Odisha House Session Begins
Bhubaneswar: The monsoon session of the Odisha Legislative Assembly commenced today with a solemn ceremony dedicated to honoring departed former members and public servants. Speaker Shrimati Surama Padhy, who arrived at the Assembly at 11 a.m. to a welcome from the state armed police band, led the proceedings. The session began with the singing of the national anthem inside...
OMC Link With 3 Corporates
Bhubaneswar: Shri Bibhuti Bhusan Jena, the Minister of Steel and Mines, confirmed that three corporate entities with existing long-term linkage agreements with OMC have also been granted mining leases through e-auctions since 2020. The companies identified are: Arcelor Mittal Nippon Steel India Limited, which has been granted the Thakurani Iron Ore Block and Goraburani-Sagasahi Mines; Jindal Steel and Power,...
ଅନୁକମ୍ପା ନିଯୁକ୍ତି ପ୍ରସଙ୍ଗରେ ସରକାର ଅପଦସ୍ତ
ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ବହୁ କ୍ଷେତ୍ରରେ ରାଜ୍ୟ ସରକାର ନିଜ ସଂଶୋଧିତ ଆଇନ୍ ଓ ଅଦାଲତଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରି ଓଲଟା ମାମଲା ରୁଜୁକରି ଅପଦସ୍ତ ହେଉଛନ୍ତି । ଏଥିଯୋଗୁଁ ହାଇକାର୍ଟରେ ବହୁ ସମୟ ନଷ୍ଟ ହେଉଥିବାବେଳେ ସରକାର ମଧ୍ୟ ହରଡଘଣାରେ ପଡୁଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରରୁ ଜଣେ ଉତ୍ତରାଧିକାରୀଙ୍କୁ ଆର୍ଥିକ ଦୁଃସ୍ଥିତି ଆଧାରରେ ତୃତୀୟ କିମ୍ବା ଚତୁର୍ଥଶ୍ରେଣୀ ପାହ୍ୟାରେ ଯୋଗ୍ୟତା ଅନୁସାରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାପାଇଁ ୧୯୯୦ ମସିହାରେ...
ଗୁଟ୍ଖା ବେପାରୀଙ୍କ ସୁରକ୍ଷିତ ସ୍ଥାନ ଓଡିଶା
ଭୁବନେଶ୍ୱର : ଦେଶର ୧୫ରୁ ଅଧିକ ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କର ଗୁଟ୍ଖା, ପାନମସଲା ଓ ତମାଖୁ ଆଦିକୁ ଓଡିଶା ବଜାରରେ ବେଧଡକ ଭାବେ ବିକ୍ରି କରୁଛନ୍ତି । ଯଦିଓ ଓଡିଶା ସରକାର ଓଡିଶାରେ ଏହାର ବିକ୍ରି ନିଷେଧ କରିଛନ୍ତି, କିନ୍ତୁ ସରକାରୀକଳର ନିଷ୍କ୍ରିୟତାରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶାରେ ସେମାନଙ୍କର ବେପାର ଚଳାଇଥିବାବେଳେ ରାଜ୍ୟ ସରକାର ବି ଏହି ନିଷିଦ୍ଧ ସାମଗ୍ରୀରୁ ଟିକସ ଆଦାୟ କରିବାରେ ଲାଗିଛନ୍ତି । ଓଡିଶାରେ ଏବେ ସହର ଠାରୁ ଗାଁ ପର୍ଯ୍ୟନ୍ତ କର୍କଟ ସୃଷ୍ଟିକାରୀ ବିଭିନ୍ନ କିସମର ଗୁଟ୍ଖା...
କଠୋର ଆଭିମୁଖ୍ୟ ଗ୍ରହଣ କରିବ ବିଜେଡି
ଭୁବନେଶ୍ୱର : ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ କାଲି ଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେସନରେ ଦଳର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଉଦ୍ବୋଧନ ଦେଇ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଧାନ ସଭାର ମୌସୁମୀ ଅଧିବେସନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଗତ ସାଢେ ତିନି ମାସ ମଧ୍ୟରେ ମହିଳା ସୁରକ୍ଷା, ସାର ଯୋଗାଣ ଓ...
ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ
ଭୁବନେଶ୍ୱର : ଆଇନ ଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ନେଇ ଆସିବ ଅନାସ୍ଥା ପ୍ରସ୍ତାବ। ସ୍ୱଳ୍ପ କାଳୀନ ଅଧିବେଶନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ହୋଇଛି। ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ନାରୀ ଧର୍ଷଣ, ନାରୀ ହତ୍ୟା, ବଳଙ୍ଗା, ବାଲେଶ୍ୱର, ଗୋପାଳପୁର, ବ୍ରହ୍ମଗିରୀ ଗଣଦୁଷ୍କର୍ମ ଏବଂ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ଶବ କେଉଁଝର ଜଙ୍ଗଲ ରୁ ମିଳିବା। ଆଜି ଡିସିପି ଅଫିସ ର...
ଇଭିଏମ୍ ବାଲଟ୍ ପେପରନିର୍ଦ୍ଦେଶାବଳୀ ସଂଶୋଧନ
ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ଇ.ଭି.ଏମ୍ ବାଲଟ୍ ପେପରଗୁଡ଼ିକର ସ୍ପଷ୍ଟତା ଏବଂ ପଠନୀୟତା ବୃଦ୍ଧି କରିବା ପାଇଁ ନିର୍ବାଚନ ଆଚରଣ ନିୟମ, ୧୯୬୧ ର ନିୟମ ୪୯ଖଅନୁଯାୟୀ ବିଦ୍ୟମାନ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାକୁ ସୁଗମ,ଉନ୍ନତ ଏବଂ ଭୋଟରଙ୍କ ପାଇଁ ସୁବିଧା ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଦ୍ୱାରା ଗତ ୬ ମାସରେ ନିଆଯାଇଥିବା ୨୮ ଟି ପଦକ୍ଷେପ ସହ ଏହି ପଦକ୍ଷେପ ସଙ୍ଗତ। ବର୍ତ୍ତମାନଠାରୁ, ଇ.ଭି.ଏମ୍ବାଲଟ୍ ପେପରରେ ପ୍ରାର୍ଥୀଙ୍କ ରଙ୍ଗୀନଫଟୋ ମୁଦ୍ରିତ ହେବ। ଭଲ ଦୃଶ୍ୟମାନତା ପାଇଁ ପ୍ରାର୍ଥୀଙ୍କ ମୁହଁ ତିନି-ଚତୁର୍ଥାଂଶ...
ଅଦାଲତରୁ ଫେରିବ ଟ୍ରାଫିକ ଉଲ୍ଲଙ୍ଘନ ମାମଲା
ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆଇନ୍ ଅଦାଲତରେ ପଡି ରହିଥିବା ମାମଲାଗୁଡିକୁ ପ୍ରତ୍ୟାହାର କରିନେଇ କିଭଳି ଏମାନଙ୍କ ଠାରୁ ଜୋରିମାନା ଟଙ୍କା ଆଦାୟ କରାଯାଇ ପାରିବ ସେଥିଘେନି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ଆଇନ୍ ବିଭାଗର ପ୍ରମୁଖ ଶାସନ ସଚିବ ଅଧ୍ୟକ୍ଷ ରହିବେ ଏବଂ ପରିବହନ କମିଶନର ଏହାର ସଦସ୍ୟ ଆବାହକ ହେବେ । ଏମାନଙ୍କ ଛଡା ଆଇନ୍ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଓ...
Odisha Plants 1.06 Crore Trees
Bhubaneswar: In a monumental display of environmental commitment, the State of Odisha has planted a record-breaking number of trees in a single day as part of a massive afforestation drive. The state government, along with thousands of volunteers and community groups, successfully planted over 1.06 crore saplings, a new milestone in its ongoing green initiatives. The historic plantation drive, part...
IREDA Chief: Train Green Workforce
New Delhi: Shri Pradip Kumar Das, Chairman & Managing Director of the Indian Renewable Energy Development Agency Limited (IREDA), has called for the immediate establishment of dedicated green skilling centers of excellence across India. Speaking at the 7th International Conference on Sustainability Education (ICSE), IREDA CMD Shri Das emphasized that these centers are critical to preparing the nation's workforce...










