୧୦୦ ଟଙ୍କାରେ କରୋନା ପରୀକ୍ଷା

0

ଭୁବନେଶ୍ୱର : କରୋନା ପରୀକ୍ଷା ଏଣିକି ୧୦୦ ଟଙ୍କାରେ ହୋଇପାରିବ । ରାଜ୍ୟ ସରକାର ଆଜି ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଶହେ ଟଙ୍କା ଦେଇ କୌଣସି ବ୍ୟକ୍ତି ଘରୋଇ ପରୀକ୍ଷାଗାରରେ ନିଜର କରୋନା ପରୀକ୍ଷା କରାଇ ପାରିବ । ପ୍ରଥମେ ଏହା ୨୨୦୦ ଟଙ୍କା ଥିବାବେଳେ ପରେ ୧୨୦୦ ଟଙ୍କା ଏବଂ ଏବେ ୧୦୦ ଟଙ୍କାକୁ ହ୍ରାସ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଆରଟି ପିସିଆର ପରୀକ୍ଷା ପାଇଁ ସମସ୍ତ କର ସହିତ ୧୦୦ ଟଙ୍କା ଦେବାକୁ...

କରୋନାର ଭୟଙ୍କର ଲେଉଟାଣି

0

ଭୁବନେଶ୍ୱର : ୟୁରୋପ, ଆମେରିକା ଭଳି ଦେଶରେ କମିଆସୁଥିବା କରୋନା ଏବେ ପୁଣି ତାହାର କରାଳ କାୟା ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ଓଡ଼ିଶା ସମେତ ସାରା ଭାରତରେ ଏଥିଘେନି ଲୋକଙ୍କ ଭିତରେ ଉଦ୍‍ବେଗ ପ୍ରକାଶ ପାଉଛି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଠାରୁ ଆରମ୍ଭ କରି ଦେଶ ବିଦେଶରେ ବୈଜ୍ଞାନିକମାନେ ଶୀତର ପ୍ରକୋପ ବୃଦ୍ଧି ସହ କରୋନା ପୁଣି ସାଙ୍ଘାତିକ ଭାବେ ଭୟଙ୍କର ଲେଉଟାଣି ମାରିପାରେ ବୋଲି ଚେତାବନୀ ଦେଇଥିବା ପରିପ୍ରେକ୍ଷୀରେ ୟୁରୋପ, ଆମେରିକା ଆଦିର ବର୍ତ୍ତମାନର ଅବସ୍ଥାକୁ ଦେଖି ଭାରତ ସରକାର...

ରୋପଣ ହେବ ୧୫ଲକ୍ଷ ଫଳ ଚାରା

0

ଭୁବନେଶ୍ୱର : ଆସନ୍ତା ବର୍ଷ ରାଜ୍ୟରେ ପ୍ରାୟ ୧୫ଲକ୍ଷ ଫଳ ଚାରା ରୋପଣ କରାଯିବ । ଜାତୀୟ ବନମହୋତ୍ସବ ଅବସରରେ ଜୁଲାଇମାସ ପ୍ରଥମ ସପ୍ତାହରୁ ଆମ୍ବ, କାଜୁ, କମଳା, ପିଜୁଳି ଓ ନଡିଆ ଭଳି ଫଳ ଚାରା ଲଗାଇବାକୁ ସ୍ଥିର ହୋଇଛି । ଫଳ ଚାଷ ଦ୍ୱାରା ଗାଁ ଗହଳର ଚାଷୀଙ୍କ ଆର୍ଥିକ ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେବା ସହିତ ବନମହୋତ୍ସବ ଅବସରରେ ଫଳଗଛ ଲଗାଇବା ଉପରେ ଜୋର ଦେଉଛନ୍ତି । ତଦନୁଯାୟୀ ୫କୋଟି ଟଙ୍କା ମୂଲ୍ୟର ପ୍ରାୟ ୧୫ଲକ୍ଷ ଫଳଚାରା...

ସମସ୍ତେ ଦେଖିବେ ନେତା ଓ ବାବୁଙ୍କ ସମ୍ପତ୍ତି

0

ଭୁବନେଶ୍ୱର : ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଠାରୁ ମୁଖ୍ୟ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକାକୁ ସାଧାରଣ ଲୋକେ ଦେଖିପାରିବେ । ଏମାନେ ପ୍ରତିବର୍ଷ ନିଜ ନିଜର ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କ ଅବଗତି ପାଇଁ ୱେବସାଇଟ୍‍ରେ ଦେବା ସହିତ ଏହାର ନକଲ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବେ । ବିଜେଡି ରାଜ୍ୟ ପରିଷଦ ବୈଠକ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ...

ଡିଜିଟାଲ ହେବ ବିଧାନସଭା ବିବରଣୀ

0

ଭୁବନେଶ୍ୱର : ୧୯୩୭ ମସିହାରୁ ଏପର୍ଯ୍ୟନ୍ତ ଓଡିଶା ବିଧାନସଭାର ସମସ୍ତ ବିବରଣୀ, ସମ୍ବାଦପତ୍ରରେ ବିଧାନସଭା ସମ୍ପର୍କିତ ପ୍ରକାଶିତ ସମସ୍ତ ବିବରଣୀ, ବିଭିନ୍ନ ସମ୍ବାଦପତ୍ର ଏବଂ ପତ୍ରପତ୍ରିପାରେ ପ୍ରକାଶିତ ବିଧାନସଭା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଲେଖା ଏଣିକି ଡିଜିଟାଲ ହେବାପାଇଁ ନିଷତ୍ତି ଗ୍ରହଣ କରାଯାଇଛି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏନଆଇଏସ୍‍ଜି ତରଫରୁ ପ୍ରଦତ୍ତ ମାର୍ଗ ନିର୍ଦ୍ଦେଶିକା ଉପରେ ବିଶଦ ଆଲୋଚନା ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍‍ଆଇଏସ୍‍ଜି ତରଫରୁ ପ୍ରଦତ୍ତ ୬ଲକ୍ଷ ଟଙ୍କା ଅନୁଦାନରେ ଏହାର ପ୍ରାରମ୍ଭିକ ଅନୁଧ୍ୟାନ...

