Jagannath Pradhan Arrested
Bhubaneswar: BJP leader Jagannath Pradhan has been arrested in connection with the alleged assault on Bhubaneswar Municipal Corporation (BMC) Additional Commissioner Ratnakar Sahoo. Odisha Administrative Service Association(OASA) was demanding his arrest and resorted to "Cease Work" Protest across the State. DCP Bhubaneswar Jagmohan Meena has confirmed Shri Pradhan's arrest. Earlier Shri Pradhan reached DCP Office and said that he has...
OAS Continues “Cease Work”
Bhubaneswar: Odisha Administrative Service (OAS) officers continued their "cease work" agitation for the third consecutive day on Thursday, excluding Puri and flood-affected areas, in protest against the alleged assault on Bhubaneswar Municipal Corporation (BMC) Additional Commissioner Ratnakar Sahoo. The officers are demanding the immediate arrest of BJP leader Jagannath Pradhan, who they claim orchestrated the attack. The widespread strike has...
ରାଜଧାନୀରେ ଶବରୀ ଭବନ ଉଦଘାଟିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ଏହି ଶବରୀ ଭବନ...
ଭେକ୍ଟର ବାହିତ ରୋଗ ନିରାକରଣ ପାଇଁ ମିଳିତ ଅଭିଯାନ
ଭୁବନେଶ୍ୱର : ଚଳିତ ବର୍ଷା ଋତୁରେ ସମ୍ଭାବ୍ୟ ଜଳବାହିତ ଏବଂ ଜୀବାଣୁ (ଭେକ୍ଟର) ବାହିତ ରୋଗର ପ୍ରତିରୋଧ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ସ୍ଵତନ୍ତ୍ର ମିଳିତ ଅଭିଯାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକସଭା ଭବନ ସଭାଗୃହ...
Heavy Rains Cripple Twin City
Bhubaneswar: Odisha is experiencing an active monsoon spell, with the India Meteorological Department (IMD) issuing alerts for continued heavy rainfall across several districts. The southwestern monsoon, which arrived significantly earlier this year on May 28th, continues to influence weather patterns, bringing much-needed relief from pre-monsoon heat but also posing challenges for daily life and ongoing festivities. A low-pressure area over...
ପୁରୁଣା ପେନ୍ସନ୍ ପାଇଁ ଯନ୍ତ୍ରୀଙ୍କ ମାମଲା
ଭୁବନେଶ୍ୱର : ଠିକାରେ କାମ କରିବା ପରେ ଯେଉଁ ଯନ୍ତ୍ରୀମାନେ ନିୟମିତ ହୋଇଛନ୍ତି ସେମାନଙ୍କୁ ୧୯୯୨ର ପୁରୁଣା ପେନ୍ସନ୍ ରୁଲ୍ ଓ ୧୯୩୮ର ଜିପିଏଫ୍ ରୁଲ୍ ପରିସରରୁ ବାଦ୍ ଦେବା ପାଇଁ ଓଡ଼ିଶା ସରକାର ଯେଉଁ ନିଷ୍ପତ୍ତି କରିଛନ୍ତି ତାହା ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୫ ଜାନୁଆରୀ ପହିଲା ପୂର୍ବରୁ ଠିକାରେ ଦୀର୍ଘବର୍ଷ ଧରି କାମ କରିଥିବା ବହୁ ଯନ୍ତ୍ରୀଙ୍କୁ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ନିୟମିତ କରିଥିଲେ । ଏମାନଙ୍କ ମଧ୍ୟରୁ କେତେକ...
ସିଟି ମୁହାଁ ଛାତ୍ରଛାତ୍ରୀ
ଭୁବନେଶ୍ୱର : ବିଏଡ୍ ନାମଲେଖାକୁ ରାଜ୍ୟ ସରକାର ସ୍ଥଗିତ କରିବାପରେ ଏବେ ଛାତ୍ରଛାତ୍ରୀମାନେ ସିଟି ପରୀକ୍ଷାମୁହାଁ ହୋଇଛନ୍ତି । ସିଟି ପରୀକ୍ଷା ଦେବାପାଇଁ ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଅଧିକ ଆବେଦନ ହୋଇଥିବାବେଳେ ବିଏଡରୁ ହତାଶ ହୋଇଥିବା ଛାତ୍ରଛାତ୍ରୀମାନେ ଏବେ ସିଟି ପରୀକ୍ଷା ଦେବାକୁ ମନ ବଳାଇଛନ୍ତି । ଚଳିତବର୍ଷ ପ୍ରାୟ ଦେଢ ଲକ୍ଷ ଛାତ୍ରଛାତ୍ରୀ ବିଏଡ୍ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ଛାତ୍ରଛାତ୍ରୀ ସଫଳ ହୋଇଥିଲେ । ରାଜ୍ୟରେ ଥିବା ପ୍ରାୟ ୨୭୦୦ଆସନରେ ନାମଲେଖା ପାଇଁ ଏମାନେ ଆବେଦନ କରିଥିଲେ...
India-Ghana Elevate Partnership
New Delhi: Prime Minister Narendra Modi concluded a landmark visit to Ghana, marking the first time an Indian Prime Minister has visited the West African nation in over three decades. The visit, characterized by a warm reception and significant bilateral discussions, saw India and Ghana elevate their relationship to a "Comprehensive Partnership," signaling a new era of deeper cooperation...
Financial Fraud Risk Indicator
New Delhi: The Department of Telecommunications (DoT) has lauded the Reserve Bank of India’s (RBI) recent advisory, issued on June 30, 2025, directing all Scheduled Commercial Banks, Small Finance Banks, Payments Banks, and Co-operative Banks to integrate the DoT-developed Financial Fraud Risk Indicator (FRI) into their operational systems. This directive marks a pivotal moment in India's battle against cyber-enabled...
Odisha Grinds To Halt
Bhubaneswar: Odisha is currently grappling with severe administrative paralysis as officers of the Odisha Administrative Service (OAS) Association have launched an indefinite strike, bringing government operations to a grinding halt across the state. The primary demand of the striking officers is the immediate arrest of BJP leader Jagannath Pradhan, whom they accuse of misconduct and intimidation. The strike, which commenced...










