IMD Sends Rain Alert
Bhubaneswar: The India Meteorological Department (IMD) has issued a short-term weather warning for the Twin Cities of Bhubaneswar and Cuttack, along with several other districts in Odisha. Residents have been advised to prepare for light rain and thunderstorms expected to move through the region within a three-hour window today, February 24, 2026. According to the regional meteorological center, this nowcast...
Kerala Renamed Keralam
New Delhi: In a significant move to honor its deep-rooted linguistic and historical identity, the Union Cabinet has recently cleared a proposal to officially rename the state of Kerala to Keralam. This decision, approved in February 2026, marks the fulfillment of a long-standing cultural aspiration to align the state’s official English name with its traditional Malayalam name. The name Keralam...
କେନ୍ଦ୍ରରୁ କମ୍ ଟଙ୍କା ମିଳୁଛି
ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ସମେତ ଅର୍ଥ କମିଶନଙ୍କ ଅନୁଦାନ ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଅର୍ଥ ଅନୁଦାନ ବାବଦରେ ବଜେଟରେ ଯାହା ଅଟକଳ କରାଯାଇଛି ତାହା ତୁଳନାରେ ବିଭିନ୍ନ ବର୍ଷରେ ଢେର କମ୍ ଅର୍ଥ ମିଳୁଛି । ଏମିତିକି ଯେତେ ଅର୍ଥ ମିଳୁଛି କେତେକ କାର୍ଯ୍ୟକ୍ରମରେ ତାହା ମଧ୍ୟ ସମ୍ପୃକ୍ତ ଆର୍ଥିକ ବର୍ଷରେ ସମ୍ପୂର୍ଣର୍ ଭାବେ ଖର୍ଚ୍ଚ କରାଯାଇ ପାରୁନାହିଁ । ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ବିଭିନ୍ନ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ୨୦,୬୬୩ କୋଟି ୩୨ ଲକ୍ଷ ଟଙ୍କାର...
ଏଥର ଅଣଓଡ଼ିଆ ପ୍ରାର୍ଥୀ କିଏ?
ଭୁବନେଶ୍ୱର : ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୬ଜଣ ଅଣ ଓଡ଼ିଆଙ୍କୁ ରାଜ୍ୟସଭାକୁ ପଠାଯାଇଥିବାବେଳେ ଜଣେ ଓଡ଼ିଆଙ୍କୁ ଅନ୍ୟ ଦୁଇଟି ରାଜ୍ୟରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ୨୦୨୬ର ରାଜ୍ୟସଭା ନିର୍ବାଚନରେ ଯେଉଁ ୪ଟି ଆସନ ପାଇଁ ନିର୍ବାଚନ ହେବାର ଅଛି ସେଥିରେ ଓଡ଼ିଶା ବାହାରର କିଛି ପ୍ରାର୍ଥୀଙ୍କୁ ପଠାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ରାଜ୍ୟସଭା ଗଢ଼ାଯିବା ପରେ ୫୦ ଦଶକରେ ଶୈଳବାଳା ଦାସଙ୍କୁ ଓଡ଼ିଶାରୁ ରାଜ୍ୟସଭା ସଦସ୍ୟ କରାଯାଇଥିଲା । ଶୈଳବାଳାଙ୍କ ମାତା-ପିତା ବଙ୍ଗୀୟ ହୋଇଥିଲେ ମଧ୍ୟ ତାଙ୍କ ମାତାଙ୍କ...
Odisha’s AI Driven GDP Push
Bhubaneswar: Odisha is making a major push to transform its economic identity from a mineral-reliant state to a high-tech powerhouse. The State Government outlined a strategic goal to increase Odisha’s contribution to the national GDP from 3 percent to 5 percent. This objective is part of a broader vision to reach a 500 billion dollar economy by 2036. Additional Chief...
Long Dry Spell To End
Bhubaneswar: Capital City and several other districts in Odisha have been grappling with a prolonged dry spell, experiencing no significant rainfall for the past several months. Data from the India Meteorological Department (IMD) reveals that the state has seen a 100% rainfall departure from the seasonal norm since the beginning of January 2026. This lack of precipitation follows a...
CRUT Acts With Heart
Bhubaneswar: In a swift response to an accident near the Palaspalli over bridge today, Capital Region Urban Transport (CRUT) demonstrated that public service is as much about empathy as it is about mobility. When an Ama Bus, heading back to its depot after a trip cancellation, was involved in a collision with an elderly cyclist, the organization moved with...
ପିଆଇବି କାର୍ଯ୍ୟାଳୟରେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପରିଦର୍ଶନ କରିଥିଲେ। ସେଠାରେ ସେମାନେ ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ରଙ୍କ ସହ ମତବିନିମୟ କରିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର କହିଥିଲେ, ବର୍ତ୍ତମାନର ପରିବର୍ତ୍ତିତ ପରିଦୃଶ୍ୟରେ ପ୍ରଶାସନିକ କ୍ଷେତ୍ରରେ ସୂଚନା ପ୍ରବାହ ଏବଂ ପରିଚାଳନାର ଗୁରୁତ୍ୱ ବୃଦ୍ଧି ପାଇଛି । ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା, ପଦକ୍ଷେପ ଏବଂ...
ଅର୍ଥ ଖର୍ଚ୍ଚରେ କ୍ରୀଡା ବିଭାଗ ପଛରେ
ଭୁବନେଶ୍ୱର : ବଜେଟ୍ରେ ହେଉଥିବା ଅର୍ଥକୁ ଖର୍ଚ୍ଚ କରିବାରେ କ୍ରୀଡା ଓ ଯୁବସେବା ବିଭାଗ ସବୁଠାରୁ ପଛରେ ପଡିଛି । ଏଥି ସହିତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ମିଶନ ଶକ୍ତି ବିଭାଗ ମଧ୍ୟ ପଛରେ ପଡିଛନ୍ତି । ଗତ ଆର୍ଥିକ ବର୍ଷରେ ବିଭାଗ ଗୁଡିକ ବଜେଟ୍ ଅର୍ଥ ଖର୍ଚ୍ଚ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରୁ ଜଣାଯାଇଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ...
ଚାଲୁଛି ୮୬୦ଗୋଟି ଆମ୍ବୁଲାନ୍ସ
ଭୁବନେଶ୍ୱର : ରାଜ୍ୟରେ ରୋଗୀ ପରିବହନ ପାଇଁ ମୋଟ୍ ୮୬୦ଟି ୧୦୮ ଆମ୍ବୁଲାନ୍ସ ଚାଲୁଥିବାବେଳେ ଗତ ଦୁଇବର୍ଷ ମଧ୍ୟରେ ଏଥିରେ ୨୪ଲକ୍ଷରୁ ଅଧିକ ରୋଗୀ ପରିବହନ ହୋଇଛନ୍ତି । ରୋଗୀ ପରିବହନବାବଦରେ ସେବା ପ୍ରଦାନକାରୀ ସଂସ୍ଥାକୁ ଦୁଇବର୍ଷରେ ୪୪୫ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ରାଜ୍ୟରେ ୧୦୮ଆମ୍ବୁଲାନ୍ସ ଚଳାଚଳ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି...









