Guv Urges To Promote Agri-Entrepreneurship
Bhubaneswar: Odisha Governor Dr. Hari Babu Kambhampati, on Sunday, August 24, urged the Odisha University of Agriculture and Technology (OUAT) to take a leading role in fostering agricultural entrepreneurship. Speaking as the Chief Guest at the university's 64th Foundation Day celebrations, the Governor emphasized that agriculture, the backbone of India's economy and culture, holds a growing scope in processing,...
Gurujee Leads Dallas Sai Sandhya
Dallas, TX: The Odia diaspora of Dallas came together for a deeply spiritual and moving Shirdi Sai Sandhya on Saturday, August 23, 2025. The event was graced by renowned spiritual leader and philosopher, Dr. Chandra Bhanu Satpathy, who attended as the Chief Guest. The evening was a celebration of devotion and community, commencing with a traditional Aarti of Shirdi Sai...
ୟୁରିଆ କଳାବଜାରୀ ନରୋକିଲେ ଘେରାଉ
ଭୁବନେଶ୍ୱର :- ଏ ବର୍ଷ ଭଲ ମୌସୁମୀ ବର୍ଷା ଯୋଗୁଁ ଚାଷ ଭଲ ହେବ ବୋଲି ଚାଷୀକୁଳ ଆଶା ବାନ୍ଧି ବସିଥିବା ବେଳେ ମଝିରେ ମଝିରେ ସରକାରୀ ଅପାରଗତା ଆଗରେ ତାଙ୍କୁ ପଛେଇଯିବାକୁ ପଡୁଛି। ପ୍ରଥମେ ଚାଷୀ ଚାଷକାମ ପାଇଁ ବିଲରେ ଥିବାବେଳେ ଇ-କେୱାଇସି ପାଇଁ ଧାଡିରେ ଦିନଦିନ ରହିବାକୁ ପଡିଲା। ଏବେ ରୁଆବେଉଷଣ ଚାଲିବା ବେଳେ କଳାବଜାର ଓ ସରକାରୀ ବିଫଳତାରେ ୟୁରିଆ ସଙ୍କଟ କୃଷକଙ୍କୁ ଦୁର୍ଦ୍ଦଶାରେ ଠେଲିଦେଲା ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ...
Aviation Meet On 25 AUG
Bhubaneswar: Odisha is set to host the Eastern Region Civil Aviation Ministers' Conference at MAYFAIR Convention on Monday, August 25. The high-profile event will bring together key government officials and industry leaders to discuss the development and challenges of the civil aviation sector in Eastern India. The conference will be inaugurated by Union Minister of Civil Aviation, Shri Rammohan Naidu...
ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ରର ସଫଳ ପରୀକ୍ଷଣ
ଭୁବନେଶ୍ୱର : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି। ଆଜି ଓଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା। ଆଇଏଡିଡବ୍ଲୁଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି। ଏହାଛଡ଼ା ଏଥିରେ ଉନ୍ନତ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଏବଂ ଉଚ୍ଚ...
Beyond 20-Year Vehicle Mark
New Delhi: The Ministry of Road Transport and Highways has moved to clarify a key aspect of its new vehicle scrappage policy, addressing public confusion over the age limits for private vehicles. Contrary to a common misconception, the new rules raising registration renewal fees for vehicles over 20 years old do not extend the initial 15-year validity period of...
ଇ-ବସ୍ ରେ ଓଡିଶା ପଞ୍ଚମ
ଭୁବନେଶ୍ୱର : ପରିବେଶ ଅନୁକୂଳ ଇ-ବସ୍ କ୍ଷେତ୍ରରେ ଓଡିଶା ଦେଶରେ ପଞ୍ଚମ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଦିଲ୍ଲୀ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଥିବା ଜଣାଯାଇଛି । ଦେଶରେ ପରିବେଶ ଅନୁକୂଳ ଏହି ଇ-ବସ୍ ଚଳାଇବାପାଇଁ କେନ୍ଦ୍ର ସରକାର ଅନେକଗୁଡିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଶେଷକରି ସହରାଞ୍ଚଳରେ ଇ-ବସ୍ ଚଳାଚଳକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ପିଏମ୍-ଇ ବସ୍ ସେବା ଏବଂ ପିଏମ୍-ଇ-ଡ୍ରାଇଭ୍ ଭଳି ଯୋଜନା ଚଳାଯାଉଛି । ଏହି ଯୋଜନାରେ...
ଭାରତ ରତ୍ନ ପାଇଁ ଓଡ଼ିଶାରୁ କିଏ?
ଭୁବନେଶ୍ୱର : ୭୧ ବର୍ଷ ଭିତରେ ୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏଯାବତ୍ ଏଥିରେ ଓଡ଼ିଶାର କୌଣସି ନାମ ସ୍ଥାନ ପାଇନାହିଁ । ଭାରତ ରତ୍ନ ସମ୍ମାନ ପାଇଁ ଓଡ଼ିଶାର ଦାବି ତାଲିକା ବେଶ୍ ଲମ୍ବା ହୋଇଥିଲେ ବି ୧୯୫୪ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ବ୍ୟକ୍ତିଙ୍କୁ ଜୀବିତ କିମ୍ବା ମରଣୋତ୍ତର ଅବସ୍ଥାରେ ଏହି ସମ୍ମାନ କାହିଁକି ପ୍ରଦାନ କରାଯାଉ ନାହିଁ ସେଥିଘେନି ଅସ୍ମିତାକୁ ନେଇ ଗର୍ବ କରୁଥିବା ଓଡ଼ିଆଙ୍କ ମଧ୍ୟରେ କ୍ଷୋଭ...
ଓଡିଶା ଅଗ୍ନିଶମ ବାହିନୀ ଦେଶରେ ଶ୍ରେଷ୍ଠ
ଭୁବନେଶ୍ୱର : ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସପଣ୍ଡର। ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ୬୧ ତମ ଅଗ୍ନିଯୋଦ୍ଧା ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସମୁଦାୟ ୯୧୧ ଜଣ ଅଗ୍ନିଯୋଦ୍ଧା ପାସିଙ୍ଗ ଆଉଟ ପରେଡରେ ଯୋଗ ଦେଇ ଅଗ୍ନିଶମ ବାହିନୀରେ କାର୍ଯ୍ୟାରମ୍ଭ...
Odisha Welcomes 911 ‘Agni Yoddha’
Bhubaneswar: The Odisha Fire Services welcomed 911 new 'Agni Yoddha' into its ranks today following their passing out parade at the Barmunda Fire Training Center. Speaking at the 61st Agni Yoddha Passing Out Parade ceremony, Chief Minister Shri Mohan Charan Majhi hailed them as the Government's "first responders" and "the face of the government to the people in danger." Odisha...









