ଚକାଜାମ କଲେ ଡ୍ରାଇଭର ସଂଘ
ଭୁବନେଶ୍ୱର : ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁ ସାରା ରାଜ୍ୟରେ ଚକାଜାମ ହୋଇଯାଇଛି । କେବଳ ଆମ୍ବୁଲାନ୍ସ ଓ ସ୍କୁଲ ଗାଡି ଭଳି ଜରୁରୀ ସେବାକୁ ବାଦ ଦେଲେ ଅନ୍ୟସବୁ ଗାଡି ଗଡିବା ବନ୍ଦ ହୋଇଛି। ୭ ଦଫା ଦାବିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଶାନ୍ତିପୂର୍ଣ୍ଣ ଅନ୍ଦୋଳନ ଡାକରା ଦିଆଯାଇଛି। ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ୍ ଓ୍ବାର୍କର୍ସ ଓ୍ବେଲ୍ଫେୟାର ବୋର୍ଡରେ ସାମିଲ କରିବାକୁ ଦାବି ସହ ସାଧାରଣ ଲୋକଙ୍କ ଆକ୍ରୋଶରେ ଶିକାର ହେଉଥିବା...
CAQM Postpones Fuel Ban
New Delhi: The Commission for Air Quality Management (CAQM) today announced a delay in the implementation of its directive to deny fuel to End-of-Life (EoL) vehicles in Delhi and surrounding NCR districts. CAQM Chairperson Rajesh Verma chaired the marathon meeting held here on 8 July. The decision comes after the Government of NCT of Delhi (GNCTD) flagged significant technological...
Samal Gets Fourth Term
Bhubaneswar: Veteran leader Manmohan Samal has been reappointed as the President of the Bharatiya Janata Party's (BJP) Odisha unit, a decision that has been met with enthusiastic welcome from state leaders, including Chief Minister Mohan Charan Majhi. Shri Samal's re-election marks his fourth term in the crucial organizational role, underscoring the party's continued faith in his leadership following the...
ସାଇନବୋର୍ଡ ପାର୍ଟିରୁ ଆଜି ଆମେ ସରକାରୀ ଦଳ
ଭୁବନେଶ୍ୱର : ରାଜ୍ୟ ସଭାପତି ଭାବେ ଆଜି ଯେଉଁ ଦାୟିତ୍ୱ ଦିଆଯାଇଛି ତାହା ମନମୋହନ ସାମଲଙ୍କର ନୁହଁ, ତାହା ହେଉଛି କାର୍ଯ୍ୟକତାମାନଙ୍କ। କାଯ୍ୟକର୍ତା ପରିଶ୍ରମ କରି ନ ଥିଲେ, ଆମେ ସାଇନବୋର୍ଡ ପାର୍ଟିରୁ ଆଜି ସରକାରୀ ଦଳରେ ପହଁଚି ନ ଥାନ୍ତେ। ୧୯୮୮ରେ ଆମକୁ ସାଇନ୍ବୋର୍ଡ ପାର୍ଟି ବୋଲି କୁହାଯାଉଥିଲା। ଆମକୁ ଅପମାନିତ କରାଯାଉଥିଲା। ମାତ୍ର ଆଜି ଆମେ ସରକାରୀ ଦଳ। ଏହା ହେଉଛି ଏକମାତ୍ର ଦଳ, ଯେଉଁ ଦଳରେ ଜଣେ ଚାହା ବିକାଳି ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁମନ୍ଦିର ଶିକ୍ଷକ...
ଦିଗପହଣ୍ଡିରେ ଡାଇରିଆ ନିୟନ୍ତ୍ରଣାଧୀନ
ଭୁବନେଶ୍ୱର : ଏକାଭିମୁଖି ଓ ସମନ୍ୱିତ କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଡାଇରିଆ ରୋଗକୁ ପୂର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଛି । ଚଳିତ ମାସ ୬ ତାରିଖରେ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଥିବା ଏହି ରୋଗ ସଂକ୍ରମଣ ରୂପ ନେବା ପୂର୍ବରୁ ବ୍ୟାପକ ସଚେତନତା ଅଭିଯାନ, ଘରକୁ ଘର ନିରୀକ୍ଷଣ ଆଦି ମାଧ୍ୟମରେ ସ୍ଥିତିରେ ଦୃଶ୍ୟମାନ ସୁଧାର ଆସିଛି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ୬ ତାରିଖ ଠାରୁ ଆଜି...
ଏ ବର୍ଷ ସରିବ କି ରତ୍ନଭଣ୍ଡାର ଗଣତି ମଣତି ?
ଭୁବନେଶ୍ୱର : ୨୦୨୫ଶେଷ ପୂର୍ବରୁ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି ମଣତି କାମ ଶେଷ ହୋଇପାରେ । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରତ୍ନଭଣ୍ଡାର ଗୃହର ମରାମତି କାର୍ଯ୍ୟ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାବେଳେ ଖୁବ୍ଶୀଘ୍ର ରତ୍ନଭଣ୍ଡାରର ଗଣତି ମଣତି କାମ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏଥିଲାଗି ଜଣେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି କାର୍ଯ୍ୟ କରୁଛି । ଏଠାରେ ଉଲ୍ଲେଖନୀୟ ଯେ ଶେଷଥର ପାଇଁ ୧୯୭୮ ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର...
ବରୁଣେଇ ପାଇକ ସ୍ମାରକୀ ଉଦ୍ଘାଟନ କେବେ?
ଭୁବନେଶ୍ୱର : ଇତିହାସ ପ୍ରସିଦ୍ଧ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହର ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଥିବା ବେଳେ ୭ବର୍ଷ ଧରି ଏହି ପ୍ରକଳ୍ପ କାମ ବିଶେଷ ଆଗେଇ ପାରିନାହିଁ । ଏଠାରେ ଉଲ୍ଲେଖନୀୟ ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ୨୦୧୮ ମସିହାରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ବରୁଣେଇ ଠାରେ ଏହି ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ଏଥିଲାଗି ଭାରତୀୟ ତୈଳ ନିଗମ ୧୦୦...
Divine Drink For Unseen Spirits
Puri: Thousands of devotees today witnessed the sacred 'Adhara Pana Niti' in Puri, a revered ritual performed on the chariots of Lord Jagannath, Devi Subhadra, and Lord Balabhadra. This significant ceremony, held on the Dwadashi of the bright fortnight of Ashadha, just a day prior to the deities' return to the Srimandir (Niladri Bije), captivated a sea of devotees...
MGM Mines’ 5-Star Triumph
Jaipur: MGM Minerals Ltd.'s Iron Ore Mines at Patabeda in Sundargarh district, Odisha, has been conferred with the prestigious 5-Star rating at the ‘Felicitation Ceremony of 7 & 5 Star Rated Mines’. The ceremony, organized by the Ministry of Mines, Government of India, took place at the Rajasthan International Centre, Jaipur, on July 7, 2025. Shri Pankaj Lochan Mohanty, the Chairman...
Naveen Thanks Medical Heroes
Mumbai: Naveen Patnaik, Leader of Opposition and Chief of the Biju Janata Dal (BJD), took to his X platform to express his profound gratitude to the medical teams at Kokilaben Dhirubhai Ambani Hospital (KDAH) in Mumbai and "GangaWebteam" for their exceptional care during his recent surgical procedure. He also extended heartfelt thanks to all his well-wishers from Odisha and...










