Cabinet Clears Public WiFi
New Delhi: The Union Cabinet chaired by Prime Minister, Narendra Modi has given its approval forthe proposal of DoT for setting up of Public Wi-Fi Networks by Public Data Office Aggregators (PDOAs) to provide public Wi-Fi service through Public Data Offices (PDOs) spread across length and breadth of the country to accelerate proliferation of Broadband Internet services through Public...
ଜ୍ଞାନବୃତ୍ତ ଲୋକାର୍ପିତ
ସର୍ବାଧିକ ଓଡ଼ିଆ ବିଶ୍ୱକୋଷ (ଜ୍ଞାନବୃତ୍ତ) ଆଜି ଏଠାରେ ଉନ୍ମୋଚିତ ହୋଇଛି । ଜ୍ଞାନବୃତ୍ତ ୧୦ଟି ଖଣ୍ଡରେ ପ୍ରକାଶ ପାଇବାକୁ ଯାଉଥିବା ବେଳେ ସେଥିରୁ ଆଜି ଦୁଇଖଣ୍ଡ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବରେ ଲୋକାର୍ପିତ ହେବା ଓଡ଼ିଆ ବାଣୀ ଭଣ୍ଡାରର ଅନ୍ୟତମ ସମ୍ପଦ ହୋଇ ରହିବ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ୱକୋଷ ପ୍ରଣୟନ କ୍ଷେତ୍ରରେ ଦୀର୍ଘ ୫୦ ବର୍ଷ ଧରି ସାଧନାରତ ଥିବା ଦୀପକ କାନୁନଗୋ ଜ୍ଞାନବୃତ୍ତ ସିରିଜ ରଚନା କରିଥିବା ବେଳେ ବିନୋଦ କାନୁନଗୋ ଓଡ଼ିଆ ଭାଷା ଉକ୍ରର୍ଷ କେନ୍ଦ୍ର...
ଭାସମାନ ସୌର ପ୍ରକଳ୍ପକୁ ଅନୁମତି
ରେଙ୍ଗାଳି ଜଳଭଣ୍ଡାରରେ ରାଜ୍ୟର ପ୍ରଥମ ଭାସମାନ ସୌର ପ୍ରକଳ୍ପ ପ୍ରତିଷ୍ଠା ହେବ । ୧୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଛନ୍ତି । କେନ୍ଦ୍ର ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟର ଏହି ଅନୁମତିପତ୍ର ରାଜ୍ୟ ସବୁଜ ଶକ୍ତି ବିକାଶ ନିଗମ, ଓଡିଶା ଲିମିଟେଡ (ଜେଡକଲ)ର ସିଏମ୍ଡି ବିଷ୍ଣୁପଦ ସେଠୀଙ୍କର ହସ୍ତଗତ ହୋଇଛି । କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୦୦ ମେଗାୱାଟର ଏହି ଭାସମାନ ସୌର ପାର୍କକୁ ଜେଡକଲ ଓ ଜାତୀୟ ଜଳ ବିଦ୍ୟୁତ୍ ନିଗମ (ଏନ୍ଏଚ୍ପିସି)...
ମେଡ଼ିକାଲ କଲେଜରେ ୫୦୦ ଶିକ୍ଷକ ପଦବୀ ଖାଲି
ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣରେ ଥିବା ମେଡ଼ିକାଲ କଲେଜଗୁଡ଼ିକରେ ପାଖାପାଖି ୫୦୦ ଡାକ୍ତରୀ ଶିକ୍ଷକ ପଦବୀ ଖାଲିପଡ଼ିଛି । ପଦବୀ ପୂରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଲୋକସେବା ଆୟୋଗଙ୍କ ସହାୟତା ନେଇଥିଲେ ମଧ୍ୟ ପଦୋନ୍ନତି ଓ ଅନ୍ୟାନ୍ୟ କାରଣ ଯୋଗୁ ବର୍ଷ ବର୍ଷ ଧରି ଡାକ୍ତରୀ ଶିକ୍ଷକ ପଦବୀ ଖାଲିପଡ଼ିବା ଏକ ବଡ଼ ଆହ୍ୱାନ ହୋଇଛି । ଓଡ଼ିଶାରେ ୭ଟି ମେଡ଼ିକାଲ କଲେଜ ହସ୍ପିଟାଲ, ଗୋଟିଏ ଦନ୍ତ ଚିକିତ୍ସା କଲେଜ ହସ୍ପିଟାଲ, ୩ଟି ଆୟୁର୍ବେଦିକ କଲେଜ ଓ ୪ଟି ହୋମିଓପାଥିକ କଲେଜ ରହିଛି । ଚଳିତବର୍ଷ...
