SOA Pacts With IGNOU
Bhubaneswar: The Siksha ‘O’ Anusandhan Deemed to be University (SOA) here has signed a Memorandum of Understanding (MoU) with the Indira Gandhi National Open University (IGNOU) for jointly offering seven academic programs in agricultural sciences under distance education system by setting up a Learner Support Centre (LSC) in SOA. Both parties agreed to terms and conditions governing their relationship to...
ଜଳ-ଜଙ୍ଗଲ-ଜମି ହକ ପାଇଁ ଲଢିବ କଂଗ୍ରେସ
ଭୁବନେଶ୍ୱର : ଏ ଦେଶରେ ଜଳ-ଜଙ୍ଗଲ-ଜମି ପାଇଁ ବ୍ରିଟିଶ ବିରୁଦ୍ଧରେ ଲଢ଼ି ହଜାର ହଜାର ଆଦିବାସୀ ଶହୀଦ ହୋଇଛନ୍ତି । ସ୍ୱାଧୀନ ଭାରତରେ ପୁଣି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିକୁ ଲୁଟ କରୁଥିବା ଲୁଟେରା ପୁଞ୍ଜିପତି ଓ ବିଜେପିର ମିଳିତ ଶକ୍ତି ବିରୁଦ୍ଧରେ ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ଆଦିବାସୀମାନେ ପ୍ରସ୍ତୁତ ହେବା ଦରକାର ବୋଲି ଓଡ଼ିଶା ଆଦିବାସୀ କଂଗ୍ରେସର ରାଜ୍ୟସ୍ତରୀୟ ବୈଠକରେ ଯୋଗଦେଇ ଅଖିଲ ଭାରତ ଆଦିବାସୀ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିକ୍ରାନ୍ତ ଭୂରିଆ ଆହ୍ୱାନ ଦେଇଛନ୍ତି । ଓଡ଼ିଶା ଆଦିବାସୀ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ...
ସୋଆ ଏବଂ ଇଗ୍ନୁ ମଧ୍ୟରେ ବୁଝାମଣା
ଭୁବନେଶ୍ୱର: କୃଷି ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବରେ ଦୂରଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ୭ଟି ଶିକ୍ଷା କାର୍ଯ୍ୟକ୍ରମ ପ୍ରବର୍ତନ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଇନ୍ଦିରା ଗାନ୍ଧି ନ୍ୟାସ୍ନାଲ୍ ଓପନ୍ ୟୁନିଭର୍ସିଟି (ଇଗ୍ନୁ) ମଧ୍ୟରେ ଏକ ବୁଝମଣା ସ୍ୱାକ୍ଷରିତ ହୋଇଯାଇଛି । ସୋଆରେ ଇଗ୍ନୁ ପକ୍ଷରୁ ଏକ ଲର୍ଣ୍ଣର ସପୋର୍ଟ ସେଂଟର (ଏଲ୍ଏସ୍ସି) ଆରମ୍ଭ କରାଯାଇ ଏହି ଶିକ୍ଷା କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ବୁଝାମଣାରେ ଦର୍ଶାଯାଇଛି । ସମାଜରେ ଶିକ୍ଷାର ସୁଯୋଗକୁ ବିସ୍ତୃତ କରିବା ଲକ୍ଷ୍ୟରେ ଏହି ବୁଝାମଣା...
