ଭୂତଳ ଜଳଭଣ୍ଡାର ସୁରକ୍ଷିତ ତ ?

0

ଭୁବନେଶ୍ୱର : ରାଜଧାନୀରେ ଜଳ ଯୋଗାଣ ପାଇଁ ଶତାଧିକ ଭୂତଳ ଜଳଭଣ୍ଡାର ନିର୍ମାଣ ହୋଇଥିବାବେଳେ ଏଗୁଡିକର ସୁରକ୍ଷା ଉପରେ ସେଭଳି ଧ୍ୟାନ ଦିଆଯାଉ ନାହିଁ । ବିଶେଷକରି ଏହାର ଚାରିପାଖରେ ନିଷିଦ୍ଧାଞ୍ଚଳ ଜାରି ହୋଇଥିବାବେଳେ ଏକାଧିକ ଲୋକେ ବସବାସ କରୁଥିବା ଦେଖିବାକୁ ମିଳୁଛି । ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ରାଜଧାନୀରେ ୨୮୦ଟି ଭୂତଳ ଜଳଭଣ୍ଡାର ଓ ୮୬ଟି ଉଚ୍ଚ ଜଳଭଣ୍ଡାର ରହିଛି । ବିଭିନ୍ନ ଉତ୍ସରୁ ପ୍ରଥମେ ଜଳ ଆସି ଭୂତଳ ଜଳଭଣ୍ଡାରରେ ଗଚ୍ଛିତ ହୋଇ ରହିବାପରେ ତାହାକୁ ମୋଟର ଯୋଗେ...

ଔଷଧ ହିସାବ ଏବେ ଡାକ୍ତରଙ୍କ ପାଇଁ ସମସ୍ୟା

0

ଭୁବନେଶ୍ୱର : ଗୋଟିଏ ପଟେ ନିରାମୟ ଯୋଜନାରେ ଔଷଧ ପରିମାଣ ହ୍ରାସ ପାଉଥିବାବେଳେ ଅନ୍ୟ ପଟେ ଯେତିକି ଔଷଧ ମିଳୁଛି ତାହାର ଟିକିନିଖି ହିସାବ ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ ବିଶେଷକରି ଛୋଟ ଡାକ୍ତରଖାନାରେ ଡାକ୍ତରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଡାକ୍ତରଖାନାକୁ ଆସୁଥିବା ସମସ୍ତ ଔଷଧର ଟିକିନିଖି ହିସାବ ରଖିବାକୁ ଅଡିଟ୍‍ ଦଳ କହୁଥିବାବେଳେ ବିନା କମ୍ପ୍ୟୁଟର ଓ ସ୍ୱଳ୍ପ କର୍ମଚାରୀରେ ଏହା କିଭଳି ସମ୍ଭବ ହେବ ସେହି ଚିନ୍ତା ଏବେ ଚିକିତ୍ସକମାନଙ୍କୁ ଘାରିଛି । ରୋଗୀମାନଙ୍କୁ ନିରାୟମ ଯୋଜନାରେ ସରକାର ମାଗଣା...

Timeline For Road Repairs

0

Bhubaneswar: As the state gears up for the festive season of Dussehra, a high-level review meeting was held in Bhubaneswar to tackle the issue of poor road conditions. Chaired by Law, Public Works and Excise Minister Shri Prithviraj Harichandan, the meeting brought together officials to strategize on ensuring smooth and hassle-free travel for citizens. Minister Shri Harichandan emphasized the government's...

CM Joins Nuakhai Bhetghat

0

Sambalpur: In a significant display of cultural unity, Odisha Chief Minister Mohan Charan Majhi attended the state-level Nuakhai Bhetghat program in Sambalpur today. The event, a post-harvest festival celebrating the new rice crop and community bonding, brought together leaders from both the ruling and opposition parties on a single platform. Senior BJP Lawmaker Shri Jai Narayan Mishra organized the...

Bell Metal Art Book Released

0

Bhubaneswar: The MGM Foundation, led by Chairman & Managing Director Pankaj Lochan Mohanty, in collaboration with the Bhubaneswar Experimental Art and Design Studio (BEADS), today announced the release of "Kansa: Forging Traditions, Shaping Futures," a landmark publication dedicated to documenting and reviving Odisha's bell metal craft. Deputy Chief Minister Shri Kanak Vardhan Singh Deo officially released the book at a...

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ

0

ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଆଜି ସମ୍ବଲପୁରରେ ଏକ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଭେଟଘାଟକୁ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ବୋଲି କହିଥିଲେ । ସମ୍ବଲପୁର ହେଉଛି ବୀରତ୍ୱର ମାଟି। ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠ ଗୁଡିକର ଉନ୍ନତିକଣାର ନିମନ୍ତେ...

Premier Varsity Tag For SOA

0

Bhubaneswar: Siksha ‘O’ Anusandhan Deemed to be University (SOA) here has been acknowledged as ‘Eastern India’s Premier University for Research Excellence and Industry Readiness’ at the Times Business Awards Bihar 2025 held at Patna recently. The honour was bestowed on SOA in recognition of its commitment to innovation, academic excellence and industry-focused education, a Times Business Awards release here said.  Prof....

ରାସ୍ତା ମରାମତି ନେଇ ଆସିବ ସ୍ୱତନ୍ତ୍ର ନୀତି

0

ଭୁବନେଶ୍ୱର : ପାର୍ବଣ ଋତୁ ଦଶହରାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଯାଉଥିବାବେଳେ ରାସ୍ତାଘାଟ ଓ ଗମନାଗମନ ନେଇ ଭୁବନେଶ୍ୱର-କଟକ ସମେତ ସବୁ ସହର ଏବଂ ରାଜ୍ୟବାସୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ସହ ସବୁ ପ୍ରମୁଖ...

ଓଡ଼ିଶାର କଂସା ଶିଳ୍ପର ସଂରକ୍ଷଣକୁ ଗୁରୁତ୍ୱ

0

ଭୁବନେଶ୍ୱର : ଏମଜିଏମ୍ ଫାଉଣ୍ଡେସନ୍ ଏବଂ ଭୁବନେଶ୍ୱର ଏକ୍ସପେରିମେଣ୍ଟାଲ୍ ଆର୍ଟ ଆଣ୍ଡ୍ ଡିଜାଇନ୍ ଷ୍ଟୁଡିଓ (ବିଇଏଡ଼ିଏସ୍‌) , ପକ୍ଷରୁ ପ୍ରସ୍ତୁତ"କଂସା : ପରମ୍ପରା ଗଠନ, ଭବିଷ୍ୟତ ରୂପରେଖ " ନାମକ ଏକ ଗବେଷଣାତ୍ମକ ପୁସ୍ତକ ଆଜିଓଡିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି, ଯାହା ଓଡ଼ିଶାର ସମୃଦ୍ଧ କଂସା ଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଛି । ଏହି ପୁସ୍ତକ, ଓଡ଼ିଶା କ୍ରାଫ୍ଟ ଓଡିସି (ଓସିଓ ) ଫେଲୋସିପ୍ କାର୍ଯ୍ୟକ୍ରମ ୨୦୨୪ -୨୫  ଦ୍ୱାରା ପରିଚାଳିତ ଗଭୀରଗବେଷଣାକୁ ପ୍ରତିପାଦିତ...

ନିର୍ମାଣ ହେବ ଭୁବନେଶ୍ୱର ସାଇନ୍ସ ସିଟି

0

ଭୁବନେଶ୍ୱର : ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ମର୍ମରେ ବିଭାଗୀୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଅନ୍ୟ ରାଜ୍ୟକୁ ଯାଇ ସେଠାରେ ଥିବା ସାଇନ୍ସ ସିଟିର ନିର୍ମାଣ ଶୈଳୀ ଓ କାର୍ଯ୍ୟଦକ୍ଷତା ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଗତ ସପ୍ତାହରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର...