତ କାରଖାନା...

JSW-POSCO Plant In Patna

0

Bhubaneswar: JSW Group and South Korean steel major POSCO will jointly set up a mega steel plant at Patna area of Keonjhar, Chief Minister Mohan Charan Majhi announced on Sunday. An MoU has been signed and about Rs 30,000 crore to Rs 40,000 crore will be invested to set up the project, the Chief Minister said while addressing a public...

Subhadra Deadline 31 March

0

Bhubaneswar: The State Government has set 31 March Deadline for applying to get benefit of the Subhadra Yojana. This was announced by Deputy Chief Minister Pravati Parida here today. The BJP Government has decided to release Rs 5,000 each to 1.7 lakh women beneficiaries under the Subhadra Yojana on March 6. This will be the 5th phase of disbursement of...

‘Changemaker’ Plume on Y B Khurania Cap

0

Bhubaneswar: Tough Cop Yogesh Bahadur Khurania has added another plume to his fledging cap. Shri Khurania been recognized as the ‘CHANGEMAKER’ among all the Mandarins and Top Cops in the country for being a change agent and contributing to the country’s development. Sh Khurania born in March, 1966 in Kaithal, Haryana. He belongs to the 1990 batch of the IPS...

Manoj Sahoo; A ‘Changemaker’

Bhubaneswar: An Ace Mandarin, Manoj Kumar Sahoo has been lauded for his recognition as an outstanding IAS officer named as “Changemaker-2024”. 2006 Batch IAS Shri Sahoo is PS to Chief Minister Odisha, Mohan Charan Majhi. Shri Sahoo has been chosen as a Changemaker-2024 by a leading Online Platform Bureaucrats India, a national organization covering Indian Bureaucracy in a big way. An IAS...

ମଶା ତେଲରେ ବିଏମସିର ଖର୍ଚ୍ଚ କୋଟିଏରୁ ଅଧିକ

0

ଭୁବନେଶ୍ୱର : ରାଜଧାନୀରେ ମଶା ନିପାତ ପାଇଁ ଗୋଟିଏ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ମଶାତେଲ ପକାଯାଇ ସାରିଲାଣି । ଏହା ପରେ ବି ମଶା କାମୁଡାରେ ଲୋକେ କଲବଲ ହେବାରେ ଲାଗିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କେବଳ ମଶାତେଲ ବାବଦରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ୨୦୨୪ ବର୍ଷରେ ୧.୧୬,୮୮,୧୨୬ ଟଙ୍କା ଖର୍ଚ୍ଚ କରିଛି । ଏହା ସମଗ୍ର ରାଜ୍ୟରେ ଥିବା ପୌରାଞ୍ଚଳ ମଧ୍ୟରେ ସର୍ବାଧିକ । ମଶା ନିୟନ୍ତ୍ରଣ ପାଇଁ ବିଏମ୍‍ସି କୋଟିଏ ରୁ ଅଧିକ ଟଙ୍କାର...

ଗ୍ରୀଷ୍ମ ଆରମ୍ଭରୁ ଗୁରୁତର ରକ୍ତ ସଙ୍କଟ

0

ଭୁବନେଶ୍ୱର : ତାପମାତ୍ରା ବୃଦ୍ଧି ସହ ସ୍ୱେଚ୍ଛାକୃତ ରକ୍ତଦାନ କମୁଥିବାରୁ ଏବେ ରାଜଧାନୀ ସମେତ ରାଜ୍ୟର ପ୍ରାୟ ସବୁ ଡାକ୍ତରଖାନାଗୁଡିକରେ ରୋଗୀଙ୍କ ପାଇଁ ରକ୍ତ ସମସ୍ୟା ଗୁରୁତର ହେବାରେ ଲାଗିଛି । ଓଡିଶା ପାଇଁ ବାର୍ଷିକ ୫ଲକ୍ଷ ୟୁନିଟ୍‍ରୁ ଅଧିକ ରକ୍ତ ଆବଶ୍ୟକ ପଡୁଥିବାବେଳେ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କ ଠାରୁ ୩ଲକ୍ଷ ୟୁନିଟ୍‍ରୁ ଅଧିକ ରକ୍ତ ସଂଗୃହୀତ ହୋଇଥାଏ । ଅବଶିଷ୍ଟ ରକ୍ତ ସମ୍ପର୍କୀୟ ଓ ଅନ୍ୟମାନଙ୍କ ଠାରୁ ସଂଗ୍ରହ କରାଯାଇଥାଏ । ତେବେ ଖରାଦିନେ ଜଳକଷ୍ଟ ଭଳି ରକ୍ତଭଣ୍ଡାରଗୁଡିକରେ ରକ୍ତ ଅଭାବ ଜନିତ ପରିସ୍ଥିତି...

ମହିଳା ସୁରକ୍ଷା ପ୍ରସଙ୍ଗରେ ଘେରିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ବିପଦଜନ୍ନକ ସ୍ଥିତିରେ ରହିଛି । ଗୋଟିକ ପରେ ଗୋଟିଏ ମହିଳା ହିଂସା ଡବଲ ଇଞ୍ଜିନ ସରକାରର ମୁଖା ଖୋଲିଦେଇଛି । ବେଟି ବଚାଓ, ବେଟି ପଢ଼ାଓ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନକାଳ ଲଜ୍ଜାରେ ଭରି ରହିଛି । ଗତ ଆଠ ମାସ ଭିତରେ ୫୪ଟି ଗଣବଳାତ୍କାର ଘଟଣା ସରକାରଙ୍କ ଆଇନଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି । ସୁଭଦ୍ରା ଯୋଜନା ଟଙ୍କା ବାଂଟି ମହିଳାଙ୍କ ମସିହା ପ୍ରଚାର କରୁଥିବା ମୋହନ ସରକାର ନାରୀ...

Pilot Training For Tribal Youths

0

Bhubaneswar: With an aim to give wings to the tribal youths, the State Government has decided to undertake a special initiative to get at least 50 tribal students ready to became commercial pilots. The Commerce and Transport Department has chalked out a detail progarmme in this regard, an official said. The Department will shortlist 300 eligible tribal candidates from across the State...