Kalikesh Concern For Tourists Safety

0

Bhubaneswar: Senior BJD leader and Lawmaker Kalikesh Narayan Singh Deo today expressed deep concern over the safety of tourists visiting different places in the State. Shri Singh Deo has raised a question in this regard in the Assembly today. He wanted to know about the safety and security measures implemented to ensure a safe experience for tourists. “What measures are being...

SOA Brainstorming On LCMS

0

Bhubaneswar: A day-long workshop on Liquid Chromatography-Mass Spectrometry (LCMS) was organised at the Siksha ‘O’ Anusandhan Deemed to be University (SOA) here on Friday which was attended by 24 researchers from six different institutes. Sponsored by the Department of Biotechnology (DBT) under the DBT Builder Program and supported by Shimadzu Analytical (India) Private Ltd, a leading analytical instrumentation company, the...

ଏମଜିକ୍ୟୁ ବନ୍ଦ ପାଇଁ ଦାବି

0

ଭୁବନେଶ୍ୱର : ମଦ ବିକ୍ରି ପାଇଁ ଓଡିଶା ରାଜ୍ୟ ମଦ ନିଗମ ରଖିଥିବା ମିନିମମ ଗ୍ୟାରେଣ୍ଟି କ୍ୱାଣ୍ଟିଟି (ଏମଜିକ୍ୟୁ) ବ୍ୟବସ୍ଥାକୁ ଉଚ୍ଛେଦ କରିବାପାଇଁ ଆଜି ବିଧାନସଭାରେ ଦାବି କରିଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ଦାସ । ଶୂନ୍ୟକାଳରେ ଶ୍ରୀ ଦାସ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମଦ ନିଗମର ଏମଜିକ୍ୟୁ ନିୟମ ଦ୍ୱାରା ମଦ ଦୋକାନୀମାନେ ବାଧ୍ୟହୋଇ ଅଧିକ ପରିମାଣରେ ମଦ ଉଠାଉଛନ୍ତି । ସମସ୍ତ ମଦ ବିକ୍ରି ହେଉନଥିବାରୁ ବଳି ପଡୁଥିବା ମଦକୁ କୋଚିଆମାନଙ୍କ ଦ୍ୱାରା ବିକ୍ରି ହେଉଛି । ସେମାନେ...

ଗୋଟିଏ ପ୍ରଶ୍ନରେ ଦୁଇ ମନ୍ତ୍ରୀଙ୍କ ଉତ୍ତର

0

ଭୁବନେଶ୍ୱର : ବେଦାନ୍ତ ଠାରୁ ଫେରସ୍ତ ହୋଇଥିବା ଜମି ଏହାର ମୂଳ ମାଲିକଙ୍କୁ ଫେରସ୍ତ ଦେବା ନେଇ ବିଧାନସଭାରେ ପଚରାଯାଇଥିବା ଗୋଟିଏ ପ୍ରଶ୍ନର ଉତ୍ତରକୁ ଆଜି ଉଭୟ ପୂର୍ତ୍ତ ଓ ରାଜସ୍ୱ ମନ୍ତ୍ରୀ ଦେଇଥିଲେ । ଆଜି ପ୍ରଶ୍ନକାଳରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁରୀ ଜିଲ୍ଲାରେ ବେଦାନ୍ତ ଠାରୁ ଫେରିଥିବା ଜଗନ୍ନାଥଙ୍କ ଜମି ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଆସିବା ନେଇ ପ୍ରଶ୍ନ କରିଥିଲେ । ଉତ୍ତରରେ ପୂର୍ତ୍ତମନ୍ତ୍ରୀ କହିଥିଲେ ଯେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ନିକଟରୁ ଜମିସବୁ...

ଇଦ୍‍ଗା ପଡିଆକୁ ଐତିହ୍ୟ ସ୍ମାରକୀ ଦାବି

0

ଭୁବନେଶ୍ୱର : ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ହୋଇଥିବା କଟକ ମହାନଗରର ଇଦ୍‍ଗା ପଡିଆକୁ ଓଡିଆ ଜାତିର ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଲଗାତାର ଦାବି ହୋଇଆସୁଛି । ଏଠାରେ ଉଲ୍ଲେଖନୀୟ ଯେ ୧୯୦୩ ଡିସେମ୍ବର ମାସରେ ଉତ୍କଳ ଗୌରବ ମଦୁସୂଦନଙ୍କ ଉଦ୍ୟମ କ୍ରମେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଏହି ପଡିଆରେ ମୟୁରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଇଦ୍‍ଗା ପଡିଆ କ୍ରମଶଃ ଜବରଦଖଲକାରୀଙ୍କ କବଜାକୁ ଚାଲିଯାଉଥିବାବେଳେ ଏଠାରେ ରାତିରେ ମଦୁଆଙ୍କ ସମେତ...

