ଆଗକୁ ଆହୁରି ଚାକିରି ଖାଇବ

0

ଭୁବନେଶ୍ୱର : କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ର ବ୍ୟବହାର ଯେତେ ଅଧିକ ବଢିବ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ନିଯୁକ୍ତି ସମ୍ଭାବନା ସେତେ ସଙ୍କୁଚିତ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଏଆଇ ଯୋଗୁଁ ୟୁରୋପ, ଆମେରିକା ଭଳି ଆଗୁଆ ଦେଶଗୁଡିକରେ ସରକାରୀ ଓ ଘରୋଇ କ୍ଷେତ୍ରରେ କର୍ମନିଯୁକ୍ତି କମିବା ସହ ବେକାରୀ ଓ ବେରୋଜଗାରୀ ବଢୁଛି । ପୂର୍ବରୁ କମ୍ପ୍ୟୁଟର ବ୍ୟବହାର କରାଯାଉନଥିବା ସମୟରେ ସରକାରୀ କ୍ଷେତ୍ରରେ ଯେତେ କର୍ମଚାରୀଙ୍କର ଆବଶ୍ୟକତା ପଡୁଥିଲା ତାହା ଢେର କମିଛି । ଏବେ...

ସୋଆ ପୁଷ୍ପ ଉତ୍ସବ ଉଦ୍‌ଘାଟିତ

0

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ସୋମବାର ଦୁଇ ଦିନିଆ ‘ପ୍ରଥମ ସୋଆ ପୁଷ୍ପ ଉତ୍ସବ’ ଉଦ୍‌ଘାଟିତ ହୋଇଯାଇଛି ।ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଇଛି । ଏହି ଅବସରରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...

ଏଣିକି ସରକାରୀ କାର୍ଯ୍ୟ ଅନଲାଇନରେ

ଭୁବନେଶ୍ୱର : ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସବୁ ବିଭାଗକୁ ଯେଉଁ ୧୫ ସୂତ୍ରୀ ବିଷୟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ କିଭଳି ଅନୁପାଳନ କରାଯାଇପାରିବ ସେ ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ବିଭାଗ ପକ୍ଷରୁ ନିଆଯାଇଥିବା...

ଘୁମୁରା ଉତ୍ସବର ଆକର୍ଷଣ ବେଦାନ୍ତ ପାଭିଲିୟନ

0

ଭବାନୀପାଟଣା:  ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କଳାହାଣ୍ଡି ଉତ୍ସବ-ଘୁମୁରା ୨୦୨୬ ର ୨୮ତମ ସଂସ୍କରଣରେ ଅଂଶଗ୍ରହଣ କରି ଏହାର ଲାଞ୍ଜିଗଡ଼ ବିଶୋଧନାଗାରର ପରିଚାଳନା ଏବଂ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମର ପ୍ରମୁଖ ଦିଗକୁ ପ୍ରଦର୍ଶିତ କରିଥିଲା। କମ୍ପାନୀର ପ୍ୟାଭିଲିୟନକୁ ୩୦,୦୦୦ ରୁ ଅଧିକ ପରିଦର୍ଶକଙ୍କ ଆଗମନ ରେକର୍ଡ କରାଯାଇଥିଲା ଯେଉଁଠାରେ ବକ୍ସାଇଟ୍ ରୁ ଆଲୁମିନିୟମ୍ ଉତ୍ପାଦନ ଏବଂ ଏହାର ପ୍ରୟୋଗ ବିଷୟରେ ଏକ ସ୍ପଷ୍ଟ ଦୃଷ୍ଟିକୋଣ ପ୍ରଦାନ କରାଯାଇଥିଲା । ଭବାନୀପାଟଣାରେ ଆୟୋଜିତ ଏହି ଉତ୍ସବ ବେଦାନ୍ତ ଆଲୁମିନିୟମ ପାଇଁ ଜିଲ୍ଲା ସହିତ...

Singh Sets Road Infra Timeline

0

Bhubaneswar: In a significant move to overhaul the infrastructure landscape of Odisha, Principal Secretary Works, Shri Sanjay Kumar Singh has initiated a high-level review of several multi-crore road projects. Under the guidance of Chief Minister Shri Mohan Charan Majhi and Minister Shri Prithviraj Harichandan, the Department of Works is prioritizing a robust transport network designed to link major economic...

