ରାଜ୍ୟରେ ଅଛି ୪୭ଟି ଆଶ୍ରୟସ୍ଥଳ
ଭୁବନେଶ୍ୱର : ରାଜ୍ୟର ଥିବା ଆଶ୍ରୟସ୍ଥଳରେ ରହୁଥିବା ନିରାଶ୍ରୟମାନଙ୍କ ରହିବା ଓ ଖାଇବା ପାଇଁ ମାସକୁ ୫୦,୦୦୦ ଟଙ୍କା କରି ଯୋଗାଇ ଦିଆଯାଉଛି । ଏ ସଂକ୍ରାନ୍ତରେ ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟର ସହରାଞ୍ଚଳଗୁଡିକରେ ନିରାଶ୍ରୟ, ନିଃସହାୟ, ଭିକ୍ଷାବୃତ୍ତି ଏବଂ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ପାଇଁ ୪୭ଟି ଆଶ୍ରୟସ୍ଥଳ କାର୍ଯ୍ୟକ୍ଷମ ଅଛି...
ଜଙ୍ଗଲ ପଦା କରୁଛନ୍ତି ଜବରଦଖଲକାରୀ
ଭୁବନେଶ୍ୱର : ଜଙ୍ଗଲ ଜବରଦଖଲକାରୀମାନେ ବିନା ଅନୁମତିରେ ଗଛ କାଟି ପକାଉଛନ୍ତି । ଏମାନଙ୍କ ଦ୍ୱାରା ୮୪୬୧ଟି ଗଛ କଟାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ବିଜେପି ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ମୋଟ୍ ୪୦,୫୦୭ ହେକ୍ଟର ଜଙ୍ଗଲ ଜମି ଜବରଦଖଲ ହୋଇଛି । ଏହାକୁ ମୁକୁଳାଇବାପାଇଁ ଦୋଷୀମାନଙ୍କ ବିରୁଦ୍ଧରେ ଓଡିଶା ଜଙ୍ଗଲ ଆଇନ୍, ୧୯୭୨ ଅନୁଯାୟୀ ୧୨,୫୧୦ଟି ମାମଲା ରୁଜୁ କରାଯାଇଛି...
ନଦୀ ଜଳ ବିଷାକ୍ତ କରୁଛି ସହରୀ ବର୍ଜ୍ୟ
ଭୁବନେଶ୍ୱର : ସହରାଞ୍ଚଳର ବର୍ଜ୍ୟ ଯୋଗୁଁ ରାଜ୍ୟର ପ୍ରମୁଖ ନଦୀଗୁଡିକୁ ପ୍ରଦୂଷିତ ହେବାରେ ଲାଗିଛନ୍ତି । ଅବସ୍ଥା ଏଭଳି ହେଲାଣି ଯେ ଅନେକ ସ୍ଥାନରେ ନଦୀଜଳ ପିଇବା ଅବସ୍ଥାରେ ନାହିଁ । ଯେଉଁଠାରେ ଜଳ ବ୍ୟବହାର ଯୋଗ୍ୟ ତାହାକୁ ବିଶୋଧନ କରିବାକୁ ପରାମର୍ଶ ଦିଆଯାଉଛି । ନଦୀଜଳର ମାନ ପରୀକ୍ଷା ପାଇଁ ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ୯ଟି ନଦୀର ଜଳକୁ ପରୀକ୍ଷା କରୁଛନ୍ତି । ଏହିସବୁ ନଦୀ ମଧ୍ୟରେ ରହିଛି ଋଷିକୂଲ୍ୟା, ନାଗାବଳୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, କୋଲାବ, ବଂଶଧାରା, ଇନ୍ଦ୍ରାବତୀ ଏବଂ ବାହୁଦା...
2832 Wild Animals Died In 5 Yrs
Bhubaneswar: State reported death of 2832 wild animals including tigers and elephants in five years, Forest, Environment and Climate Change Minister Ganesh Ram Singkhuntia informed Odisha Legislative Assembly 25 March. In a written reply to a query by BJP lawmaker Padma Lochan Panda, the Minister said 2832 elephants, tigers and other wild animals died in Odisha during 2020-21 to 2024-25...
