କେନ୍ଦୁପତ୍ରରୁ ଆୟ କମୁଛି
ଭୁବନେଶ୍ୱର : କେନ୍ଦୁପତ୍ର କାରବାରରୁ ଓଡିଶା ବନ ଉନ୍ନୟନ ନିଗମର ଆୟ ହ୍ରାସ ପାଉଛି । ଅନ୍ୟ ପକ୍ଷରେ ବାଉଁଶ ଓ ମହୁ କାରବାରରୁ ନିଗମର ଆୟ ବଢିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଓଡିଶାର ଜଙ୍ଗଲରୁ ଉତ୍ପାଦନ ହେଉଥିବା ଲଘୁ ବନ ଜାତ ସାମଗ୍ରୀ ମଧ୍ୟରୁ କେନ୍ଦୁପତ୍ର, ବାଉଁଶ ଏବଂମହୁର ଉତ୍ପାଦନ...
ସୋଆ ପକ୍ଷରୁ ପ୍ରଥମ ‘ପ୍ରାଚୀନ’ ସମ୍ପାନ ଆୟୋଜିତ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଣ୍ଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ଓ କଟକସ୍ଥିତ ଓଡିଆ ଗବେଷଣା ପରିଷଦର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟ ପରିସରରେ ଜଗନ୍ନାଥ ଦାସଙ୍କ ମହାଭାରତ ଶୀର୍ଷକର ପ୍ରଥମ ‘ପ୍ରାଚୀନ’ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନର ମୁଖ୍ୟ ଆଲୋଚକ ଭାବେ ବିଶିଷ୍ଟ ଭାଷାବିଜ୍ଞାନୀ ପ୍ରଫେସର ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ ଯୋଗଦେଇ ଜଗନ୍ନାଥ ଦାସଙ୍କ ମହାଭାରତର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ...
Rivers At Risk
Bhubaneswar: A group of people from various walks of life who had gathered for the eighth edition of Odisha Manaska circle at Saheed Nagar to discuss about dying rivers and dying traditions in Odisha lent their voice to support "Save Gangua" and decided to form a pressure group to work towards saving, reviving and rejuvenating dying rivers in Odisha...
ନଦୀ ପୁନରୁଦ୍ଧାର ପାଇଁ ଏକାଠି
ଭୁବନେଶ୍ୱର: ଓଡ଼ିଶାର ନଦୀ ଓ ଜଳାଶୟଗୁଡ଼ିକର ଖରାପ ଅବସ୍ଥାକୁ ନେଇ ଚିନ୍ତା ବଢ଼ୁଛି ଏଥିପାଇଁ ବିଭିନ୍ନ ପୃଷ୍ଠଭୂମିର ନାଗରିକମାନେ ଏକାଠି ହୋଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଓଡ଼ିଶା ମନସ୍କ ସର୍କଲର ଅଷ୍ଟମ ସଂସ୍କରଣରେ ପରିବେଶ କର୍ମୀ, ଐତିହ୍ୟ ସଂରକ୍ଷକ, ଶିକ୍ଷାବିତ୍ ଏବଂ ସଚେତନ ନାଗରିକମାନେ ଏକାଠି ହୋଇ "ମରିଯାଉଥିବା ନଦୀ, ମରିଯାଉଥିବା ପରମ୍ପରା: ଆମେ ଓଡ଼ିଶାର ନଦୀଗୁଡ଼ିକୁ ରକ୍ଷା ନକରି ଓଡ଼ିଶାର ସାମାଜିକ-ସାଂସ୍କୃତିକ ପରିଚୟ ରକ୍ଷା କରିପାରିବା କି"? ନାମକ ଏକ ବିଷୟବସ୍ତୁ ଉପରେ ବିଚାର ବିମର୍ଶ କରିଥିଲେ । ରାଜ୍ୟରେ...
PM Speaks On Mahakumbh
New Delhi: Prime Minister Narendra Modi addressed the Lok Sabha today on the successful conclusion of the Mahakumbh in Prayagraj, Uttar Pradesh. He extended his heartfelt salutations to the countless citizens of the nation, whose efforts ensured the grand success of the Mahakumbh. Highlighting the collective contributions of various individuals and groups in making the Mahakumbh a success, he...
Move To Tap New Data
New Delhi: The rapid advancements in technology have given rise to non-conventional data sources, offering new opportunities for data-driven decision-making. The non-conventional data sources come from earth observation (satellite images); Mobile telecommunications (call records); social networks (sentiment analysis), and citizen-generated data (civil society data). Many of these are considered big data, large volumes of unstructured information that require new capacities for their analysis....
Verma Gets Minor Minerals
Bhubaneswar: Odisha Government has appointed 2011 Batch IAS Samarth Verma as Director Minor Minerals. While the Chief Secretary, Manoj Kumar Ahuja has directed all District Collectors and SPs to intensify enforcement drives and conduct raids to curb illegal mining and transportation of minerals., today Government of Odisha has posted an able mandarin in charge of Directorate of Minor Minerals. There is...
ଅଭିଯୋଗ ପ୍ରକୋଷ୍ଠକୁ ନବୀନ ଆସିଛନ୍ତି ୭୬ଥର
ଭୁବନେଶ୍ୱର : ୨୦୦୦ ମସିହାରୁ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମୁଖ୍ୟମନ୍ତ୍ରୀ ମାତ୍ର ୭୬ଥର ପାଇଁ ଆସିଛନ୍ତି । ୨୦୦୮ ପରଠାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିନାହାନ୍ତି । ତେବେ ୨୦୨୪ ଜୁନ୍ରୁ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ୯ଥର ପାଇଁ ଆସିଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ୨୦୦୦ ମସିହାରୁ ୨୦୨୪ ମଧ୍ୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ...
ବରପୁତ୍ରଙ୍କ ସ୍ମାରକୀ ନିର୍ମାଣ ବିଳମ୍ବ
ଭୁବନେଶ୍ୱର : ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ଜନ୍ମପୀଠକୁ ଯେଭଳି ରାଜ୍ୟ ସରକାର ଐତିହସ୍ଥଳୀ ଭାବେ ବିକଶିତ କରିଛନ୍ତି ସେହିପରି ଉତ୍କଳ ଗୌରବ ମଧୁସୂଦନ ଦାସ, ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀ ଏବଂ ମା’ରମାଦେବୀଙ୍କ ନିବାସ ସ୍ଥଳକୁ ରାଜ୍ୟ ମାନ୍ୟତା ଦେଇ ଏଠାରେ ସୁଦୃଶ ସଂଗ୍ରହାଳୟ ସ୍ଥାପନ ଲାଗି ବିଭିନ୍ନ ମହଲରୁ ଦାବି...
ଖାଲି ପଡିଛି ୬୭ ଆଇଏଏସ୍ ପଦବୀ
ଭୁବନେଶ୍ୱର : ରାଜ୍ୟରେ ୬୭ଟି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ପଦବୀ ଖାଲି ପଡିଥିବାବେଳେ ୬୯ଟି ଭାରତୀୟ ପୁଲିସ୍ ସେବା (ଆଇପିଏସ୍) ପଦବୀ ଖାଲି ପଡିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟ ପାଇଁ ୨୪୮ ଟି ମଞ୍ଜୁରୀପ୍ରାପ୍ତ ଆଇଏଏସ୍ ପଦବୀ ଥିବାବେଳେ ଏଥିରେ ୧୮୧ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି ଏବଂ ୬୭ଟି ଆସନ ଖାଲି ପଡିଛି ।...








