ଏଥର ରହିବ ପ୍ରଶ୍ନକାଳ

0

ଭୁବନେଶ୍ୱର : ଚଳିତ ଅଧିବେଶନରେ ପ୍ରଶ୍ନକାଳ କହିବ ଏବଂ ସଭ୍ୟମାନଙ୍କର ତାରକାଚିହ୍ନିତ ଓ ଅଣତାରକାଚିହ୍ନିତ ପ୍ରଶ୍ନଗୁଡିକର ଉତ୍ତର ଦିଆଯିବ । ପ୍ରାରମ୍ଭିକ ଦିବସ ଫେବୃୟାରୀ ୧୮ତାରିଖ ଦିନ ଅଧିବେଶନ ପୂର୍ବାହ୍ନ ୧୧ଟା ବେଳେ ଆରମ୍ଭ ହେବାକୁ ଥିବା ସ୍ଥଳେ ଅନ୍ୟ ଦିବସରେ ଅଧିବେଶନ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ରୁ ଅପରାହ୍ନ ୧ଟା ୩୦ ମିନିଟ୍ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହା ସ୍ଥିର ହୋଇଛି...

ମାହାଙ୍ଗା ଘଟଣାରେ ଶ୍ୱେତପତ୍ର ଦାବି

0

ଭୁବନେଶ୍ୱର : ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଶ୍ୱେତପତ୍ର ଦାବି କରିଛି ରାଜ୍ୟ ବିଜେପି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହି ମର୍ମରେ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖି ଅନୁରୋଧ କରିବା ସହିତ କହିଛନ୍ତି ଯେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟୀର ବରିଷ୍ଠ କାର୍ଯ୍ୟକର୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀଙ୍କ ସମେତ...

200 Cr Plan For Kalinga Studio

0

Bhubaneswar: Odisha Government has decided to establish a modern state of the art film hub in the legendary Kalinga Studio with a cost of Rs.200 Crore. This was decided in a highlevel meeting held under Chairmanship of Chief Secretary Suresh Chandra Mohapatra in Lokseva Bhawan on 17 February. Principal Secretary Industry, Hemant Kumar Sharma presented the redevelopment plan for deliberation. Considering the...

ପେଟ୍ରୋଲ ପମ୍ପରୁ ହୋର୍ଡିଂ ଖୋଲିବ କଂଗ୍ରେସ

0

ଭୁବନେଶ୍ୱର : ଆଗାମୀ ୫ ଦିନ ଭିତରେ ଯଦି ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣ ନ କରନ୍ତି ତେବେ ଯୁବ କଂଗ୍ରେସ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଜନସାଧରଣଙ୍କ ଟିକସରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଲାଗିଥିବା ହୋର୍ଡିଂକୁ ଖୋଲିବ ଏବଂ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଆଇନ୍‌କୁ ହାତକୁ ନେବାକୁ ପଛଘୁଂଚା ଦେବ ନାହିଁ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ...

Incentive Boost For MSME

0

New Delhi: Union Government has decided that the MSME Sector will receive higher incentives for manufacturing Telecom Equipment. And the Minimum Investment threshold for MSME has been kept at Rs. 10 Crores and for others at Rs. 100 Crores. For MSMEs, One Percent higher incentive is proposed in Year 1, Year 2 and Year This Scheme also addresses local manufacturing in MSME...

Odisha Jails On 5T Mode

0

Bhubaneswar: Under 5T Charter during last one year, the Jails of Odisha have implemented several reformation activities and it has proved beneficial for Inmates and Prison Administration as well . The e-Prison data have been mostly entered in the prison portal and attempts for connectivity to Police and Courts are also being made to facilitate the search any one regarding...

