PM Outlines Vision for ‘Viksit Bharat’

0

New Delhi: On the 79th Independence Day, Prime Minister Narendra Modi addressed the nation from the Red Fort, emphasizing a future built on continued reform, self-reliance, and empowerment. He stated that after a decade of "reforming, performing, and transforming," the time has come for India to accelerate its progress with even greater strength, working toward the goal of a...

୨୦୩୬ ପାଇଁ ୩୬ ସ୍ୱତନ୍ତ୍ର ଯୋଜନା

0

ଭୁବନେଶ୍ୱର : ଆଗାମୀ  ଦଶ  ବର୍ଷ  “ଓଡିଶାର ଦଶକ” ହେବାକୁ ଯାଉଛି। ୨୦୩୬ ରେ ଯେତେବେଳେ ଆମେ ସ୍ଵତନ୍ତ୍ର ରାଜ୍ୟ ପ୍ରତିଷ୍ଠାର ଶତ ବାର୍ଷିକୀ ପାଳନ କରିବୁ, ସେତେବେଳେ ଆମ ରାଜ୍ୟ ହୋଇଥିବ ସମୃଦ୍ଧ ଓଡିଶା, ଏବଂ ଦେଶର ପାଞ୍ଚଗୋଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ସାମିଲ ହୋଇଥିବ। ୨୦୩୬ ସୁଦ୍ଧା, ରାଜ୍ୟର ଅର୍ଥନୀତି ୫୦ ହଜାର କୋଟି ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହେବ। ଏହା ନିଶ୍ଚିତ ଭାବେ ସମ୍ଭବ। କାରଣ, ସରକାରଙ୍କ ଇଚ୍ଛାଶକ୍ତି...

ସଂଗ୍ରାମୀଙ୍କ ଗାଁକୁ ଆଦର୍ଶଗ୍ରାମ ଘୋଷଣା କେବେ ?

0

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗ୍ରାମଗୁଡିକୁ ଆଦର୍ଶଗ୍ରାମ ଭାବେ ଘୋଷଣା କରିବାପାଇଁ ପ୍ରାୟ ୧୦ବର୍ଷ ଧରି କୁହାଯାଉଥିବାବେଳେ ଏବେ ସୁଦ୍ଧା ଏ ଦିଗରେ ବିଶେଷ କିଛି କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ନାହିଁ । ୨୦୧୪ ମସିହାରୁ ବିଭିନ୍ନ ସମୟରେ ସରକାରୀ ସ୍ତରରେ ଏଭଳି ଘୋଷଣା ହୋଇଆସୁଛି । ବିଶେଷକରି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀମାନେ ସାଧାରଣସଭାଗୁଡିକରେ ବାରମ୍ବାର ଏ ସଂକ୍ରାନ୍ତୀୟ ଘୋଷଣା କରିଆସିଛନ୍ତି ଏବଂ ଏହା ଗଣମାଧ୍ୟମରେ ଏକାଧିକବାର ପ୍ରଚାରିତ ହୋଇଛି । କେବଳ...

Partition Horrors Remembrance Day

0

Bhubaneswar: Chief Minister Mohan Charan Majhi participated in a Partition Horrors Remembrance Day program at Jaydev Bhawan today, offering heartfelt tributes to those who lost their lives during the partition of India. The event was organized by the Indian Historical Records Committee, Odisha. In his address, Chief Minister Majhi underscored the importance of remembering the sacrifices made during this critical...

Mohan Bhagwat Meets Sankaracharya

0

Puri: RSS Chief Mohan Bhagwat is on a three-day tour of Odisha, which began on August 13. During his visit to Puri on Thursday, August 14, he met with Jagadguru Shankaracharya Swami Nischalananda Saraswati at Govardhan Peeth and also visited the Shree Jagannath Temple. Earlier in the day, Shri Bhagwat was the chief guest at the Gaudiya Vaishnavism Sammilani held...

CM Leads ‘Har Ghar Tiranga’

0

Cuttack: Chief Minister Shri Mohan Charan Majhi today led a massive 10-kilometer-long 'Har Ghar Tiranga' procession in Cuttack's Bayalish Mauja, as part of the nationwide campaign celebrating patriotism and national unity. The procession, which commenced at Berhampur Chack and culminated at Kalpada, saw the Chief Minister leading from an open jeep, proudly holding the national flag. He was joined by...

India Accelerates AgriPV Adoption

0

New Delhi: In a significant move to advance agricultural photovoltaics (AgriPV) in India, Secretary Ministry of New and Renewable Energy (MNRE), Santosh Sarangi convened a high-level meeting with key stakeholders, including NITI Aayog, ICAR, NISE, TERI, and the National Solar Energy Federation of India (NSEFI). The meeting focused on the promising results of 46 pilot projects and established a...

ମେଟ୍ରୋ ପ୍ରକଳ୍ପକୁ ନେଇ ଭୁଆଁ ବୁଲାଉଛନ୍ତି

0

ଭୁବନେଶ୍ୱର : ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନଥିବା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ଦେଇଥିବା ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି । ଡ଼ ମହାନ୍ତି କହିଥିଲେ, ଦେଶର ବିକଶିତ ରାଜ୍ୟ ମାନଙ୍କରେ ମେଟ୍ରୋ ଚଳାଚଳ ଏକ...

ଟାଟା ପାୱାରର ମାଡ଼ରେ ଉପଭୋକ୍ତା ହନ୍ତସନ୍ତ

0

ଭୁବନେଶ୍ୱର : ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀ ଟାଟା ପାୱାର ଏବଂ ରାଜ୍ୟ ବିଜେପି ସରକାରଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତା ନାହିଁ ନଥିବା ଶୋଷଣର ଶିକାର ହେଉଛନ୍ତି । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମତବ୍ୟକ୍ତ କରିଛନ୍ତି । ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ବିତରଣ କମ୍ପାନୀ ଟାଟା ପାୱାରର ମୁଖ୍ୟ ଦାୟିତ୍ୱ ହୋଇଥିବା ବେଳେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନ ଜୀବନକୁ...

Odisha Leads In Energy Connect

0

Bhubaneswar: Odisha is making a remarkable push towards a sustainable and self-reliant energy future, with Principal Secretary Energy, Vishal Kumar Dev, leading from the front. The state has achieved near-total electrification of its villages and is now aggressively pursuing ambitious targets in renewable energy, positioning itself as a national leader. According to a recent report, Odisha has electrified an impressive...