ସମ୍ରେ ମାଗଣା ସିୱାଇ ଟିବି ପରୀକ୍ଷଣ
ଭୁବନେଶ୍ୱର : ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଅଭିଯାନ ପରିପ୍ରେକ୍ଷୀରେ ମଣିଷ ଶରୀରରେ ଯକ୍ଷ୍ମା ଜୀବାଣୁ ଚିହ୍ନଟ କରିବା ନିମନ୍ତେ ସ୍ଥାନୀୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ୱିଟାଲ୍ରେ ବିନା ମୂଲ୍ୟରେ ସିୱାଇ ଟିବି ଇନ୍ଟ୍ରାଡର୍ମାଲ ସ୍କିନ୍ ପରୀକ୍ଷଣ ଉପଲବ୍ଧ ହୋଇଛି । ସମ୍ ହସ୍ପିଟାଲ୍ରେ ଶୁକ୍ରବାର ଏ ସମ୍ପର୍କିତ ଏକ ସିଏମ୍ଇ ଆୟୋଜନ କରାଯାଇଥିବା ବେଳେ ଏ ବିଷୟରେ ସୂଚନା ଦେଇଛନ୍ତି ହସ୍ପିଟାଲ୍ର ରେସ୍ପିରେଟୋରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା । ଏହି ସିୱାଇ ଟିବି...
PM Gifts Ram Mandir Replica
New Delhi: Prime Minister Narendra Modi presented a replica of the Ram Mandir in Ayodhya and holy water to Prime Minister Kamla Persad-Bissessar during a dinner hosted in his honour. The holy water included samples from both the Saryu River, which flows through Ayodhya, and from the Mahakumbh Mela held in Prayagraj. Prime Minister Shri Modi shared details of the...
Jagannath Pradhan Arrested
Bhubaneswar: BJP leader Jagannath Pradhan has been arrested in connection with the alleged assault on Bhubaneswar Municipal Corporation (BMC) Additional Commissioner Ratnakar Sahoo. Odisha Administrative Service Association(OASA) was demanding his arrest and resorted to "Cease Work" Protest across the State. DCP Bhubaneswar Jagmohan Meena has confirmed Shri Pradhan's arrest. Earlier Shri Pradhan reached DCP Office and said that he has...
OAS Continues “Cease Work”
Bhubaneswar: Odisha Administrative Service (OAS) officers continued their "cease work" agitation for the third consecutive day on Thursday, excluding Puri and flood-affected areas, in protest against the alleged assault on Bhubaneswar Municipal Corporation (BMC) Additional Commissioner Ratnakar Sahoo. The officers are demanding the immediate arrest of BJP leader Jagannath Pradhan, who they claim orchestrated the attack. The widespread strike has...
ରାଜଧାନୀରେ ଶବରୀ ଭବନ ଉଦଘାଟିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଶବରୀ ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ନିମନ୍ତେ “ଶବରୀ ସାଂସ୍କୃତିକ ଭବନ” ଉଦଘାଟନ କରିବା ସହିତ ଏହି ସ୍ୱଳ୍ପ ରହଣି ସ୍ଥାନର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏଥିସହିତ, ଏହି ଶବରୀ ଭବନର ସମସ୍ତ ଆବଶ୍ୟକୀୟ ନିର୍ମାଣ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ, ମୁଖ୍ୟମନ୍ତ୍ରୀ, ଏହି ଶବରୀ ଭବନ...
ଭେକ୍ଟର ବାହିତ ରୋଗ ନିରାକରଣ ପାଇଁ ମିଳିତ ଅଭିଯାନ
ଭୁବନେଶ୍ୱର : ଚଳିତ ବର୍ଷା ଋତୁରେ ସମ୍ଭାବ୍ୟ ଜଳବାହିତ ଏବଂ ଜୀବାଣୁ (ଭେକ୍ଟର) ବାହିତ ରୋଗର ପ୍ରତିରୋଧ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ସ୍ଵତନ୍ତ୍ର ମିଳିତ ଅଭିଯାନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଲୋକସଭା ଭବନ ସଭାଗୃହ...
Heavy Rains Cripple Twin City
Bhubaneswar: Odisha is experiencing an active monsoon spell, with the India Meteorological Department (IMD) issuing alerts for continued heavy rainfall across several districts. The southwestern monsoon, which arrived significantly earlier this year on May 28th, continues to influence weather patterns, bringing much-needed relief from pre-monsoon heat but also posing challenges for daily life and ongoing festivities. A low-pressure area over...