ମାଧ୍ୟମିକ ସ୍ତରରେ ସର୍ବାଧିକ ପାଠ ଛାଡୁଛନ୍ତି

0

ଭୁବନେଶ୍ୱର : ପ୍ରାଥମିକ ସ୍ତରରେ ଅଧାରୁ ପାଠପଢା ଛାଡୁଥିବା ପିଲାଙ୍କ ସଂଖ୍ୟା ଖୋରଧା ଜିଲ୍ଲାରେ ସର୍ବାଧିକ ଥିବାବେଳେ ମାଧ୍ୟମିକ ସ୍ତରରେ ଏହି ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ରହିଛି । ସମସ୍ତ ପ୍ରକାର ମାଗଣା ଯୋଜନା ସତ୍ୱେ ଛାତ୍ରଛାତ୍ରୀମାନଙ୍କର ଏଭଳି ଅଧାରୁ ପାଠପଢା ଛାଡିବା ଏବେ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି । ୨୦୨୪-୨୫ ବର୍ଷରେ ପ୍ରାଥମିକ ସ୍ତରରେ ୨୪୫ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡି ଦେଇଛନ୍ତି । ସେହିଭଳି ମାଧ୍ୟମିକ ସ୍ତରରେ ୯୩୮୭ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡିଥିବା ସରକାରୀ...

ପୁରୁଣା ପଦ୍ଧତିରେ ଚାଲିଛି ମଧ୍ୟାହ୍ନଭୋଜନ ୱେବସାଇଟ୍‍

0

ଭୁବନେଶ୍ୱର : ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ଆପ୍ଲିକେଶନଟି ପୁରୁଣା ପଦ୍ଧତିରେ କାର୍ଯ୍ୟକାରୀ ହେଉଛି । ଏହାକୁ ନୂତନ ପଦ୍ଧତିରେ କାର୍ଯ୍ୟାକାରୀ ପାଇଁ ଏନଆଇସିକୁ ୩୪,୩୫,୦୮୪ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ଆପ୍ଲିକେଶନର ସମ୍ପୂର୍ଣ୍ଣ ଉନ୍ନତିକରଣ ପରେ ଏନଆଇସିକୁ ଧାର୍ଯ୍ୟ ଅର୍ଥର ୬୦ପ୍ରତିଶତ ପୂରଣ କରାଯିବ ବୋଲି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ମଧ୍ୟାହ୍ନଭୋଜନ ଡାଟା ସେଣ୍ଟର...

ତିନିଟି ଜିଲ୍ଲାରେ ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ସୁବିଧା

0

ଭୁବନେଶ୍ୱର : ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ଉପସମ ନିମନ୍ତେ ବୃଦ୍ଧ ବୃଦ୍ଧାମାନଙ୍କ ଭୌତିକ ଓ ଅନ୍ୟାନ୍ୟ ଚିକିତ୍ସା ଯୋଗାଇ ଦେବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ୬ଟି ଜିଲ୍ଲାରେ ବାର୍ଦ୍ଧକ୍ୟ ଅକ୍ଷମତା ଉପଶମ କେନ୍ଦ୍ର ଖୋଲିବା ନିମନ୍ତେ ପଦକ୍ଷେପ ନିଆଯାଇଥିଲା । ଏଥି ମଧ୍ୟରୁ ବର୍ତ୍ତମାନ ୩ଟି ଜିଲ୍ଲା ମୟୁରଭଞ୍ଜ, କନ୍ଧମାଳ, ସମ୍ବଲପୁର ଜିଳ୍ଲାରେ ଉପଶମକେନ୍ଦ୍ର ଗୁଡିକରେ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ସୁବିଧା ମିଳୁଛି । ଆଉ ୩ଟି ଜିଲ୍ଲା ଖୋର୍ଦ୍ଧା, କଟକ ଓ ଗଞ୍ଜାମ ଜିଲ୍ଲାରେ ଏଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ...

ରାଜ୍ୟରେ ୨୫୪୨ ଇଂରାଜୀ ବିଦ୍ୟାଳୟ

0

ଭୁବନେଶ୍ୱର : ରାଜ୍ୟରେ ୨୫୪୨ ସଂଖ୍ୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି । ଏଥି ମଧ୍ୟରୁ ୧୮୯୯ ଟି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପ୍ରଥମଶ୍ରେଣୀ ପାଠପଢା ସୁବିଧା ରହିଛି । ଏହିସବୁ ବିଦ୍ୟାଳୟରେ ନାମ ଲେଖାଇବାପାଇଁ ଆବେଦନ ଓ ନାମଲେଖାଫି ଆଦାୟ ସଂକ୍ରାନ୍ତରେ ସରକାରଙ୍କର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ନାହିଁ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଯେ ଘରୋଇ...

Odisha To Set Maritime Corridor

0

Bhubaneswar: The State government will set up the Odisha Marine Biotechnology Research & Innovation Corridor to strengthen the state's marine biotechnology sector, Chief Minister Mohan Charan Majhi announced here today. Through this platform, a roadmap will be developed to harness the bio-potential of the Bay of Bengal along the eastern coast by bringing together various stakeholders, including academics, researchers, philanthropists,...