ବିଏମ୍‍ସି ପରିଦର୍ଶନରେ ପାଟ୍‍ନା ପ୍ରତିନିଧି

0

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଗସ୍ତରେ ଆସିଥିବା ପାଟ୍‍ନା ମହାନଗର ନିଗମର ପ୍ରତିନିଧିମାନେ ଆଜି ସ୍ମାର୍ଟସିଟି ଭୁବନେଶ୍ୱରର କାର୍ଯ୍ୟକଳାପ ସମେତ ଏହାର ଭଲ ଅଭ୍ୟାସ, କାର୍ଯ୍ୟ ପଦ୍ଧତି ଏବଂ ନାଗରିକ ସଂଯୋଗ ଓ ଗୋଷ୍ଠୀ ସହଭାଗୀତା ଆଦିକୁ ପ୍ରଶଂସା କରିଛନ୍ତି । ଚାରି ଜଣିଆ ପ୍ରତିନିଧି ଦଳ ବିଏମ୍‍ସି ମୁଖ୍ୟ କାର୍ଯ୍ୟାଳୟକୁ ଆସି ଏକ ବୈଠକରେ ଯୋଗ ଦେଇଛନ୍ତି । ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପାଟନା ମହାନଗର ନିଗମର ଅତିଥି ମାନଙ୍କ...

ପାର୍କିନସନ ରୋଗ ପାଇଁ ସଚେତନତା

0

ଭୁବନେଶ୍ୱର: ପାର୍କିନସନ ରୋଗ (ପିଡି) ଅଥବା ସକମ୍ପ ଅଙ୍ଗଘାତ ଏକ ପ୍ରକାର ସ୍ନାୟୁ ରୋଗ । ଏହା ଏକ ଦୀର୍ଘକାଳୀନ ବେମାରୀ ଯାହାର ଲକ୍ଷଣ ସମୂହ ସମୟକ୍ରମେ ଧୀରେ ଧୀରେ ପ୍ରକାଶ ପାଇଥାଏ । ତେଣୁ ଏହି ପାର୍କିନସନ ରୋଗର ସଚେତନତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲର ଏକ ଡାକ୍ତରୀ ଟିମ ୨୦୦ କିମି ସାଇକେଲ ଯାତ୍ରା କରିଛନ୍ତି । ଡିସେମ୍ବର ୨୦ ତାରିଖ ଦିନ ଭୁବନେଶ୍ୱରରୁ ଢେଙ୍କାନାଳର କପିଳାଶ ପର୍ଯ୍ୟନ୍ତ ଯାତ୍ରା...

BJD Shields Naveen Image

0

Bhubaneswar : Well aware of the fact that Chief Minister Naveen Patnaik’s “clean image” as its USP in the Odisha's Electoral Spectrum, Governing BJD today said the party would not allow any attempt to tarnish the Chief Minister’s image.The Regional Political Party also decided to fight against the Central Negligence and negative attitude towards the state.BJD General Secretary (Organization) and Jajpur...

ନଡିଆ ଗଛରେ ଅଜଣା ରୋଗ

0

ଭୁବନେଶ୍ୱର : ନଡିଆ ଗଛରେ ଦେଖା ଦେଇଥିବା ନୂଆ ରୋଗ ଏବେ ନଡିଆଚାଷୀଙ୍କ ପାଇଁ କାଳ ହୋଇଛି । ରାଜଧାନୀ ସମେତ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଅଜଣା ରୋଗରେ ଗଜା ଓ ଫଳନ୍ତି ନଡିଆଗଛ ଗୁଡିକ ଜଳି ଯାଉଛି । ନଡିଆ ଗଛରେ ଦେଖା ଦେଉଥିବା ଏହି ଅଜଣା ରୋଗ ପ୍ରଥମେ ନଡିଆ ବାହୁଙ୍ଗାର ତଳପଟୁ ଆକ୍ରମଣ କରୁଛି । ରାତ୍ରୀ ସମୟରେ ଆଲୋକ ପକାଇ ଦେଖିଲେ ବାହୁଙ୍ଗା ତଳେ ଧଳା ରଙ୍ଗର ଆସ୍ତରଣ ଭଳି ଦୃଶ୍ୟମାନ ହେଉଛି । ଏହାର...

ନୂଆବର୍ଷରେ ପ୍ରଶାସନିକ ଓ ରାଜନୈତିକ ସଂସ୍କାର

0

ଭୁବନେଶ୍ୱର : ଖୁବ୍‍ଶୀଘ୍ର ଓଡ଼ିଶାରେ ପ୍ରଶାସନିକ ଓ ରାଜନୈତିକ କ୍ଷେତ୍ରରେ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଛି । ନୂଆବର୍ଷରେ ରାଜ୍ୟ ପ୍ରଶାସନ ଓ ରାଜନୀତିରେ ନୂଆ ହଟଚମଟ ସୃଷ୍ଟି ହେବାର ଢେର୍‍ ଅଧିକ ସମ୍ଭାବନା ରହିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ଚଳିତ ଡିସେମ୍ବର ଶେଷରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ସମ୍ଭବତଃ ଉନ୍ନୟନ କମିଶନର ଥିବା ବରିଷ୍ଠ ଆଇଏଏସ୍‍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ନୂଆବର୍ଷରୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ...