ପଦବୀ ପୂରଣ ଆଶା କ୍ଷୀଣ

0

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ଶେଷ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟଗୁଡିକରେ ଖାଲି ପଡିଥିବା କୁଳପତିଙ୍କ ଠାରୁ ଆରମ୍ଭକରି ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ପୂରଣ ହେବା ସମ୍ଭାବନା କ୍ଷୀଣ । ତେବେ ଆଗାମୀ ଶିକ୍ଷାବର୍ଷରେ ଏସବୁ ପଦବୀ ପୂରଣ ହୋଇପାରିବ ନାହିଁ ସେଥିଘେନି କେହି କିଛି ସ୍ପଷ୍ଟ ସୂଚନା ଦେଇପାରୁ ନାହାନ୍ତି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ରାଜ୍ୟରେ ଅନ୍ୟୁନ ୨୫ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ସେଥିରୁ ୭ଟି ବେସରକାରୀ ଓ ୧୮ଟି ସରକାରୀ ବିଶ୍ୱବିଦ୍ୟାଳୟ । ୧୯୪୩ ମସିହାରେ ଓଡିଶାର...

କଂସ ଦରବାରରେ ମୁଖ୍ୟମନ୍ତ୍ରୀ

0

ବରଗଡ଼ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ବରଗଡ଼ରେ ୧୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ରାଜା କଂସଙ୍କ ପାଇଁ ଏକ ସ୍ଥାୟୀ ରାଜମହଲ ନିର୍ମାଣ କରିବେ। ଧନୁ ଯାତ୍ରାରେ ଯୋଗଦେବା ପାଇଁ ବରଗଡ଼ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ, ଯାହାକୁ ବିଶ୍ୱର ସର୍ବବୃହତ ଖୋଲା ରଙ୍ଗମଞ୍ଚ ଭାବରେ ଦାବି କରାଯାଏ। ସେ ରାଜା କଂସଙ୍କ ଦରବାରରେ ଉପସ୍ଥିତ ହେବା ପାଇଁ ଏକ ସୁସଜ୍ଜିତ ହାତୀ ଉପରେ ଚଢ଼ି ସହର ପରିକ୍ରମା...

Special Trains For Mela

0

Bhubaneswar: These special trains will provide easy connectivity from several key cities across Odisha to the sacred city of Prayagraj, where the Maha Kumbh Mela will be held.The special trains will operate on the following routes: Bhubaneswar – Tundla – Bhubaneswar Special Train via Cuttack, Jakhapura (Jajpur Dist.)- Keonjhar- Bokaro & Gaya This train will leave from Bhubaneswar at 1230 hrs...

Kumbh Buses Flagged Off

0

Chief Minister Mohan Charan Majhi has flagged off pilgrim bus services from Odisha to Prayagraj in Uttar Pradesh for the Maha Kumbh Mela on 12 January.The super luxury buses will operate from Puri, Sambalpur, Bhawanipatna and Berhampur. The buses will go to Ayodhya via Varanasi and Prayagraj.Launching the bus services, Shri Majhi said women will get 50 per cent...

Maha Kumbh Turns Global Event

0

New Delhi: The Ministry of Tourism, Government of India, is set to make the Maha Kumbh 2025 a landmark event not only for spiritual gatherings but also for global tourism. To celebrate this momentous occasion, the Ministry is rolling out several initiatives aimed at boosting both domestic and international tourism. The Maha Kumbh is one of the largest and...

Prez Greets On Makar

0

Bhubaneswar: The President of India, Droupadi Murmu has greeted her fellow citizens on the eve of Lohri (which falls on 13 January), Makar Sankranti, Pongal and Magh Bihu (which falls on 14 January). In her message, the President has said, “On the auspicious occasion of Lohri, Makar Sankranti, Pongal and Magh Bihu festivals, I extend heartfelt greetings to all Indians living...

ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଟ୍ରେନ

0

ଭୁବନେଶ୍ୱର :  ପ୍ରୟାଗରାଜ ଠାରେ ଆୟୋଜିତ ହେବାକୁଥିବା ଆଗାମୀ ମହାକୁମ୍ଭ ମେଳା ୨୦୨୫ରେ ଯୋଗଦେବାକୁ ଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଶେଷ ଟ୍ରେନ ସୁବିଧା ଆୟୋଜନ କରାଯାଇଅଛି ଯାହାକି ଓଡିଶାରୁ ଉତ୍ପତ୍ତି ଏବଂ ଏହା ମଧ୍ୟଦେଇ ଯାତ୍ରା କରିବ । ଏହି ସ୍ୱତନ୍ତ୍ର ଟ୍ରେନଗୁଡିକ ଏହି ଓଡ଼ିଶାର ବିଭିନ୍ନ ପ୍ରମୁଖ ସହରରୁ ପବିତ୍ର ସହର ପ୍ରୟାଗରାଜକୁ ସହଜ ଗମନାଗମନ ସଂଯୋଗ ଯୋଗାଇବ। ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କଟକ, ଯଖପୁରା, କେନ୍ଦୁଝରଗଡ, ନୟାଗଡ଼-ବୋକାରୋ-ଗୟା-ପ୍ରୟାଗରାଜକୁ ଯିବ। ଏହି ଟ୍ରେନ୍ ଜାନୁୟାରୀ ୧,...