ଲୁହାପଥର ଖଣିକୁ ଶୀଘ୍ର କାର୍ଯ୍ୟକାରୀ କର
ଓଡ଼ିଶାରେ ନିଲାମ ହୋଇଥିବା ଲୁହାପଥର ଖଣିର ଶୀଘ୍ର କାର୍ଯ୍ୟକାରିତା ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ବସିଥିବା ଭର୍ଚୁଆଲ ବୈଠକରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଲୁହାପଥର ଖଣି ଗୁଡିକର ଶୀଘ୍ର କାର୍ଯ୍ୟକାରିତା କେବଳ ଇସ୍ପାତ ଶିଳ୍ପ ପାଇଁ କଂଚାମାଲ ସୁରକ୍ଷାକୁ ସୁନିଶ୍ଚିତ କରିବ ନାହିଁ ବରଂ ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବା ସଙ୍ଗେସଙ୍ଗେ ସ୍ଥାନୀୟ ବିକାଶ ତଥା ରାଜ୍ୟରେ ଅର୍ଥନୈତିକ ପ୍ରକ୍ରିୟାକୁ...
ରୋଜଗାର ଯୋଜନାକୁ ଅନୁମୋଦନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ ଅନୁମୋଦନ ମିଳିଛି । କରୋନା ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ୩-୦ ରେ ଘୋଷଣା କରାଯାଇଥିବା ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ସହିତ ନୂଆ ନିଯୁକ୍ତି ସୁବିଧା ସୃଷ୍ଟି ପାଇଁ ଆରମ୍ଭ କରାଯାଇଥିଲା ।କ୍ୟାବିନେଟ ବୈଠକରେ ଏହି ଯୋଜନା ବାବଦରେ ଚଳିତ ଆର୍ଥିକ ବର୍ଷ ପାଇଁ ୧୫୮୪ କୋଟି ଟଙ୍କାର ଖର୍ଚ୍ଚକୁ ଅନୁମୋଦନ ମିଳିଛି । ଏହାଛଡା ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଏହି...
ନିଯୁକ୍ତି ସୁଯୋଗ ଦେବ ଆତ୍ମନିର୍ଭର ଭାରତ
ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଦେଶରେ ଇ-ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଡିଜିଟାଲ ସଂଯୋଗକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତି ଡ଼ିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ କରିବା ସହ ଡ଼ିଜିଟାଲ ଇଣ୍ଡିଆକୁ ବଡ଼ ଗତି ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ୟାବିନେଟ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ...
ଘନ କୁହୁଡ଼ି ପାଇଁ ସତର୍କତା
ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ ପାଇଁ ସାବଧାନ ଅବଲମ୍ବନ କରିବାକୁ କର୍ମଚାରୀ ମାନଙ୍କୁ ନିର୍ଦେଶ ଦେଇଛି I ଘନ କୁହୁଡି ପରିସ୍ଥିତିରେ ପୂର୍ବତଟ ରେଳପଥ ଟ୍ରେନ ପରିଚାଳନା ସମ୍ବନ୍ଧରେ ଏହାର ନିର୍ଧାରିତ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ଅଛି I ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଇ ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଟ୍ରେନ ଚାଳକ ମାନଙ୍କୁ କୁହାଯାଇଛି; ଯେପରିକି ସେମାନେ ଅନୁଭବ କରିବେ ଯେ...
ସହରାଞ୍ଚଳ ଶାସନରେ ଓଡିଶା ପ୍ରଥମ
ଉଲ୍ଲେଖନୀୟ ସହରୀ ଶାସନରେ ଦେଶକୁ ଆଗେଇ ନେବା ପାଇଁ ଓଡିଶା ପୁରସ୍କୃତ ହୋଇଛି । ପ୍ରଜା ଫାଉଣ୍ଡେସନ ଦ୍ୱାରା ୨୮ ଟି ରାଜ୍ୟର ୪୦ଟି ସହର ତଥା ଦିଲ୍ଲୀ ନେଇ କରାଯାଇଥିବା ଏକ ବିସ୍ତୃତ ଅଧ୍ୟୟନ ଏବଂ ର଼ାଙ୍କିଙ୍ଗରେ ଓଡିଶା ପ୍ରଥମ ସ୍ଥାନ ପାଇଛି । ସହରୀ ଶାସନ ସଂସ୍କାର ଉପରେ ଆଧାର କରି ଏହି ରାଙ୍କିଙ୍ଗ୍ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ସଶକ୍ତ ନଗର ମନୋନୀତ ପ୍ରତିନିଧୀ ଏବଂ ବିଧାନସଭା ଗଠନ, ସଶକ୍ତ ନଗର ପ୍ରଶାସନ, ସଶକ୍ତ ନାଗରିକ ଏବଂ ଆର୍ଥିକ...
Odisha Tops Urban Gov
Bhubaneswar: Yet Odisha bagged another accolade and received laurel for leading the country in outstanding Urban Governance. In a detailed study and ranking done by Praja Foundation in 40 cities across 28 states and NCT Delhi Odisha has been ranked Numero Uno in Urban Governance. The ranking is based on the Urban Governance Reforms, officials say. Empowered City Elected Representatives and Legislative...









