ଓଡିଶା ଯାତ୍ରୀ ଚାଳକଙ୍କ ରୋଜଗାର ୨କୋଟିରୁ ଅଧିକ
ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଥିବା ଓଡିଶା ଯାତ୍ରୀ ଏବେ ଡ୍ରାଇଭରଙ୍କୁ ଭଲ ରୋଜଗାର ଦେଇଛି । ପାଞ୍ଚମାସ ମଧ୍ୟରେ ୧୦ହଜାରରୁ ଅଧିକ ଡ୍ରାଇଭର ୨କୋଟି ଟଙ୍କାରୁ ଅଧିକ ଆୟ କରିସାରିଲେଣି । ଏହି ସରକାରୀ କ୍ୟାବ୍ ବ୍ୟବସ୍ଥାରେ କମିଶନି ନଥିବାରୁ ଅଧିକରୁ ଅଧିକ ଚାଳକ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି । ଚଳିତବର୍ଷ ଜାନୁୟାରୀ ମାସରେ ପରିବହନ ବିଭାଗ ପକ୍ଷରୁ ଓଡିଶା ଯାତ୍ରୀ ଆପ୍ ଆରମ୍ଭ ହୋଇଥିଲା । ସରକାରୀ ଆପ୍ ସହିତ ଏଥିପାଇଁ କମିଶନ ଦେବାକୁ ପଡୁନଥିବାରୁ ଗାଡିଚାଳକମାନେ ନିଜକୁ...
IWAI Moves On Maha Waterway
Bhubaneswar: Inland Waterways Authority of India (IWAI) has entrusted the National Technology Centre for Ports, Waterways and Coasts (NTCPWC), an arm of IIT Madras, with the crucial task of preparing a Detailed Project Report (DPR) for the extension of National Waterway-64 (NW-64) along the River Mahanadi. This ambitious project aims to extend the waterway from the existing Sambalpur barrage...
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବେ ନୁହେଁ
ଭୁବନେଶ୍ୱର : ଓଡିଶାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ବିଭିନ୍ନ ନିଗମ, ଏକାଡେମୀ, ବୋର୍ଡ ସମେତ ଅନ୍ୟ ସରକାରୀ ପଦ ପଦବୀରେ ରାଜନୈତିକ ଥଇଥାନ ଏବଂ ସର୍ବୋପରି ରାଜ୍ୟ ବିଜେପି ସଂଗଠନର କର୍ମକର୍ତ୍ତା ନିଯୁକ୍ତି ଅନ୍ତତଃ ମାସକ ମଧ୍ୟରେ ହେବାର ସମ୍ଭାବନୀ କ୍ଷୀଣ । ଆଗାମୀ ଜୁନ୍ ୧୨ତାରିଖରେ ମୋହନ ଚରଣ ମାଝୀଙ୍କ ସରକାରର ବର୍ଷପୂର୍ତ୍ତି ଉତ୍ସବ ପାଳିତ ହେବାକୁ ଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀମାନେ ଯୋଗଦେବାର ସମ୍ଭାବନା ଅଛି । ଏଥିପାଇଁ...
Odisha Leads Forestlands Geo-Referencing
Bhubaneswar: Odisha has firmly established itself as a national leader in the crucial task of geo-referencing its forestlands, demonstrating a proactive and technologically advanced approach to forest management and conservation. This was revealed in a meeting held at Lok Seva Bhawan on 19 May graced by Siddhanta Das, Chairman Central Empowered Committee (CEC), Supreme Court of India. Additional Chief Secretary Home,...
ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି
ଭୁବନେଶ୍ୱର : ଦେଶର ଭବିଷ୍ୟତ ନିମନ୍ତେ ଓ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ପରମାଣୁ ଶକ୍ତିର ଉପଯୋଗ କରିବା ଆବଶ୍ୟକ ବୋଲି ବିଶିଷ୍ଟ ପରମାଣୁ ବଜ୍ଞାନୀ ଡକ୍ଟର ଏ.କେ. ତ୍ୟାଗୀ କହିଛନ୍ତି । ବର୍ତମାନ ଜଳବାୟୁ ପରିବର୍ତନ ମଣିଷ ଜୀବନକୁ ବିଶେଷ ପ୍ରଭାବିତ କରିଥିବା ବେଳେ ପ୍ରଦୂଷଣକୁ ନିୟନ୍ତ୍ରିତ କରି ସ୍ୱଚ୍ଛ ବିଦ୍ୟୁତ୍ ଉତ୍ପାଦନ ନିମନ୍ତେ ପରମାଣୁ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ତ୍ୟାଗୀ କହିଛନ୍ତି । ବର୍ତମାନ ଟ୍ରୋମ୍ବେ ସ୍ଥିତ ହୋମି ଭାବା ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ର ଡିନ୍...
Sacred Wheels Set In Axles
Puri: On the hallowed day of Bhounri Utshav, a significant stride was made in the divine craftsmanship for the annual Rath Jatra of Lord Jagannath, Devi Subhadra, and Lord Balabhadra. In a deeply spiritual ceremony, the Biswakarma servitors, the celestial artisans of this sacred undertaking, reverently fixed the wheels onto the axles of the three majestic chariots. This auspicious...
ବଳ ଗୋଟାଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ
ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଙ୍ଗୀନ ବିକାଶ, ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ଓ ପ୍ରସାର, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଏବଂ ଚଳଚ୍ଚିତ୍ର ଜଗତ ସହିତ ସଂଶ୍ଳିଷ୍ଟ ବିଭିନ୍ନ ପ୍ରସଙ୍ଗକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକର ଆୟୋଜନ କରାଯାଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର...
ଜିଓ-ରେଫରେନ୍ସିଂକୁ ସୁପ୍ରିମକୋର୍ଟ କମିଟିଙ୍କ ପ୍ରଶଂସା
ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ ଜମିର ଜିଓ-ରେଫରେନ୍ସିଂ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଜିଓ-ରେଫରେନ୍ସିଂ କାର୍ଯ୍ୟ ଦ୍ୱାରା ଜଙ୍ଗଲ ଜମିର ସଂରକ୍ଷଣ, ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ, ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା, ଜଙ୍ଗଲ ଉପକଣ୍ଠରେ ରହୁଥିବା ଲୋକମାନଙ୍କର ଅଣଜଙ୍ଗଲଜାତ ଉତ୍ପାଦ ସଂଗ୍ରହ ଏବଂ ଜଙ୍ଗଲ ଜମିକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି ହେଉଥିବା ବିବାଦର ଅବସାନ କରିବା ଲକ୍ଷ୍ୟରେ ଏହି ଜିଓ-ରେଫରେନ୍ସିଂ ସହାୟତା କରିବ । ବିଭିନ୍ନ ମାମଲାକୁ ବିଚାରକୁ ନେଇ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ...
ସିଙ୍ଗିଲ୍ ୱିଣ୍ଡୋ ବ୍ୟବସ୍ଥାରେ ତୁରନ୍ତ ସହାୟତା
ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୧ତମ ପାଳି। ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଉଛନ୍ତି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ନୂଆ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍କାଳ ପଦକ୍ଷେପ ନେଇଛନ୍ତି। ଆଜି ୧ ହଜାର ଅଭିଯୋଗକାରୀ ଅନ୍ଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ। ମୁଖ୍ୟମନ୍ତ୍ରୀ...
ପୁନରୁଦ୍ଧାର ହେବ ସମାଜ କଲ୍ୟାଣ ବୋର୍ଡ
ଭୁବନେଶ୍ୱର : ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ସମାଜ କଲ୍ୟାଣ ବୋର୍ଡର ଗଠନ ଓ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜ କଲ୍ୟାଣ ବୋର୍ଡ ତୃଣମୂଳ ସ୍ତରରେ ରାଜ୍ୟସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକୁ ସଠିକ ଭାବରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି । ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ସୁପ୍ରତିଷ୍ଠିତ ଅଣସରକାରୀ ସଂଗଠନକୁ ସମାଜ କଲ୍ୟାଣ ବୋର୍ଡ ଦ୍ୱାରା ତାଲିକାଭୁକ୍ତ କରାଯାଇ ସେମାନଙ୍କ ମାଧ୍ୟମରେ ଗାଁ ଗାଁ ରେ ଜନସଚେତନତା ସୃଷ୍ଟି ...