ବିବାଦୀୟ ରାଜ୍ୟପାଳ ଥିଲେ ରଘୁବର

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଓ ବିଜୁ ଜନତା ଦଳର ବରିଷ୍ଠ ନେତା ଡଃ ଅରୁଣ କୁମାର ସାହୁ ଆଜି ସାମ୍ୱାଦିକ ସମ୍ମିଳନୀରେ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କ ବିବାଦୀୟ ଭୂମିକା ଉପରେ ପ୍ରଶ୍ନବାଣ କରିଛନ୍ତି ।  ରାଜ୍ୟପାଳ ପଦବୀରୁ ବିଦାୟ ନେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ ପଦବୀ ଏକ ଲାଟସାହେବ ପଦବୀ, କିନ୍ତୁ ସେ ନିଜେ ଲାଟସାହେବ ନହୋଇ ଲୋକମାନଙ୍କ ପାଖକୁ ଯାଇ ତାଙ୍କର ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରୁଥିଲେ । ବିଦାୟୀ ରାଜ୍ୟପାଳଙ୍କୁ...

ଜଳ ଶୋଷି ଚାଲିଛନ୍ତି ଶିଳ୍ପସଂସ୍ଥା

0

ଭୁବନେଶ୍ୱର : ଆଗାମୀ ଗ୍ରୀଷ୍ମ ଋତୁରେ ଜଳଭାବକୁ ନେଇ ଏବେ ଠାରୁ ଚିନ୍ତା ପ୍ରକଟ କରାଯାଉଥିବାବେଳେ ଶିଳ୍ପସଂସ୍ଥାଗୁଡିକ ଯେଉଁ ହାରରେ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ସମେତ ଅନ୍ୟ ନଦୀଗୁଡିକରୁ ଜଳ ଶୋଷୁଛନ୍ତି ତାହା ସ୍ଥିତିକୁ ବହୁଗୁଣିତ କରିଦେବ । ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳବାସୀ ତ ଦୂରରକଥା ନଦୀକୂଳିଆ ଲୋକେ ବି ପାଣିଟୋପେ ପାଇବେ କି ନାହିଁ ଏବେଠାରୁ ସେହି ଚିନ୍ତାରେ ପଡିଲେଣି । ଗୋଟିଏ ପଟେ ପଡୋଶୀ ଛତିଶଗଡ ମହାନଦୀକୁ ପାଣି ଛାଡିବା ନେଇ ଲୁଚୁକାଳି ଖେଳୁଥିବାବେଳେ ଛୋଟ ବଡ ୪୭ଟି ଶିଳ୍ପସଂସ୍ଥା...

ଚୋରା ନିଶା କାରବାର ପାଇଁ ଜନଜୀବନ ବିପର୍ଯ୍ୟସ୍ତ

0

ଭୁବନେଶ୍ୱର : ଚୋରା ନିଶା କାରବାର ଓ ନିଶାଡିଙ୍କ ଦୌରାତ୍ମ୍ୟ ରୋକିବାପାଇଁ କର୍ତ୍ତୃପକ୍ଷଙ୍କ କଡା ଘୋଷଣା ସତ୍ୱେ ଖୋଦ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଶାର ପ୍ରସାର ଘଟି ଚାଲିଛି ଏବଂ ଏଥିଯୋଗୁଁ ହତ୍ୟା, ବଳାତ୍କାର ସମେତ ବିଭିନ୍ନ କିସମର ଅପରାଧ ବି ବଢୁଛି । ଅନ୍ୟ ପକ୍ଷରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନୈରାଶ୍ୟଜନକ ହେଉଥିବାରୁ ଚୋରା ନିଶାବେପାରୀ ଓ ନିଶାଡିମାନଙ୍କର ବ୍ୟବସ୍ଥା ପ୍ରତି ଭୟ ରହୁନାହିଁ । ନିକଟରେ ରାଜଧାନୀ ଜାତୀୟ ରାଜପଥ ଉପରେ ଅଭିଯୁକ୍ତ ନିଶା...