SAMALEI Package For Rehab
Bhubaneswar: Chief Minister Naveen Patnaik Friday approved the rehabilitation package under the Samaleswari Temple Area Management and Local Economic Initiative (SAMALEI). Approving the package, the Chief Minister said, "Our generation will remember the sacrifices made by the local people for the betterment of Ma Samaleswari's field." He also sought the cooperation of all for the success of the project The SAMALEI is...
Modi Unveils Mahatab Book
New Delhi: Prime Minister, Shri Narendra Modi released the Hindi translation of the book ‘Odisha Itihaas’ written by ‘Utkal Keshari’ Dr. Harekrushna Mahtab. The book, available in Odia and English so far, has been translated into Hindi by Shankarlal Purohit. Union Minister Dharmendra Pradhan and Bhartruhari Mahtab MP, Cuttack were also present on the occasion. Speaking on the occasion, the Prime Minister...
ସମଲେଇ ପ୍ୟାକେଜ ଅନୁମୋଦନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମଲେଇ ବିକାଶ ଯୋଜନା ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଏଥିରେ ଉଭୟ ସରକାରୀ ଓ ବେସରକାରୀ ଜମିରେ ଘର ବା ଦୋକାନ କରିଥିବା ଲୋକଙ୍କ ପାଇଁ ସଂପୂର୍ଣ୍ଣ ଥଇଥାନ ବ୍ୟବସ୍ଥା କରାଯାଇଛି । ପ୍ୟାକେଜକୁ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା' ସମଲେଶ୍ୱରୀଙ୍କ କ୍ଷେତ୍ରର ଉନ୍ନତି ପାଇଁ ସ୍ଥାନୀୟ ଜନସାଧାରଣ ଯେଉଁ ତ୍ୟାଗ କରିଛନ୍ତି, ତାକୁ ଯୁଗ ଯୁଗ ଧରି ଆମର ଉତ୍ତରପିଢି ମନେରଖିବେ । ଏହା ସହିତ...
ମାସ୍କ ଏଡାଇବ ଲକ୍ଡାଉନ୍ ସ୍ଥିତି
ଭୁବନେଶ୍ୱର : ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ପରିସ୍ଥିତିକୁ ଏଡାଇବାକୁ ହେଲେ ଆମକୁ ମାସ୍କ ପିନ୍ଧିବାକୁ ପଡିବ । ଏଥିପାଇଁ ମହିଳାମାନଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଘରର ପ୍ରତ୍ୟକ ସଦସ୍ୟ ଯେଭଳି ପଦାକୁ ବାହାରିଲା ସମୟରେ ମାସ୍କ ପିନ୍ଧନ୍ତ ତାହା ଉପରେ ମା’ ମାନେ ନଜର ରଖିବାକୁ ସେ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱ ଏକ ଅସାଧାରଣ ପରିସ୍ତିତି ଦେି ଗତି କରୁଛି । ମାନବ...
୧୨ରୁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ
ଭୁବନେଶ୍ୱର : ଓଡିଶା ଭିତରକୁ ଜଳ, ସ୍ଥଳ ଓ ଆକାଶ ପଥରେ କୌଣସି ବ୍ୟକ୍ତି ଆସିଲେ ସେମାନଙ୍କ ପାଇଁ ୭୨ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟି-ପିସିଆର ନେଟେଟିଭ ରିପୋର୍ଟ କିମ୍ବା କୋଭିଡ ଟିକାର ଦୁଇଟିଯାକ ଡୋଜ ନେଇଥିବା ରିପୋର୍ଟ ଦେଖାଇବାକୁ ପଡିବ । ଯେଉଁମାନେ ଏହି ରିପୋର୍ଟ ଆଣିନଥିବେ ସେମାନେ ୭ଦିନ ପାଇଁ ସଙ୍ଗରୋଧରେ ରହିବେ । ଆସନ୍ତା ୧୨ ତାରିଖରୁ ଏହି କଟକଣା ଲାଗୁ ହେବ । ଓଡିଶା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି ନୂତନ କଟକଣା ଜାରି ହୋଇଛି ।...
