Odisha Ignites Solar Push

Bhubaneswar; Odisha is aggressively accelerating its solar energy programs, including the PM Surya Ghar Abhiyan, with a focus on simplifying procedures, introducing innovative models, and boosting public awareness. This strategic push aims to overcome existing challenges and significantly enhance the state's renewable energy footprint. High-level government engagement underscores the state's commitment. Vishal Dev, Principal Secretary Energy, is actively working to accelerate...

FM Tragedy Fuels Bottle Ban

0

Bhubaneswar: Petrol pumps across Odisha have reportedly ceased dispensing fuel into any form of bottles or containers, including tin jars, causing significant inconvenience to customers. This stringent measure comes in the wake of a tragic incident where a student from FM College, Balasore, succumbed to severe burn injuries at AIIMS Bhubaneswar after an act of self-immolation. Despite a government directive...

କାରାମୁକ୍ତି ପ୍ରୟାସ ଜାରି

0

ଭୁବନେଶ୍ୱର : ଗ୍ରାହାମ୍‍ ଷ୍ଟେନ୍‍ସ ଓ ତାଙ୍କ ଦୁଇ ନାବାଳକ ସନ୍ତାନଙ୍କୁ ଜୀଅନ୍ତା ପୋଡ଼ି ମାରିଥିବା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମୁଖ୍ୟ ଅପରାଧୀ ରବୀନ୍ଦ୍ର କୁମାର ପାଲ୍‍ ଓରଫ ଦାରା ସିଂର ମୁକ୍ତି ପାଇଁ ତାହାର ଅନ୍ୟ ଜଣେ ସହ ଅପରାଧୀ ଏବେ ଭାରତର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାରାଙ୍କୁ କ୍ଷମା ଦିଆଯାଇ କାରାମୁକ୍ତ କରିବା ପାଇଁ ଏହି ସହଅଭିଯୁକ୍ତ ତାଙ୍କ ଆବେଦନରେ ଦର୍ଶାଇଥିବା ଘଟଣା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଏଠାରେ ଉଲ୍ଲେଖନୀୟ ଯେ...

ଅନିଶ୍ଚିତତା ଘେରରେ ଛାତ୍ର ସଂସଦ ନିର୍ବାଚନ

0

ଭୁବନେଶ୍ୱର : ଛାତ୍ରୀ ଆତ୍ମାହୂତି ଓ ଅନ୍ୟାନ୍ୟ ନାରୀ ନିର୍ଯାତନା ପ୍ରସଂଗକୁ ନେଇ ଯେଉଁ ସରଗରମ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ଓଡ଼ିଶାରେ ହେବ କି ନାହିଁ ସେଥିଘେନି ଏବେଠାରୁ କୌଣସି ପୂର୍ବାନୁମାନ କରିହେବ ନାହିଁ । ଏଠାରେ ଉଲ୍ଲେଖନୀୟ ଯେ କୋଭିଡ୍‍, ଆଇନ୍‍ଶୃଙ୍ଖଳା ପରିସ୍ଥିତି ଓ ଶୈକ୍ଷିକ ବାତାବରଣର ଆଳ ଦେଖାଇ ପ୍ରାୟ ୬ବର୍ଷ ହେବ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ବିରୋଧୀ ଦଳରେ ଥିବାବେଳେ ବିଜେପି ଓ ଏବିଭିପି...

Odisha Ensures TED On Boats

0

New Delhi: Odisha is actively participating in a nationwide initiative to enhance marine turtle conservation, with the state having already amended its Marine Fisheries Regulation Act (MFRA) to mandate the use of Turtle Excluder Devices (TEDs) in trawl fishing nets. This move aligns with a broader directive from the Department of Fisheries, Government of India, urging all coastal states...

Women’s Safety First;LC Odisha

0

Bhubaneswar: Labour Commissioner, Odisha, Indramani Tripathy harped oon raising awareness among officers and staff about the crucial provisions of the Prevention of Sexual Harassment (POSH) Act. Shri Tripathy chaired the Internal Committee in Office of Labour Commissioner, Odisha on 23 July and this proactive initiative underscores the commitment of the Labour Commissioner's approach to ensuring the security, safety, and dignity...

ବିଜେଡି କୋର୍ଟକୁ ଅନାସ୍ଥା ବଲ୍‍ ଫିଙ୍ଗିଲା କଂଗ୍ରେସ

ଭୁବନେଶ୍ୱର : ରାଜ୍ୟବ୍ୟାପି ହେଉଥିବା ନାରୀ ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ କଂଗ୍ରେସ ଦଳର ଅବିରାମ ସଂଗ୍ରାମ ପରିପ୍ରେକ୍ଷୀରେ ଆଜି କଂଗ୍ରେସ ପକ୍ଷରୁ ବିଜେଡି କୋର୍ଟକୁ ଅନସ୍ଥା ବଲ୍‍ ପିଙ୍ଗା ଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା,ଜୟଦେବ ଜେନା ପ୍ରମୁଖ ରାଜନୀତିର ଏହି ଗୋଟି ଚଳାଇଛନ୍ତି । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ସେମାନେ ବିଜେଡିକୁ ଆହ୍ବାନ ଦେଇଛନ୍ତି । ବିଜେଡି ନଆଣିଲେ କଂଗ୍ରେସ ଏହି ପ୍ରସ୍ତାବ ଆଣିବ...

Roopa Roshan Sahoo; New Secy To Guv

Bhubaneswar: Roopa Roshan Sahoo, a distinguished Indian Administrative Service (IAS) officer of the 2006 batch from the Odisha cadre, has assumed the role of Secretary to the Governor of Odisha today, July 23, 2025. Her appointment marks another significant step in her extensive career dedicated to public service. Governor Dr.Hari Babu Kambhampati talked to Smt.Sahoo after she took charge of...

Odisha Bolsters MKUY

Bhubaneswar: The Mukhya Mantri Krushi Udyog Yojana (MKUY) is set for significant enhancements following the 75th State Level Committee meeting, chaired by Principal Secretary Dr. Arbinda Kumar Padhee. The crucial meeting, held at Krushi Bhawan here saw a thorough review of the scheme's progress, proposed modifications, and a new push for supporting commercial layer farming in the state. Dr. Padhee...

ରୂପା ରୋଶନ ହେଲେ ରାଜ୍ୟପାଳଙ୍କ ସଚିବ

0

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀମତୀ ରୂପା ରୋଶନ ସାହୁ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଭାବେ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ସେ ଦକ୍ଷିଣାଂଚଳ ରାଜସ୍ୱ କମିଶନର ଭାବେ ଅବସ୍ଥିତ ଥିଲେ । ୨୦୦୬ ମସିହା ଆଇ.ଏ.ଏସ୍‌. କ୍ୟାଡର ଅଧିକାରୀ ଶ୍ରୀମତୀ ସାହୁ ପ୍ରଶାସନିକ ସେବା ଜୀବନର ଆରମ୍ଭରୁ ବିଭିନ୍ନ ପଦପଦବୀରେ ଅବସ୍ଥିତ ହୋଇ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।