ବହୁ ଲୋକଙ୍କର କଟିଯିବ ରାସନକାର୍ଡ
ଭୁବନେଶ୍ୱର : ଅଧିକ ଉପାର୍ଜନ କରୁଥିବା ବ୍ୟକ୍ତି ବିଶେଷଙ୍କ ରାସନକାର୍ଡ କାଟିବାପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଘୋଷଣା କରାଯାଇଛି ତାହା କାର୍ଯ୍ୟକାରୀ କରାଗଲେ ସଂଖ୍ୟାଧିକ ଶ୍ରମିକ ମାଗଣା ଚାଉଳ ପାଇବାରୁ ବଞ୍ଚିତ ହେବେ ଏବଂ ଏଥିଯୋଗୁଁ ସେମାନଙ୍କୁ ବିଏସକେୱାଇ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ହରାଇବାକୁ ପଡିପାରେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ଗ୍ରାମାଞ୍ଚଳରେ ଯେଉଁମାନଙ୍କ ମାସିକ ହାରାହାରି ଆୟ ୧୦,୦୦୦ ଟଙ୍କା ଓ ସହରାଞ୍ଚଳରେ ୧୫,୦୦୦ ଟଙ୍କାରୁ ଅଧିକ ସେମାନେ ସ୍ୱେଚ୍ଛାକୃତ...
4124CR For Stadiums
Bhubaneswar: To promote sports at grassroots, the State Government has allocated Rs 4,124 crore for the construction of block-level stadiums across the State. This was informed by Sports and Youth Services Minister Suryabanshi Suraj during a review meeting of the Department held today at the Kalinga Stadium. The meeting focused on reviewing the master plan for the construction of block-level stadiums...
PR Day On 24 APR
Bhubaneswar: In a major step, the new BJP Government has decided to celebrate Panchayati Raj Diwas or Day on April 24 instead of March 5, Chief Minister’s Office (CMO) said in a press statement this evening. Since 2020, Panchayati Raj Day has been celebrated on March 5 in Odisha. Every year, April 24 is celebrated as National Panchayati Raj Day....
Foreign Lady’s Tattoo Creates Outrage
Bhubaneswar: A tattoo of Lord Jagannath on a foreign woman's thigh has triggered an outrage among Jagannath devotees leading to the arrest of two persons who drew the tattoo. The foreign lady, who is working in a NGO, had come to a tattoo shop in Sahid Nagar area and approached the shop owner to have a tattoo of Lord Jagannth...
ଖାରବେଳ ଭବନ କଥା ବୁଝିବ ନଗର ଉନ୍ନୟନ ବିଭାଗ
ଭୁବନେଶ୍ୱର : ଓଡ଼ିଶା ସରକାର ଖାରବେଳ ଭବନରେ ଉପଲବ୍ଧ ସୁବିଧାଗୁଡ଼ିକର ସାମଗ୍ରିକ ତଦାରଖ ଏବଂ ପରିଚାଳନା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ନୋଡାଲ ବିଭାଗ ଭାବରେ ମନୋନୀତ କରିଛନ୍ତି। ଖାରବେଳ ଭବନରେ ଉପଲବ୍ଧ ଭିତ୍ତିଭୂମି ଏବଂ ସୁବିଧାଗୁଡ଼ିକର ସମନ୍ୱିତ ତଦାରଖର ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖାରବେଳ ଭବନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କେନ୍ଦ୍ର ଭାବରେ କାର୍ଯ୍ୟ କରୁଛି l ସେଠାରେ ୧୧ଟି ସରକାରୀ ବିଭାଗ ଏବଂ ୬୦୦ ରୁ ଅଧିକ କର୍ମଚାରୀ କାର୍ଯ୍ୟରତ। ଏକ ଅନୁକୂଳ କାର୍ଯ୍ୟ...
ଜୀବନର ସୂତ୍ର ଶିଖାଇଲେ ଆଶିଷ ବିଦ୍ୟାର୍ଥୀ
ଭୁବନେଶ୍ୱର : ପାଠପଢ଼ା ଶେଷ ହେବା ପରେ ପ୍ରକୃତ ଜୀବନ ଆରମ୍ଭ ହୋଇଥାଏ । ତେବେ ଜୀବନ ଯେଉଁ ପ୍ରତିବନ୍ଧକ ଗୁଡ଼ିକ ସମ୍ମୁଖରେ ଆଣି ରଖିବ ତୁମକୁ ତାହାର ସାମ୍ନା କରିବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି ବିଶିଷ୍ଟ ବଲିଉଡ୍ ଅଭିନେତା ତଥା ପ୍ରେରଣାଦାୟୀ ବକ୍ତା ଆଶିଷ ବିଦ୍ୟାର୍ଥୀ । ପାଠ୍ୟକ୍ରମରୁ ଶିକ୍ଷା କରିଥିବା ଜ୍ଞାନ ପ୍ରାୟତଃ ଜୀବନରେ ଆବଶ୍ୟକ ହୋଇ ନଥାଏ । ତେଣୁ ନିଜ ଭବିଷ୍ୟତ ନିଜେ ଗଢ଼ିବାକୁ ପଡ଼ିବ ବୋଲି ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍...
16-Month Boy Gives Lives To Two
Bhubaneswar: In a courage move, a 16-month-old boy from Bhubaneswar gave new life to two patients through organ donation before leaving for heavenly abode. The parents of the boy Janmesh Lenka made a courageous decision that turned their personal tragedy into a beacon of hope for others. Janmesh was admitted to the Pediatric Department of AIIMS Bhubaneswar on February 12, this...
୮୪ ପ୍ରତିଶତ ଅଭିଯୋଗର ସମାଧାନ
ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ନବମ ପାଳି। ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଆଜି ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୋଗ ପ୍ରକୋଷ୍ଠରେ ଆଜିଠୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ...
ଅପ୍ରେଲ ୨୪ରେ ପଞ୍ଚାୟତିରାଜ ଦିବସ
ଭୁବନେଶ୍ୱର : ଏଣିକି ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ ତାରିଖରେ ପାଳନ ନ ହୋଇ, ଅପ୍ରେଲ ୨୪ ତାରିଖରେ ହେବ ।୨୦୨୦ ମସିହାରୁ ଓଡିଶାରେ ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଅଛି। ତେବେ ପ୍ରତି ବର୍ଷ ଅପ୍ରେଲ ୨୪ ତାରିଖକୁ ଜାତୀୟ ପଞ୍ଚାୟିତରାଜ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର...
SP Nanda No More
Bhubaneswar: Satya Prakash Nanda, formerly of the Indian Administrative Service (IAS) has passed away last night. Reportedly he suffered massive heart attack, family sources said. He is survived by two sons and a daughter in law. Shri Nanda was an IAS Officer of 1975 Batch. After superannuation from service as Member Board of Revenue he joined the Odisha Electricity Regulatory Commission...