Mohapatra Defiance Rattles BJD

0

Bhubaneswar: The suspension of Patkura MLA Arvind Mohapatra has rapidly evolved into a major political crisis for the Biju Janata Dal, with the young legislator directly challenging the party leadership in a way that has left BJD Supremo Naveen Patnaik and his advisors struggling to provide coherent justifications. Since the order was issued, Shri Mohapatra has refused to retreat,...

ବିକ୍ରି ନହୋଇ କମୁଛି ଧାନ ଓଜନ

0

ଭୁବନେଶ୍ୱର : ପଶ୍ଚିମଓଡିଶାରେ ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ ଉପକୂଳ ଓଡିଶାର ଚାଷୀମାନଙ୍କୁ ଚିନ୍ତାରେ ପକାଇଲାଣି । ସେମାନେ ଅମଳ କରିଥିବା ଧାନ ଶୁଖି ଯାଉଥିବାରୁ ଚଳିତବର୍ଷ ଧାନ ଉଠିଲା ବେଳକୁ ଓଜନ ହ୍ରାସ ଯୋଗୁଁ ବହୁ କ୍ଷତି ସହିବାକୁ ପଡିବ ବୋଲି ଚାଷୀମାନେ ମତ ଦେଇଛନ୍ତି । ଗତବର୍ଷ ଖରିଫ ଋତୁରେ ଜଗତ୍‍ସିଂହପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ ଜାନୁଆରୀ ମାସ ପ୍ରଥମ ସପ୍ତାହରେ ଧାନ ଉଠାଣ ଆରମ୍ଭ ହୋଇଥିଲା । ଏହାର ବହୁ ପୂର୍ବରୁ ଅର୍ଥାତ୍‍ ଡିସେମ୍ବର ମାସରେ ଚାଷୀଙ୍କ ମୋବାଇଲକୁ ଟୋକନ...

ଘରୋଇ ଡାକ୍ତରଖାନାରେ ବଢୁଛି ସିଜରିଆନ ପ୍ରସବ

0

ଭୁବନେଶ୍ୱର : ସରକାରୀ ଡାକ୍ତରଖାନାରେ ପ୍ରସୂତୀମାନଙ୍କ ପାଇଁ ସରକାର ସମସ୍ତ ପ୍ରକାର ସୁବିଧା ପ୍ରଦାନ ସତ୍ୱେ ରାଜ୍ୟରେ ଘରୋଇ ଡାକ୍ତରଖାନାରେ ପିଲା ଜନ୍ମ ସଂଖ୍ୟା ବୃଦ୍ଧି ପାଉଛି । ବର୍ଷକୁ ବର୍ଷ ଘରୋଇ ଡାକ୍ତରଖାନାରେ ଅପରେସନ ପଦ୍ଧତିରେ ପିଲାଜନ୍ମ (ସିଜରିଆନ୍‍) ସଂଖ୍ୟା ବଢି ଚାଲିଥିବା ଲକ୍ଷ୍ୟ କରାଯାଉଛି । ଗର୍ଭବତୀ ମହିଳାମାନଙ୍କ ଲାଗି ସରକାରୀ ଡାକ୍ତରଖାନାରେ ମାଗଣାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ଠାରୁ ଆରମ୍ଭକରି ପିଲାଜନ୍ମ ପର୍ଯ୍ୟନ୍ତ ସମସ୍ତ ସୁବିଧା ରହିଥିବା ସରକାର ବାରମ୍ବାର କହୁଛନ୍ତି । ଏଥି ସହିତ ଯେଉଁମାନେ ସରକାରୀ ଡାକ୍ତରଖାନାରେ...

Cold: Life, Crops & Health Hit

0

Bhubaneswar: Weather conditions across Odisha are currently transitioning as a fresh spell of cold wave conditions persists in the interior districts while coastal areas experience a gradual rise in night temperatures. As of January 19, 2026, the state is observing sunny daytime conditions with a temperature of 24°C and an east wind flowing at 4 mph. While the maximum...

Singh Deo Honors Lawn Bowls Winners

0

Balangir: Top players of the district continue to dominate the lawn bowls circuit in Odisha, underscored by the recent valedictory ceremony of the world-class Lawn Bowls Arena at the R N Singh Deo Sports Complex. The event was graced by veteran leader Shri Anang Uday Singh Deo, who was instrumental in the conceptualization and development of the facility during...