Assam Minister Meets CM
Bhubaneswar: Rupesh Gowala, the Minister holding key portfolios of Home (Prisons, Home Guards and Civil Defense), Labour Welfare, and Tea Tribes and Adivasi Welfare, paid a courtesy call on Chief Minister Mohan Charan Majhi today at the Lok Seva Bhawan in Bhubaneswar. While the specifics of their discussion were not immediately disclosed, the meeting between the Chief Minister of Odisha...
State BJP Team First; Samal
Bhubaneswar: Odisha BJP President Man Mohan Samal, fresh from high-level deliberations in Delhi met with President of India, Droupadi Murmu and with top party brass including J P Nadda, National President of BJP, Union Minister Ashwini Vaishnaw and others. He also talked to BJP General Secretary BJP, Sunil Bansal, B.L. Santosh, and Narendra Singh Tomar, has outlined the party's strategic...
Vigilance Arrests Nepak
Bhubaneswar: In a major crackdown on corruption, Sri Rama Chandra Nepak, Deputy Ranger of Jeypore Forest Range, Koraput, was arrested by the Odisha Vigilance today for allegedly possessing assets disproportionate to his known sources of income. He is slated to be forwarded to the Court of Special Judge, Vigilance, Jeypore, later today. The arrest follows extensive searches conducted on Shri...
Vision For Odisha Factories
Bhubaneswar: Shri Indramani Tripathi, Labour Commissioner and Director, Factories and Boilers, Odisha demonstrated strong leadership today as he inaugurated a state-level workshop for Labour Welfare Officers in Bhubaneswar. His address underscored the critical role of these officers in fostering industrial harmony and productivity. In his capacity as Chief Guest at the State Labour Institute Conference Hall, Commissioner Shri Tripathi emphasized...
ସ୍ୱରେଜ ସଫା ପାଇଁ ସମନ୍ୱୟ ନାହିଁ
ଭୁବନେଶ୍ୱର : ସହରାଞ୍ଚଳରେ ଥିବା ସ୍ୱରେଜ ଲାଇନ୍ ଓ ଟାଙ୍କିଗୁଡିକୁ ଶ୍ରମିକଙ୍କ ବଦଳରେ ମେସିନ୍ ଲଗାଇ ସଫା କରିବାପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାମାନେ ମଧ୍ୟ ଏଥିପାଇଁ ଯନ୍ତ୍ରପାତି ଖରିଦ କରିଛନ୍ତି । ହେଲେ ଖୋଦ୍ ରାଜଧାନୀରେ ବିଏମ୍ସି ଓ ୱାଟ୍କୋ ମଧ୍ୟରେ ସମନ୍ୱୟ ଅଭାବରୁ ଯାନ୍ତ୍ରିକ ଉପାୟରେ ସ୍ୱରେଜ ଲାଇନ୍ଗୁଡିକୁ ସଫା କରିବା ଅନେକ ସ୍ଥାନରେ ସମ୍ଭବପର ହୋଇପାରୁ ନଥବା ଦେଖିବାକୁ ମିଳୁଛି । ସ୍ୱରେଜ ଲାଇନ୍ ଟାଙ୍କି ମଧ୍ୟରୁ ମଇଳା କାଢିବା ସମୟରେ ଶ୍ରମିକ...
ରେଳ ଦୁର୍ଘଟଣା ତଳ ମୁହାଁ
ଭୁବନେଶ୍ୱର : ଦେଶରେ ରେଳ ଦୁର୍ଘଟଣା ସଂଖ୍ୟା ତଳମୁହାଁ ହୋଇଛି । ବିଗତ ଚାରିବର୍ଷ ଧରି ଲଗାତାର ଭାବେ ରେଳ ଦୁର୍ଘଟଣା ହ୍ରାସ ପାଉଥିବା ନେଇ ଲୋକସଭାରେ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀଙ୍କ ସୂଚନା ଅନୁଯାୟୀ୨୦୨୨-୨୩ ବର୍ଷରେ ଦେଶରେ ୪୮ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ୨୦୨୩-୨୪ ବର୍ଷୋର ଏହା ୪୦କୁ ହ୍ରାସ ପାଇଥିଲା । ସେହିଭଳି ୨୦୨୪-୨୫ ବର୍ଷରେ ୩୧ଟି ରେଳ ଦୁର୍ଘଟଣା ରେକର୍ଡ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଜୁନ୍ ଶେଷ ପର୍ଯ୍ୟନ୍ତ ଦେଶରେ ମାତ୍ର ୩ଟି ରେଳ...
India-Maldives Forge Stronger Ties
New Delhi: The State Visit of the Prime Minister Narendra Modi to the Maldives has concluded with a significant strengthening of bilateral ties, marked by the signing of numerous agreements and Memoranda of Understanding (MoUs) across various sectors. The visit underscored a shared commitment to enhancing cooperation and fostering mutual development between the two nations. Key Outcomes and Agreements: The visit...
ରାଷ୍ଟ୍ରୀୟ ସଭାପତିଙ୍କୁ ଦେଲେ ରିପୋର୍ଟ କାର୍ଡ
ନୂଆଦିଲ୍ଲୀ : ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଆଜି ନୂଆଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରି ବିଗତ ବର୍ଷକ ମଧ୍ୟରେ ନିଜ ନିର୍ବାଚନମଣ୍ଡଳୀରେ କରିଥିବା ଉନ୍ନୟନମୂଳକ କାର୍ଯ୍ୟର ଏକ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଧାୟକ ହିସାବରେ ଶ୍ରୀ ତ୍ରିପାଠୀ ନିଜ ନିର୍ବାଚନମଣ୍ଡଳୀ ପାଇଁ କି କି କାର୍ଯ୍ୟ କରିଛନ୍ତି ତାହା ଏହି ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ରିପୋର୍ଟକାର୍ଡ ପୁସ୍ତକ ପାଇ ଶ୍ରୀ ନଡ୍ଡା ଖୁସିବ୍ୟକ୍ତ...
ଅକ୍ଷୟଶକ୍ତି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର : ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା। ୮୬୯.୮ କୋଟି ଟଙ୍କା ବିନିଯୋଗରେ ମୋଟ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଗ୍ରିଡକୋ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟପ୍ରିୟ ରଥଙ୍କ ସମେତ...
ନୂଆପଡ଼ାରେ ୯୪୪ ଜଣଙ୍କୁ ଚିକିତ୍ସା ସୁବିଧା
ଭୁବନେଶ୍ୱର : ସାର୍ବଜନୀନ ଗୁଣାତ୍ମକ ସ୍ଵାସ୍ଥ୍ୟସେବାର ସଫଳ ରୂପାୟନ ସ୍ୱରୂପ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଦୂରଦୂରାନ୍ତ ଅଞ୍ଚଳ ଅଧିବାସୀଙ୍କ ନିମନ୍ତେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଚଳିତ ମାସ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ଵାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସପିଟାଲରୁ ୧୧ ଜଣ ବିଶେଷଜ୍ଞ ଏହି ଶିବିରରେ ଅବସ୍ଥାନ କରି ଉଚ୍ଚତର ଚିକିତ୍ସା ନିମନ୍ତେ ଚିହ୍ନଟ ହୋଇଥିବା ରୋଗୀମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇଦେଇଛନ୍ତି...