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

0

ଭୁବନେଶ୍ୱର: ଅପାର ସମ୍ଭାବନାର ରାଜ୍ୟ ଓଡିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାର ସନ୍ତୁଳନକୁ ଆଖିରେ ରଖି ଗବେଷଣା ନିମନ୍ତେ ଭୁବନେଶ୍ୱର ସ୍ଥିତ ଲାଇଫ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ଆଇଏଲଏସ) ଠାରେ ସେଣ୍ଟର ଅଫ ଏକ୍ସିଲେନ୍ସ ଅନ ମେରାଇନ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ଦିଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ଭୂପୃଷ୍ଠ ବିଜ୍ଞାନ; ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅପାର...

ଖର୍ଚ୍ଚହୋଇ ପାରୁନି ଡବ୍ଲ୍ୟୁଓଡିସି ଅର୍ଥ

0

ଭୁବନେଶ୍ୱର : ବର୍ଷ ବର୍ଷ ଧରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ମାଧ୍ୟମରେ ବିପୁଳ ପାଣ୍ଠି ଯୋଗାଯାଉଥିବାବେଳେ ସଂଖ୍ୟାଧିକ ଜିଲ୍ଲା ପାଇଥିବା ସମସ୍ତ ଅର୍ଥ ଖର୍ଚ୍ଚ କରିପାରିନାହାନ୍ତି । ୧୯୯୯ ରୁ ୨୦୨୧ ପର୍ଯ୍ୟନ୍ତ ୨୨ବର୍ଷର ସମୀକ୍ଷାରୁ ଜଣାପଡିଛି ଯେ କେତେକ ଜିଲ୍ଲା ଅନୁଦାନର ସିଂହଭାଗ ଖର୍ଚ୍ଚରେ ସମର୍ଥ ହୋଇଛନ୍ତି । ପଶ୍ଚିମଓଡିଶାର ଜିଲ୍ଲାଗୁଡିକ ମଧ୍ୟରୁ ସୁନ୍ଦରଗଡ ସର୍ବାଧିକ ଅର୍ଥ ପାଇଥିବାବେଳେ ଏହାକୁ ଠିକଣା ଭାବେ ଖର୍ଚ୍ଚ କରିବାରେ ସମର୍ଥ ହୋଇଛି । ୧୯୯୯ ମସିହାରୁ ପଶ୍ଚିମ ଓଡିଶା...

ମାନୁନାହାନ୍ତି ପୁଲିସ୍‍ ମାର୍ଗନିର୍ଦ୍ଦେଶିକା

0

ଭୁବନେଶ୍ୱର : ଅପରାଧ ହ୍ରାସ ସହିତ ଅପରାଧିଙ୍କ ଉପରେ କଡା ନଜର ରଖିବାପାଇଁ ମଦଦୋକାନୀମାନଙ୍କ ଲାଗି କମିଶନରେଟ ପୁଲିସ୍‍ ଜାରି କରିଥିବା ମାର୍ଗଦର୍ଶିକାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ତତ୍କାଳୀନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମୟରେ ଜାରି ହୋଇଥିବା ଏହି ମାର୍ଗଦର୍ଶିକାକୁ ଅନେକ ଏକ ପ୍ରକାର ଭୁଲିଗଲେଣି । ଜାରି ମାର୍ଗଦର୍ଶିକାରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ ପ୍ରତ୍ୟେକ ମଦ ଦୋକାନୀ ନିଜ ନିଜ ଦୋକାନରେ ସିସିଟିଭି ଲଗାଇବେ । ସିସିଟିଭି ଫୁଟେଜକୁ ଅତି କମ୍‍ରେ ୧୫ଦିନ ପର୍ଯ୍ୟନ୍ତ ସଂରକ୍ଷିତ...

Sundargarh Tops WODC Fund Spending

0

Bhubaneswar: Over the years though Western Odisha districts were given more funds by Western Odisha Development Council, however most of the districts have not been able to utilize the entire funds. However, some of the districts have been able to spend Lion’s Share of the Grants, reveals a Financial Review from 1999 to 2021, long 22 years. Among the Districts of...