ଇଡ଼ି କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ଭୁବନେଶ୍ୱର : ମୋଦୀ ସରକାର ଅନ୍ୟାୟ ଭାବରେ “ ନ୍ୟାସନାଲ ହେରାଲ୍ହ” ସମ୍ବାଦ ପତ୍ରର ସମ୍ପଭିକୁ ଜବତ ଏବଂ କଂଗ୍ରେସ ଦଳର ନେତୃବର୍ଗଙ୍କ ବିରୁଦ୍ଧରେ ମନମୁଖୀ ଚାର୍ଜସିଟ୍ ଦାଖଲ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନକ୍ରମେ ସମସ୍ତ ଜିଲ୍ଲା କଂଗ୍ରେସ ସମସ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଦର ମହକୁମାରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦୀ ସରକାରଙ୍କର ମନମାନି, ପ୍ରତିହିଂସା ଓ ଅତ୍ୟାଚାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷିରେ ପ୍ରଦେଶ କଂଗ୍ରେସ କମିଟି...
Srikant Prusty; State Co-op Election Commissioner
Bhubaneswar: The Government of Odisha has appointed seasoned administrator Srikant Prusty as the Commissioner of the State Co-operative Election Commission. Shri Prusty, a distinguished IAS officer of the 2003 batch who recently retired from his illustrious services, brings to the role a wealth of experience and a proven track record in government administration and the development sector. An alumnus of...
ଲକ୍ଷପତି ଦିଦି ସୃଷ୍ଟିରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇ ଦେଇ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରୁଥିବା “ଲକ୍ଷପତି ଦିଦି” ଯୋଜନାରେ ଓଡିଶା ଆଜି ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି । ଏପ୍ରିଲ ୧୩, ୨୦୨୫ ସୁଦ୍ଧା, ଓଡିଶାରେ ଚିହ୍ନଟ କରାଯାଇଥିବା ୧୭.୫୯ ଲକ୍ଷ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ ୧୪ ଲକ୍ଷ ରୁ ଉର୍ଦ୍ଧ୍ଵ ମହିଳା ଏଯାବତ ଲକ୍ଷପତି ଦିଦିରେ ପରିଣତ ହୋଇସାରିଛନ୍ତି । ଅନୁମୋଦିତ ଲକ୍ଷ୍ୟର ୮୨% ପୂରଣ...
କୁତ୍ରିମ ବୁଦ୍ଧିମତାର ଉପଯୋଗ କର୍ମଶାଳା
ଭୁବନେଶ୍ୱର : ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୁତ୍ରିମ ବୁଦ୍ଧିମତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍ଓ୍ୱାନି ଫାଉଣ୍ଡେସନ ର ମିଳିତ ଆନୁକୁଲ୍ୟରେ ଏକ କର୍ମଶାଳାର ଆୟୋଜନ କରାଯାଇଛି।ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୁତ୍ରିମ ବୁଦ୍ଧିମତା (ଏ.ଆଇ.)’ ର ପ୍ରୟୋଗ ଉପରେ ତାଲିମ ସମ୍ବନ୍ଧିତ ଏହା ଥିଲା ପ୍ରଥମ କର୍ମଶାଳା । ପର୍ଯ୍ୟାୟ କ୍ରମେ...
ଓଡିଶାର ସୁଦୀର୍ଘ ରେଳ ସୁଡଙ୍ଗ
ଭୁବନେଶ୍ୱର : ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ, (୪୧୫୮ ମିଟର ଦୈର୍ଘ୍ୟ ବିଶିଷ୍ଟ), ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଟନେଲ୍ ଟି-୪ ର ଆଜି ସଫଳ ଭାବେ "ଡେଲାଇଟିଂ"ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି । ଏହି ଟନେଲ୍ ବୌଦ୍ଧ ଜିଲ୍ଲାର ଆଢେଣିଗଡ଼-ଚାରିଛକ ଷ୍ଟେସନ ମଧ୍ୟରେ ଅବସ୍ଥିତ ଏବଂ ଏହି କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା ସମାପ୍ତ ହୋଇଛି। ଏହି ଟନେଲ୍ କେବଳ ଏହି ପ୍ରକଳ୍ପରେ ନୁହେଁ, ବରଂ ସମଗ୍ର ଓଡ଼ିଶାରେ ସୁଦୀର୍ଘ ରେଳ ସୁଡ଼ଙ୍ଗ ଭାବେ ଇତିହାସ ରଚିଛି ।...
Positive Growth In Exports
New Delhi: Santosh Sarangi, Director General Foreign Trade is happy as India's merchandise exports for the fiscal year 2024-25 (April-March) reached a cumulative value of US$ 437.42 Billion, registering a modest positive growth of 0.08% compared to the US$ 437.07 Billion recorded in FY 2023-24. DGFT, Shri Sarangi reviewed the export scenario in view of Tariff War. And the latest...
State Boost For MSME
Baripada: The Ministry of Micro, Small & Medium Enterprises (MSME), Government of India, organised the ‘PM Vishwakarma – National SC-ST Hub Conclave’ on 16 April, 2025, at the Convention Hall, Maharaja Sriram Chandra Bhanja Deo University, Baripada, Mayurbhanj, Odisha. The event commenced with the inauguration of an exhibition and brought together stakeholders, beneficiaries, and government officials to highlight key initiatives such...
Akhilesh Meets Srikant
Bhubaneswar: Samajwadi Party (SP) President Akhilesh Yadav met with senior Congress leader and former Union Minister Srikant Jena in Odisha today, signaling potential political developments in the state. The meeting occurs at a time when the BJD is facing internal challenges. While Shri Jena maintains that he remains within the Congress party, the discussions suggest that the SP is aiming...
Congress Gheroes ED Office
Bhubaneswar: The National Herald case has once again ignited political tensions in India, with the Enforcement Directorate (ED) filing a charge-sheet against prominent Congress leaders Sonia Gandhi and Rahul Gandhi.This has led to widespread protests by Congress workers across the nation. In Odisha Hundreds of Congress workers and leaders converged outside the office of the Enforcement Directorate (ED) here...
ମିଳୁଥିବା କିରୋସିନି ଉଠାଣ ହେଉନି
ଭୁବନେଶ୍ୱର : କେନ୍ଦ୍ର ସରକାର ଓଡିଶାକୁ ଯେତିକି ପରିମାଣର କିରୋସିନି ଯୋଗାଇ ଦେଉଛନ୍ତି ସେଥି ମଧ୍ୟରୁ କେତେକ ଜିଲ୍ଲାରେ ଅଧା କିରୋସିନି ବି ଉଠାଣ ହୋଇପାରୁ ନାହିଁ । ତେବେ ରାଜ୍ୟ ସରକାର ମିଳୁଥିବା କିରୋସିନିରୁ ହାରାହାରି ୬୬ ପ୍ରତିଶତରୁ ଅଧିକ ଉଠାଣ ହେଉନଥିବା ଜଣାଯାଇଛି । କେନ୍ଦ୍ର ସରକାର ରାଜ୍ୟକୁ ତ୍ରୌମାସିକ ହିସାବରେ କିରୋସିନି ଯୋଗାଇ ଦେଇଥାନ୍ତି । ଚଳିତବର୍ଷ ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟକୁ ୪୯୪୪ କିଲୋ ଲିଟର କିରୋସିନି ଯୋଗାଇ ଦିଆଯାଇଛି । ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା...









