ପିଏସ୍‍ପି ପ୍ରକଳ୍ପ ଲାଗି ୪୫ ସ୍ଥାନ ଚିହ୍ନଟ

0

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦର ସଦୁପଯୋଗ କରି ଅକ୍ଷୟ ଶକ୍ତିର ଉତ୍ସକୁ ବିକଶିତ କରାଯାଉଛି । ଅକ୍ଷୟ ଶକ୍ତିରେ ପମ୍ପଡ୍‌ ଷ୍ଟୋରେଜ୍‌ ପ୍ରୋଜେକ୍ଟ (ପିଏସ୍‌ପି)ର ଗୁରୁତ୍ୱ ସ୍ୱତନ୍ତ୍ର । ସଂପ୍ରତି ଓଡ଼ିଶାର ୪୫ ଗୋଟି ସ୍ଥାନକୁ ପିଏସ୍‌ପି ପ୍ରକଳ୍ପ କରିବା ପାଇଁ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ ୧୦ ଗୋଟି ପ୍ରକଳ୍ପ ସରକାରୀ ସ୍ତରରେ ବିଭିନ୍ନ ପିଏସ୍‌ୟୁମାନଙ୍କ ଦ୍ୱାରା କରାଯିବା ଯୋଜନା ରହିଛି । ଏହା ବାଦ୍‌ କିଛି କମ୍ପାନୀ କେତେକ ସ୍ଥାନକୁ ନିଜସ୍ୱ ଭାବେ ଚିହ୍ନଟ କରିଛନ୍ତି । ଏସବୁର ବିକାଶ କାର୍ଯ୍ୟ ପ୍ରଥମେ...

Opinion Poll For New IT Policy

Bhubaneswar: With an aim to make Odisha a powerhouse in the IT and electronics sectors by 2036 when the state completes 100 years of formation, the State government has drafted new IT Policy and sought opinion from public and concerned stakeholders. The new Policy was drafted to attract new investments by creating world class infrastructure and promoting investor facilitation and...

୨୪ବର୍ଷ ହେଲା ମିଳିନାହିଁ ତଦନ୍ତ ରିପୋର୍ଟ

0

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ଘଟଣାର ତଦନ୍ତ ପାଇଁ ବସିଥିବା କମିଶନ ମଧ୍ୟରୁ ତିନିଟି କମିଶନଙ୍କ ତଦନ୍ତ ବନ୍ଦ ହୋଇଥିଲେ ମଧ୍ୟ ୨୪ବର୍ଷ ପରେ ତାହାର ରିପୋର୍ଟ ସରକାରଙ୍କର ହସ୍ତଗତ ହୋଇନାହିଁ । ଏଥି ମଧ୍ୟରେ ଦୁଇଟି କମିଶନ ୨୦୦୧ ମସିହାରେ ବସିଥିବାବେଳେ ଆଉ ଗୋଟିଏ କମିଶନ ୨୦୦୯ ମସିହାରେ ବସିଥିଲା । ପୁରୀ ଠାରେ ପୁଲିସ୍‍ ଓ ଓକିଲଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳର ତଦନ୍ତ ପାଇଁ ୨୦୦୧ ମସିହାରେ ଗଠନ ହୋଇଥିଲା ଜଷ୍ଟିସ୍‍ ଏ କେ ପରିଚ୍ଛା କମିଶନ । କମିଶନ ବସିବାକୁ...

ଟିକସ ଆଦାୟ କରିପାରିବନି ଆରଏମସି

ଭୁବନେଶ୍ୱର : ରାଜ୍ୟରେ ଥିବା ନିୟନ୍ତ୍ରିତ ବଜାର କମିଟି (ଆରଏମସି)ଗୁଡିକ ଆଉ କୁକୁଡା ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ କରିପାରିବେ ନାହିଁ । ଓଡିଶା ହାଇକୋର୍ଟ ଏ ସଂକ୍ରାନ୍ତରେ ଦେଇଥିବା ରାୟ ପରିପ୍ରେକ୍ଷୀରେ ଓଡିଶା କୃଷି ବିପ୍ପଣନ ବୋର୍ଡ ପକ୍ଷରୁ ସମସ୍ତ ଆରଏମସି ଅଧ୍ୟକ୍ଷଙ୍କୁ ପତ୍ରଲେଖି ଅବଗତ କରାଯାଇଛି । ବୋର୍ଡ ପକ୍ଷରୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ ଓଡିଶା ହାଇକୋର୍ଟ କୁକୁଡା ଉପରୁ ଟିକସ ଆଦାୟ ନକରିବାକୁ ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି । ତେଣୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ କୌଣସି...

India Win Champions Trophy

0

New Delhi: India achieved four-wicket win over New Zealand in the final of Champions Trophy 2025 to clinch a record third title. Chasing 252 against the New Zealand, India reached home in 49 overs at Dubai International Cricket Stadium. India were the joint-winners of Champions Trophy in 2002 before clinching the title again in 2013. Now, Team India has...

Gurujee Opens Srilanka Sai Temple

0

Colombo: In a grand spiritual event marked by devotion and reverence, Gurujee Chandrabhanu Satpathy inaugurated a newly constructed Shirdi Sai Baba temple at Elston Estate, Avissawella, Sri Lanka. The temple, whose foundation was laid by Gurujee in 2018, witnessed the sacred Prana Pratishtha ceremony performed amid the chants of “Sainam” and “Sairam” by hundreds of devotees. The revered spiritual leader,...

ବାଲି ମାଫିଆଙ୍କୁ ଧର

ଭୁବନେଶ୍ୱର : ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ  କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି। ଏହି କ୍ରମରେ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି। ରବିବାର ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ପୋଲିସର ସ୍ୱତନ୍ତ୍ର...

ଶିଳ୍ପ ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଆବଶ୍ୟକ

0

ଭୁବନେଶ୍ୱର : ଶିଳ୍ପ ପ୍ରଗତି ସହିତ ପରିବେଶଗତ ସନ୍ତୁଳନ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି । ଆଜି ବିଜୁ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆ, ବରମୁଣ୍ଡାଠାରେ ଆୟୋଜିତ ଓଡ଼ିଶା ମାଇନିଂ ଏକ୍‌୍ସପୋ ଏବଂ କନକ୍ଲେଭର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍‌ବୋଧନ ଦେଇ ଇଣ୍ଡଷ୍ଟ୍ରି ଲିଡର୍‌, ନୀତି ନିର୍ଦ୍ଧାରକ ଏବଂ ବିଶେଷଜ୍ଞମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ଯେ, ଭାରତର ଖଣିଜ-ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା...

CM Launches Anandpur Projects

Keonjhar: Chief Minister Mohan Charan Majhi today launched developmental projects worth Rs 160 crore for the Anandpur sub-division of his native district Keonjhar. The Chief Minister launched these projects while gracing the 61st annual festival of Anandpur College as the Chief Guest On this occasion, the Chief Minister inaugurated 16 projects worth about Rs 42 crore for Anandpur Sub Division and...

MCL Adopts 50 Orphan Girls

Sambalpur: In a landmark initiative on International Women’s Day, Mahanadi Coalfields Limited (MCL) has adopted 50 orphan girl children in collaboration with the Aswasana Trust, an initiative by the Jharsuguda district administration. This noble step aims to secure the future of orphaned girls by providing them with financial aid for education, nutrition and overall well-being, officials said. The Aswasana Trust of...