Subhadra 4.0 In JAN
Bhubaneswar: The State Government has decided to distribute the first instalment under Subhadra Yojana in the fourth phase since its launching in September this year in the month of January 2025. This was informed by Deputy Chief Minister Pravati Parida, who is in-charge of the Women and Child Development Department. Speaking to media persons here today, Smt.Parida said that the scrutiny...
ସହରୀ କ୍ଷେତ୍ରରେ ପୁଞ୍ଜିନିବେଶ ୧୬ ଗୁଣ ବୃଦ୍ଧି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ସହରାଞ୍ଚଳ ଭିତ୍ତିଭୂମି ଓ ସେବା କ୍ଷେତ୍ରରେ ପ୍ରୟାସକୁ ତ୍ୱରାନ୍ୱିତ କରିଛି । ବିଶେଷ କରି ସହରୀ ଜୀବନଧାରଣ ମାନରେ ସୁଧାର ଆଣିବା ପାଇଁ ପୁଞ୍ଜି ନିବେଶ ୧୬ ଗୁଣରୁ ଅଧିକ ବୃଦ୍ଧି ପାଇଛି । ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ମିଶନ, ଅମୃତ, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ, ସହରାଞ୍ଚଳ ଜୀବିକା ମିଶନ ଭଳି ଯୋଜନା ଜନସାଧାରଣଙ୍କ ଜୀବନଧାରଣ ମାନରେ ଯଥେଷ୍ଟ...
ଅଦିନିଆ ବର୍ଷା ଧାନକୁ ବିପଦ
ଭୁବନେଶ୍ୱର : ଅଦିନିଆ ବର୍ଷା ସାରା ରାଜ୍ୟରେ ଚାଷୀଙ୍କ ମନରେ ଭୟ ସଞ୍ଚାର କରିଛି । କେଉଁଠି ବିଲରେ କଟା ହୋଇ ପଡିଥିବା ଧାନ ବୁହାହୋଇ ପାରୁନାହିଁ ତ ଆଉ କେଉଁଠି ମଣ୍ଡିରେ ବିକ୍ରି ହେବାକୁ ଯାଉଥିବା ଧାନ ବର୍ଷା ଓ କୋହଲା ପବନରେ ପଡି ରହିଛି । ବର୍ଷ ସାରା ପରିଶ୍ରମ କରି ଏବଂ ସଞ୍ଚିତ ଅର୍ଥ ସମେତ ବିଭିନ୍ନ ସୂତ୍ରରୁ ଋଣ କରି ଚାଷୀମାନେ ଫଳାଇଥିବା ଧାନ ଅଦିନିଆ ବର୍ଷା ଯୋଗୁଁ ନଷ୍ଟହେବା ଆଶଙ୍କାରେ ଡହଳ ବିକଳ ହେଉଛନ୍ତି । ଯେଉଁ...
୩ହଜାର ଗାଁରେ ମୋବାଇଲ ଅପହଞ୍ଚ
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ହଜାରରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନଥିବାବେଳେ ପାଖାପାଖି ହଜାରେ ଗାଁରେ ଏବେ ବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି । ଏହା ଫଳରେ ବ୍ୟାଙ୍କ୍ ସେବା ଠାରୁ ଆରମ୍ଭକରି ରାସନକାର୍ଡର ଇ-କେୱାଇସି ଯାଞ୍ଚ ସବୁକିଛି ବାଧାପ୍ରାପ୍ତ ହେଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁଯାୟୀ ଏବେ ବି ଓଡିଶାର ୩୨୫୪ ଗାଁରେ ମୋବାଇଲ୍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେ ବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି ଯାହାର...
IMPCC Preps For PBD
Bhubaneswar : The Inter Media Publicity Coordination Committee (IMPCC) – Odisha Region, held its monthly meeting today at the PIB Bhubaneswar office to strategize the communication and publicity activities for the upcoming 18th Pravasi Bharatiya Divas (PBD) 2025, which will be hosted in Odisha for the first time from January 8 to 10, 2025. The meeting, chaired by Akhil Kumar...
ସୋଆରେ ପ୍ୟାରିସ୍ ଅଲମ୍ପିକସ ହକି ତାରକା
ଭୁବନେଶ୍ୱର : ଖେଳ ଆରମ୍ଭ ହେବାର ମାତ୍ର କେତୋଟି ମିନିଟ୍ ପରେ ନିର୍ଭରଶୀଳ ରକ୍ଷଣ ଭାଗ ଖେଳାଳୀ ଅମିତ ରୋହିଦାସଙ୍କୁ ରେଡକାର୍ଡ ମିଳିଲା । ସେତେବେଳକୁ ଖେଳର ପ୍ରାୟ ଦୁଇ - ତୃତୀୟାଂଶ ବାକୀ ଅଛି । ମାତ୍ର ୧୦ ଜଣ ଖେଳାଳୀଙ୍କୁ ନେଇ ଭାରତ ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡାର ପୁରୁଷ ହକି ପ୍ରତିଯୋଗିତାରେ କିପରି ଗ୍ରେଟ ବ୍ରିଟେନ୍କୁ ପରାଜିତ କରି ପାରିଲା? ଏହି ପ୍ରଶ୍ନ ଶୁକ୍ରବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାରତୀୟ ହକି ଦଳର ୪ଜଣ ସ୍ୱନାମଧନ୍ୟ...
CM Asks Tourism Package
Bhubaneswar: Chief Minister Mohan Charan Majhi today urged Union Finance Minister Nirmala Sitharaman to sanction Rs 10,000 crore of investment to create world-class tourism infrastructure across the State. “I request the Government of India to announce a special package for development of tourism in Odisha in the budget of FY 2025-26,” he demanded. The Chief Minister raised this demand during the...
BJP Demands Action On Gandhi
Bhubaneswar: The State unit of BJP today held demonstrations in different parts of Odisha including capital city Bhubaneswar demanding action against Congress top leader Rahul Gandhi alleging he had physically assaulted two BJP MPs Paratap Sarangi and Mukesh Rajput in Parliament on 19 December. Senior BJP leaders led by State President Manmohan Samal participated in the demonstration organized here before...
ଅଲିଭ୍ ରିଡଲେଙ୍କ ସୁରକ୍ଷାକୁ ଗୁରୁତ୍ୱ
ଭୁବନେଶ୍ୱର : ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ-୨୦୨୪-୨୫ ଗତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି । ଅଲିଭ୍ ରିଡଲେକଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ । ପର୍ଯ୍ୟଟନ ଦୃଷ୍ଟିକୋଣରୁଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକକଇଁଛମାନଙ୍କର ଗତିବିଧି ଉପରେ ନଜର ରଖାଯିବା,...
ଓଡିଆ ଖାଦ୍ୟର ଅନୁସନ୍ଧାନ
ଭୁବନେଶ୍ୱର: ଅଲ୍ ଥିଙ୍ଗ୍ସ ଓଡ଼ିଶା ପକ୍ଷରୁ ସେଫ୍ ଓଡ଼ିଶା ଫର୍ ହାର୍ ର ମୁଖ୍ୟ କାର୍ଯ୍ୟାଳୟରେ 'ଓଡ଼ିଶା ମନସ୍କ'ର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। 'ବିୟଣ୍ଡ ଦି ପ୍ଲେଟ୍ : ଓଡ଼ିଆ ଖାଦ୍ୟର ସାଂସ୍କୃତିକ, ସାମାଜିକ-ଅର୍ଥନୈତିକ ଦିଗ ଅନୁସନ୍ଧାନ' ଶୀର୍ଷକ ଏହି କାର୍ଯ୍ୟକ୍ରମରେ ପରିଚୟ, ସାଂସ୍କୃତିକ ଗୌରବ ଓ ସାମାଜିକ-ଅର୍ଥନୈତିକ ଅଭିବ୍ୟକ୍ତିର ପ୍ରତୀକ ଭାବରେ ଖାଦ୍ୟର ଭୂମିକା ଉପରେ ଆଲୋକପାତ କରାଯାଇଥିଲା। ଏହି ଆଲୋଚନାରେ ଖାଦ୍ୟ ଅଧିକାର କର୍ମୀ ସମୀତ ପଣ୍ଡାଙ୍କ ବକ୍ତବ୍ୟ ରହିଥିବା ବେଳେ ଖାଦ୍ୟ ସମାଲୋଚିକା, ଗବେଷିକା ଓ ଲେଖିକା ରିତୁ...