ନବଜାତକର ଜୀବନ ବଞ୍ଚାଇଲେ ସମ୍ ବିଶେଷଜ୍ଞ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଶେଷଜ୍ଞ ଖୁବ କମ୍ ଓଜନ ଥିବା ଏବଂ ଏସୋଫାଜିଆଲ୍ ଆଟ୍ରେସିଆ ସମସ୍ୟାରେ ପୀଡ଼ିତ ଥିବା ଗୋଟିଏ ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି । ଆର୍ଏଚ୍ ନେଗେଟିଭ୍ ଗର୍ଭ ସମସ୍ୟା ଥାଇ ପୂର୍ବରୁ ଗର୍ଭପାତ ହୋଇଥିବା ଜଣେ ୨୭ ବର୍ଷୀୟା ମା’ଙ୍କ ଗର୍ଭରୁ ମାତ୍ର ୨.୧ କେଜି ଓଜନର ଶିଶୁଟି ଜନ୍ମ ନେଇଥିଲା । ତେବେ ଜନ୍ମ ସମୟରେ ଶିଶୁଟି ଏସୋଫାଜିଆଲ...
କଂଗ୍ରେସର ୧୨ ବିଧାୟକ ନିଲମ୍ବିତ
ଭୁବନେଶ୍ୱର : ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ଜଣ ବିଧାୟକ ଆଜି ୭ଟି କାର୍ଯ୍ୟଦିବସରୁ ନିଲମ୍ବିତ ହୋଇଛନ୍ତି । ଅପରାହ୍ନ ଅଧିବେଶନରେ ଶାସକଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଆଣିବା ପରେ ବାଚସ୍ପତି ସୁରମା ପାଢୀ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ଜଣ ବିଧାୟକଙ୍କ ନିଲମ୍ବନ ଘୋଷଣା କରିଥିଲେ । କଂଗ୍ରେସ ସଦସ୍ୟମାନେ ପ୍ରଶ୍ନକାଳରେ ଯେଭଳି ଘଣ୍ଟ ବଜାଇ ପ୍ରଦର୍ଶନ କରିଥିଲେ ତାହାକୁ ଅପରାହ୍ନ ଅଧିବେଶନରେ ଦୋହରାଇଥିଲେ । କଂଗ୍ରେସ ଓ ବିଜେପିର ପ୍ରଦର୍ଶନ ଯୋଗୁଁ ଆଜିର ପ୍ରଶ୍ନକାଳ ଓ...
SUM Takes Care, Heart Ailment Of Baby
Bhubaneswar: Pediatricians at the Institute of Medical Sciences and SUM Hospital, faculty of medicine of the Siksha ‘O’ Anusandhan Deemed to be University (SOA), have successfully turned around a low birth weight baby boy suffering from esophageal atresia. The baby, born to a 27-year-old mother who had Rh negative pregnancy and history of previous abortion, weighed 2.1 kg at birth. The...
Shipping Pact With S’pore
New Delhi: Singapore and India have signed a Letter of Intent (LOI) to cooperate on maritime digitalisation and decarbonisation. The LOl was inked by Teo Eng Dih, Chief Executive of the Maritime and Port Authority of Singapore and R Lakshmanan, Joint Secretary of the Ministry of Ports. Shipping and Waterways ( (MOPSW) of India. Dri Amy Khor, Senior Minister of State,...
12 Cong MLAs Suspended
Bhubaneswar: Odisha Legislative Assembly Speaker Surama Padhy on 25 March suspended 12 Congress MLAs for seven working-days on charges of repeatedly creating indiscipline and unruly scene in the House. Government Chief Whip Saroj Pradhan moved a motion in this regard in the State Assembly and later Speaker Shrimati Padhy suspended the 12 Congress Lawmakers. Suspended Congress Lawmakers are Rama Chandra Kadam, Satyajit Gamang, Rajan Ekka,...
Deadlock Continues in Assembly
Bhubaneswar: The Opposition BJD and Congress MLAs continued to disrupt the Odisha legislative Assembly proceedings for another day of the ongoing Budget Session over the same demands. Though the Speaker Surama Padhy requested them to raise their concern by participating in the proceedings, they did pay any heed to her plea. The Speaker has convened an all party meeting but...