ଗତବର୍ଷ ତୁଳନାରେ ଭୟଙ୍କର
ଭୁବନେଶ୍ୱର : ବର୍ଷକ ତଳେ ଏହି ସମୟରେ ରାଜ୍ୟରେ ତଥା ଦେଶରେ କରୋନା ମହାମାରୀର ସ୍ଥିତି ଯେଭଳି ଥିଲା ଏବେ ତାହା ଢେର ଅଧିକ ଭୟଙ୍କର । ଏ ପରିପ୍ରେକ୍ଷୀରେ ଆଗାମୀ ଦିନରେ କରୋନା ପରିସ୍ଥିତି ଅଧିକ ବିଗିଡିବା ସମ୍ଭାବନାକୁ ବୈଜ୍ଞାନିକମାନେ ଏଡାଇଦେଇ ପାରୁନାହାନ୍ତି । ଗତବର୍ଷ ଏପ୍ରିଲ ୮ତାରିଖ ବେଳକୁ ଓଡିଶାରେ ମୋଟ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ରୁ କମ୍ ଥିବାବେଳେ ଏମାନଙ୍କ ଭିତରୁ କେବଳ ଭୁବନେଶ୍ୱରରେ ଥିଲେ ଅନ୍ୟୁନ ୩୦ଜଣ । ତେବେ ସରକାରୀ ତଥ୍ୟ ମୁତାବକ କେବଳ ଗତ...
ପ୍ରତିବର୍ଷ ବଢୁଛି ବିଜୁଳି ବିକ୍ରି
ଭୁବନେଶ୍ୱର : ବିଦ୍ୟୁତ୍ ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେଉଥିବେଳେ ବିଜୁଳି ବିକ୍ରି ବାବଦରେ ସରକାରଙ୍କ ରାଜସ୍ୱ ଆୟ ପ୍ରତିବର୍ଷ ବଢିବାରେ ଲାଗିଛି । ଗତ ୭ବର୍ଷ ମଧ୍ୟରେ ବିଜୁଳି ବିକ୍ରିରୁ ସରକାର ୩ହଜାର କୋଟିରୁ ଅଧିକ ରାଜସ୍ୱ ପାଇଲେଣି । ମିଳିଥିବା ସୂଚନା ଅନୁଯାୟୀ ୨୦୧୬-୧୭ ବର୍ଷରେ ରାଜ୍ୟ ସରକାର ବଳକା ବିଦ୍ୟୁତ୍କୁ ବ୍ରିକ୍ରିକରି ୮୯କୋଟି ୩୩ଲକ୍ଷ ଟଙ୍କା ପାଇଥିଲେ । ସେହିବର୍ଷ ବିଜୁଳି ଅଦଳ ବଦଳ ଓ ଦ୍ୱିପାକ୍ଷିକ ରାଜିନାମା ବ୍ୟବସ୍ଥାରେ ୩୨୧ ନିୟୁତ୍ ୟୁନିଟ୍ ବିଜୁଳି...
PMFME Boosts Micro Food Process
Bhubaneswar: Odisha has turned out to be a Pioneer State for implementing Pradhan Mantri Formalization of Micro Food Processing Enterprises (PMFME) Scheme. Recent Review reveals that States like Odisha and others found out to be leading in availing Seed Capital for Self Help Group (SHG)s Ministry of Food Processing Industries (MoFPI) and Deendayal Antyodaya Yojana – National Rural Livelihood Mission (DAY-NRLM)...
Jail Adalat in All Prisons
Bhubaneswar: Special Jail Adalats will be organized for first time in Odisha in coordination with State Legal Service Authority (SLSA) and State Prisons & Correctional Services Administration. Accordingly First Special Jail Adalats will be organized on 24 April in all the Prisons across the State, said an official. Thanks to proactive initiative of DG Prisons, Santosh Upadhyay, such efforts are being...
Poor Voting In Kotia Villages
Koraput: The panchayat polls conducted by the Andhra Pradesh State Election Commission (SEC) at Kotia cluster of villages, over which both Odisha and the neighbouring state claim to be their own, witnessed low turnout on Thursday, officials said. Of the total 1,291 voters notified under the Neradibalsa booth only 223 voters, including 99 women voters, cast their vote compared to...










