ହାଇଡ୍ରୋଜେନ ବସ୍‌ ଚଳାଚଳ ପାଇଁ ରାଜିନାମା

0

ଭୁବନେଶ୍ୱର : ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ମୋବିଲିଟି ପ୍ରୋଜେକ୍ଟ ଶୁଭାରମ୍ଭ ଦିଗରେ ଓଡ଼ିଶା ସରକାର ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌), ଶକ୍ତି ବିଭାଗର ଗ୍ରିଡ଼୍ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ଼୍ (ଗ୍ରିଡ଼୍‌କୋ) ଏବଂ ଏନ୍‌ଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ...

ଶ୍ରବଣବାଧିତ ବିଜୟୀ କ୍ରିକେଟ ଦଳକୁ ଶୁଭେଚ୍ଛା

0

ଭୁବନେଶ୍ୱର : ଆଇଡିସିଏ ୧୯ବର୍ଷରୁ କମ୍ ଶ୍ରବଣବାଧିତ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ଚାମ୍ପିୟନ । ବିଭିନ୍ନ ପ୍ରତିକୂଳତା ଏବଂ ଆହ୍ୱାନ ସତ୍ତ୍ୱେ ଭିନ୍ନକ୍ଷମ ଖେଳାଳୀମାନେ ଉଲ୍ଲେଖନୀୟ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରି ଏହି ଚାମ୍ପିୟନ କପ୍ ହାସଲ କରିଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଖୋଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ ।  ଏହା ଅତ୍ୟନ୍ତ ଗୌରବର ବିଷୟ ଯେ, ଆନ୍ତର୍ଜାତୀୟ ଦଳକୁ ପ୍ରତିନିଧିତ୍ୱ କରୁଥିବା ଓଡିଆ ଖେଳାଳିମାନେ ହେଉଛନ୍ତି ଶ୍ରୀ ସାଗରକାନ୍ତ ସେନାପତି...

ଶିଶୁଶ୍ରମର ବିଲୋପ ସମ୍ଭବ 

0

ଖୋର୍ଦ୍ଧା : ସଚେତନତା, ଦକ୍ଷତା ବୃଦ୍ଧି ଓ ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ମାଧ୍ୟମରେ ସମାଜରୁ ଶିଶୁଶ୍ରମର ବିଲୋପ ସମ୍ଭବ  ବୋଲି ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଥିବା ଏକ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳାର ରେ ଭାଗନେଇ ବିଶିଷ୍ଟ ବକ୍ତା ମାନେ ମତଦେଇଥିଲେ । ଏହି କର୍ମଶାଳାର ଆୟୋଜନସ୍ଵେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ୍ କଲଚରାଲ୍ ସେଣ୍ଟର (ପିକକ୍), ଖୋର୍ଦ୍ଧାର ଶିଶୁ ସୁରକ୍ଷା ୟୁନିଟର ସହାୟତାରେ ଓ  ଆଡପସନସେଣ୍ଟ୍ରମର ସହଯୋଗ ରେ ଆୟୋଜିତ ହୋଇଥିଲା । ଏହି କର୍ମଶାଳାରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା...

ସୋଆକୁ ଗୋଲ୍ଡେନ୍ ଷ୍ଟାର ଆଇକନ୍

0

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଗତ ଶନିବାର ନୂଆଦିଲ୍ଲୀ ଠାରେ ଆଭିଭା କିଅନ୍ ପକ୍ଷରୁ ‘ଲିଡର ଇନ୍ ଏଜୁକେସ୍‌ନାଲ୍ ଡେଭଲପ୍‌ମେଂଟ ଆଣ୍ଡ ସୋସିଆଲ୍ ଇମ୍ପାକ୍ଟ’ ଭାବେ ମନୋନୀତ କରାଯାଇ ଗୋଲ୍ଡେନ୍ ଷ୍ଟାର ଆଇକନ୍ ଆୱାର୍ଡ ପ୍ରଦାନ କରାଯାଇଛି । ସୋଆ ପକ୍ଷରୁ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ କଲ୍କି ଧାମର କଲ୍କି ପିଠାଧିଶ୍ୱର ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍‌,...

MCL Supports School Edu

0

Sambalpur: Central PSU Mahanadi Coalfields Limited (MCL) has taken a significant step towards improving the quality of education in Jharsuguda district, with CSR expenditure of Rs 15.63 crore for the infrastructure upgrade of 51 elementary schools. This initiative aims to enhance the learning environment and provide better facilities for both students and teachers, MCL officials said. A Memorandum of Understanding (MoU)...

Heritage Walk in Mayurbhanj

0

Baripada: Members of Mayurbhanj Lovers and Mayurbhanj Mirror along with heritage enthusiasts of this erstwhile princely state, organised the 15th edition of the Mayurbhanj Heritage Walks (MHW) on 22 December and more than 60 participants took part in the event.The group, comprising graduation, post-graduation and Ph.D scholars and intellectuals of the district headquarters town thronged the historic Baba Budha...

SOA Bags Icon Award

0

Bhubaneswar: Siksha ‘O’ Anusandhan (SOA) has been presented the Golden Star Icon Award for 2024 after being adjudged the ‘Leader in Educational Development and Social Impact’ by Aviva Keeon at a function held in New Delhi on Saturday. Pritam Nayak, Officer-on-Special Duty to the SOA Founder President Prof. (Dr.) Manojranjan Nayak received the award on SOA’s behalf. The program was graced...

IREDA Boosts Odisha Solar

Bhubaneswar: The Indian Renewable Energy Development Agency Limited (IREDA) has sanctioned over Rs. 3,000 crores for green energy projects across Odisha, covering solar, hydro, ethanol and renewable energy manufacturing sectors. This was informed by Pradip Kumar Das, Chairman and Managing Director, IREDA here while delivering a special address at the Odisha Solar Investor Conclave, organized by GRIDCO and iFOREST (International...

ସବୁଜଶକ୍ତି ପ୍ରକଳ୍ପ ପାଇଁ ଓଡିଶାକୁ ୩ହଜାର କୋଟି

0

ଭୁବନେଶ୍ୱର : ଗ୍ରିଡକୋ ପକ୍ଷରୁ ଆୟୋଜିତ ଓଡ଼ିଶା ସୌର ନିବେଶକ ସମ୍ମିଳନୀରେ ଇଣ୍ଡିଆନ୍ ରିନିୱେବଲ୍ ଏନର୍ଜି ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଏକ ସ୍ୱତନ୍ତ୍ର ଅଭିଭାଷଣ ଦେଇଥିଲେ। ଅକ୍ଷୟ ଶକ୍ତି (ଆରଇ) ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ରେ ଉପଲବ୍ଧ ଆର୍ଥିକ ସହାୟତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ । ସମ୍ପୂର୍ଣ୍ଣ କାଗଜବିହୀନ, ଡିଜିଟାଲ ଏବଂ ଋଣ-ଅନୁକୂଳ କାର୍ଯ୍ୟ ସହିତ ଏକ ପ୍ରତିଯୋଗିତାମୂଳକ ଫାଇନାନ୍ସର ଭାବରେ ଇରେଡାର ଅନନ୍ୟ ସ୍ଥିତି ଉପରେ ସେ...

ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିବା ସହ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନବନିଯୁକ୍ତ ଯୁବକ ଯୁବତୀମାନଙ୍କୁ ୭୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ରୋଜଗାର ମେଳା ନିଯୁକ୍ତି ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପିଢ଼ିଙ୍କୁ ରାଷ୍ଟ୍ର ନିର୍ମାଣ ଓ ଆତ୍ମ-ସଶକ୍ତୀକରଣରେ ଯୋଗଦାନ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରି ସଶକ୍ତ କରିବ। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,...