ଅର୍ଥନୈତିକ କରିଡରର ଶୁଭାରମ୍ଭ

0

ଭୁବନେଶ୍ୱର :ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା ବିସିପିପିଇଆର ପାଇଁ ଏକ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନୀତିଆୟୋଗର ସଦସ୍ୟ ଶ୍ରୀ ରାଜୀବ ଗୌବା ଏବଂ ସିଇଓ ଶ୍ରୀ ବି.ଭି.ଆର୍. ସୁବ୍ରମଣ୍ୟମ ମଧ୍ୟ ଯୋଗଦେଇଛନ୍ତି। ଏହି ଅବସରରେ ଲୋକସେବା ଭବନ ସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅର୍ଥନୈତିକ ଯୋଜନାକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିସିପିପିଇଆର ଅଞ୍ଚଳକୁ ରାଜ୍ୟର...

ଶ୍ରମିକ କଲ୍ୟାଣ ଏକ ବୈଚାରିକ ଆନ୍ଦୋଳନ

0

ପୁରୀ : ଶ୍ରମିକ କଲ୍ୟାଣ କେବଳ ଏକ ସାଂଗଠନିକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ଦାୟିତ୍ୱବାନ ବୈଚାରିକ ଆନ୍ଦୋଳନ ଯାହା ରାଷ୍ଟ୍ର ନିର୍ମାଣର ମୂଳଦୁଆ ସଦୃଶ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଧାମ ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ତ୍ରୈବାର୍ଷିକ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରମିକମାନଙ୍କୁ ଦେଶ ଗଠନର ମୁଖ୍ୟ ଆଧାରଶିଳା ଭାବେ ଅଭିହିତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର...

ପିଏମ ଆୱାସରେ ନିର୍ମାଣ ହେଲାଣି ୨୫ଲକ୍ଷ ଘର

0

ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୨୮ଲକ୍ଷ ୪୯ ହଜାରରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ଏଥିରୁ ୨୫ ଲକ୍ଷ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଚନ୍ତି ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ର ଶେଖର ପେମାସାନି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁହିକୁ ଏହି ଯୋଜନାରେ ୪କୋଟି ୧୫ଲକ୍ଷ ଘର...

ବିଦେଶୀ ନାଁରେ ଧମକ ଅଧିକାର ଦେଲା କିଏ ?

0

ଭୁବନେଶ୍ୱର : ଅନଧିକୃତ ଭାବେ ବିନା ପାସ୍‍ପୋର୍ଟ ଓ ଭିସାରେ ବିଦେଶୀମାନେ ଭାରତରେ ରହିବା ବେଆଇନ୍‍ କାର୍ଯ୍ୟ । ଏଥିପାଇଁ ଆଇନ୍‍ରେ କଡ଼ା ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ନିକଟରେ ଏଭଳି କେତେକ ବିଦେଶୀ ନାଗରିକଙ୍କୁ ଆଇନ୍‍ ଅଦାଲତ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଏଭଳି ବେଆଇନ୍‍ ବିଦେଶୀ ନାଗରିକଙ୍କୁ ଦେଶରୁ ତଡ଼ିବା ପାଇଁ ଆଇନ୍‍ ବ୍ୟବସ୍ଥାରେ ବ୍ୟାପକ କ୍ଷେତ୍ର ଥିଲେ ମଧ୍ୟ ଏବେ କେତେକ ଅଞ୍ଚଳରେ ବିଦେଶୀ ନାଁ କହି କିଛି ଅସାଧୁ ବ୍ୟକ୍ତି ବ୍ୟାପକ ଚାନ୍ଦା ଆଦାୟ କରୁଥିବା...

US-India Reach Landmark

0

New Delhi: The United States and India have announced the establishment of a framework for an Interim Agreement focused on reciprocal trade benefits. This development reinforces the broader U.S.-India Bilateral Trade Agreement negotiations originally initiated by President Donald J. Trump and Prime Minister Narendra Modi in early 2025. The agreement is designed to create more resilient supply chains and...

Chaudhary Takes FARD Charge

Bhubaneswar; Ace Mandarin, Shri Prem Chandra Chaudhary officially assumed the office of Commissioner-cum-Secretary for the Fisheries and Animal Resources Development (FARD) Department on 6 February 2026. This transition follows his formal appointment to the post on 5 February, marking a strategic shift in the leadership of Odisha’s vital primary sectors. Shri Chaudhary, an officer of significant administrative standing, and...

ଏଆଇ ପାର୍କ ପ୍ରତିଷ୍ଠା ପାଇଁ ରାଜିନାମା

0

ଭୁବନେଶ୍ୱର : ରାଜ୍ୟରେ ଏଆଇ ପାର୍କ ପ୍ରତିଷ୍ଠା କରିବାକୁ ଆଜି ଦେଶର ପ୍ରତିଷ୍ଠିତ ଏଆଇ କମ୍ପାନୀ ସର୍ଭମ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଏହାଦ୍ବାରା ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶାରେ ହେବ ଏଆଇ ପାର୍କ। ବ୍ଲାକ-ସ୍ବାନ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଇଲୋକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସର୍ଭମ ସହ ହୋଇଥିବା ଚୁକ୍ତିରେ ଭିତ୍ତିଭୂମି ବିକାଶ, ଜନସଂଖ୍ୟା...

କାର୍ଯ୍ୟଭାର ଗ୍ରହଣ କଲେ ସୁରେଶ କୁମାର ବଶିଷ୍ଠ

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଶ୍ରୀ ସୁରେଶ କୁମାର ବଶିଷ୍ଠ (ଭା.ପ୍ର.ସେ) କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟଭାର ଗ୍ରହଣ କଲା ପରେ ଶ୍ରୀ ବଶିଷ୍ଠ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଅଭିଯାନର ସୁଦୃଢ଼ୀକରଣ ଏବଂ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଆର୍ଥିକ ଦୁର୍ବଳ ଓ ଅସହାୟ ଲୋକମାନଙ୍କ ପାଖକୁ...

ନୂଆ ଦାୟିତ୍ୱ ଗ୍ରହଣ କଲେ ଅରବିନ୍ଦ ପାଢୀ

ଭୁବନେଶ୍ୱର : ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି।  ଏଥି ସହିତ ଶ୍ରୀ ପାଢୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ନିର୍ବାହ କରିବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଦାୟିତ୍ୱ ପୂର୍ବରୁ ଡଃ ପାଢୀ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ସେ କୃଷି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ଚାଷୀଙ୍କ ଆୟ ବୃଦ୍ଧି,...

ମହାନଦୀ ପ୍ରସଙ୍ଗରେ ଘେରିଲା ବିଜେଡି

0

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ବିଜେପି ସରକାର କୌଣସି ପଦକ୍ଷେପ ନେଇ ନଥିବା ବେଳେ ଗତ ୧୯ ମାସରେ ଛତିଶଗଡ଼ ଅନେକ ଚେକ୍ ଡ୍ୟାମ ଓ ବାଲି ବନ୍ଧ ନିର୍ମାଣ କରିଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଗୋଟିଏ ପଟେ ଓଡ଼ିଶାର ଲୋକେ ତାଙ୍କ ନିତ୍ୟ ବ୍ୟବହାର ନିମନ୍ତେ ମହାନଦୀରୁ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ଛତିଶଗଡ଼ ଅବୈଧ ଭାବେ ପାଣିକୁ ରୋକି ଶିଳ୍ପ ଅନୁଷ୍ଠାନ ଗୁଡିକୁ ବିକ୍ରି କରି...