Sahu New BoR Boss
Cuttack: A distinguished mandarin, Shri Satya Brata Sahu has formally assumed the position of Member, Board of Revenue, Odisha, as of 2 January 2026, following his appointment on the first day of the year. This transition from his role as Additional Chief Secretary of the Home, Forest, Environment and Climate Change departments places him at the apex of the...
Singh Takes DC Charge
Bhubaneswar: In a transformative structural shift within the upper echelons of the Odisha Bureaucracy, Shri Deoranjan Kumar Singh, a senior officer of the 1993 Indian Administrative Service batch, has officially assumed the office of Development Commissioner. This critical elevation occurs as the incumbent, Shrimati Anu Garg, vacates the post to take over as the first woman Chief Secretary of...
ମିଳିଲାନି ପିଆଜ, ରସୁଣ ବିହନ
ଭୁବନେଶ୍ୱର : ପ୍ରଶାସନିକ ବିଳମ୍ବ କାରଣରୁ ଚଳିତ ବର୍ଷ ରାଜ୍ୟରେ ପିଆଜ ରସୁଣ ଉତ୍ପାଦନ ପ୍ରଭାବିତ ହେବ । କାରଣ ଠିକଣା ସମୟରେ ଏହି ଚାଷପାଇଁ ବିହନ ଯୋଗାଣ ହୋଇପାରି ନାହିଁ । ରାଜ୍ୟରେ ମସଲା ଚାଷ ମିଶନ ଜରିଆରେ ଚାଷୀମାନଙ୍କୁ ପିଆଜ, ରସୁଣ, ଅଦା, ହଳଦୀ, ଧନିଆ ଆଦି ଚାଷପାଇଁ ସରକାର ରିହାତି ଦରରେ ଉନ୍ନତମାନର ବିହନ ଯୋଗାଣ କରିଥାନ୍ତି । ଏଥିରେ ମୁଖ୍ୟ ହେଉଛି ପିଆଜ ଓ ରସୁଣ । କାରଣ ଏହିଦୁଇ ସାମଗ୍ରୀର ଅଧିକ ବ୍ୟବହାର ସହିତ ଏବେ ବି...
ଜନସଂଖ୍ୟାର ୧୩ ପ୍ରତିଶତ ବରିଷ୍ଠ ନାଗରିକ
ଭୁବନେଶ୍ୱର : ଓଡ଼ିଶାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୬୧ଲକ୍ଷରୁ ଅଧିକ । ମୋଟ ଜନସଂଖ୍ୟାର ପ୍ରାୟ ୧୩ ପ୍ରତିଶତ ହେଉଛନ୍ତି ବରିଷ୍ଠ ନାଗରିକ ବୋଲି ରାଜ୍ୟ ସରକାର ଅନୁମାନ କରୁଛନ୍ତି । ୨୦୨୬ ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟର ଜନସଂଖ୍ୟା ୪ କୋଟି ୭୧ଲକ୍ଷକୁ ଟପିଯାଇପାରେ । ଏଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ୨ କୋଟି ୩୪ଲକ୍ଷ ୫୫ ହଜାର ଓ ପୁରୁଷଙ୍କ ସଂଖ୍ୟା ୨ କୋଟି ୩୬ଲକ୍ଷ ୯୨ ହଜାର ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ହିସାବରୁ ଜଣାପଡିଛି । ମୋଟାମୋଟି ଭାବେ ଓଡ଼ିଶାରେ...
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀକୁ ପ୍ରାଥମିକତା
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ପ୍ରଥମ ସଚିବ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସବୁ ବିଭାଗର ସଚିବମାନଙ୍କ ସହିତ ପରାମର୍ଶ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାସଲ ପାଇଁ ପ୍ରଥମେ ୨ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅବିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ...
ଡି କେ ସିଂହ ହେଲେ ଉନ୍ନୟନ କମିଶନର
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ୧୯୯୩ ବ୍ୟାଚ ଆଇଏଏସ ଅଫିସର ଦେଓ ରଂଜନ ସିଂହ ହେଲେ ଉନ୍ନୟନ କମିଶନର। ୧୯୯୧ ବ୍ୟାଚ ଆଇଏଏସ ଅଫିସର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ରାଜସ୍ବ ପର୍ସଦ ସଦସ୍ୟ ଭାବେ ବଦଳି କରିଛନ୍ତି । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିଲେ ସତ୍ୟବ୍ରତ ସାହୁ। ସେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଦାୟିତ୍ବରେ ଥିଲେ। ତାଙ୍କୁ ରାଜସ୍ବ ପର୍ସଦ ସଦସ୍ୟ ଭାବେ ବଦଳି କରାଯାଇଛି।...
IGNOU@Rairangpur
Bhubaneswar: In a significant stride toward future-proofing India’s human capital, the President of India, Smt. Droupadi Murmu, launched the #SkilltheNation AI Challenge and participated in the "AI for Beginners" module at a ceremony held at the Rashtrapati Bhavan Cultural Centre. This initiative, spearheaded by the Ministry of Skill Development and Entrepreneurship, underscores a national urgency to integrate emerging technologies...
Top IAS Changes Effected
Bhubaneswar: Shri Satyabrata Sahu, an IAS officer of the 1991 batch, has been appointed as the new Member of the Board of Revenue in Cuttack. This structural transition marks a shift from his previous roles as the Additional Chief Secretary to the Government in the Home Department and the Forest, Environment and Climate Change Department. Shri Deoranjan Kumar Singh...
ଜାନୁଆରୀ ୬ ରୁ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ
ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ସହଯୋଗରେ ଚଳିତ ବର୍ଷ ଜାନୁଆରୀ ୬ ରୁ ୮ ତାରିଖ ଯାଏଁ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ଆୟୋଜିତ ହେବ। ସଂରକ୍ଷଣ-ନେତୃତ୍ୱାଧୀନ ପର୍ଯ୍ୟଟନ, ସ୍ଥାୟୀତ୍ୱ ଏବଂ ଗୋଷ୍ଠୀ ଭାଗୀଦାରି ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ନିମନ୍ତେ ଚିଲିକା ହ୍ରଦଠାରେ ଏହି ମହୋତ୍ସବର ଆୟୋଜନ କରାଯାଇଛି । ଏହି ମହୋତ୍ସବ ଜୈବ ବିବିଧତାର ସଂରକ୍ଷଣ, ସ୍ଥାନୀୟ ଲୋକଙ୍କ ଜୀବନଜୀବିକାରେ ଉନ୍ନତି, ଶିକ୍ଷା ଏବଂ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ...
ଇଗ୍ନୋର ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ
ଭୁବନେଶ୍ୱର : ଇଂରାଜୀ ନୂଆବର୍ଷର ଶୁଭ ଅବସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଇଗ୍ନୋ ଦକ୍ଷତା କେନ୍ଦ୍ର ଆଭାସୀ ମାଧ୍ୟମରେ ଉଦଘାଟନ ହୋଇଯାଇଛି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ସ୍କିଲିଂ ଫର୍ ଏଆଇ ରିଡନେସ୍(ସୋର୍) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ରଖି କହିଛନ୍ତି ଯେ ରାଇରଙ୍ଗପୁରରେ ଇଗ୍ନୋର...









