ପୂଣ୍ୟତିଥିରେ ଫକୀରମୋହନ ଅଲୋଡା
ଭୁବନେଶ୍ୱର : ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସଫଳ ସଂଗ୍ରାମ କରିଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପୂଣ୍ୟତିଥିରେ ବିଶେଷ କିଛି କାର୍ଯ୍ୟକ୍ରମ ହୋଇନାହିଁ । କେବଳ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଥିବା ବ୍ୟାସକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ କେହି ଜଣେ କର୍ମଚାରୀ ଫୁଲମାଳଟିଏ ଝୁଲାଇ ଦେଇଥିବାବେଳେ ଆଉ କେହି ଜଣେ ପ୍ରତିମୂର୍ତ୍ତି ନିକଟରେ ସୂତାମାଳଟିଏ ପକାଇଥିବା ଦେଖିବାକୁ ମିଳିଛି । ତେବେ ଫକୀର ମୋହନ ସ୍ମୃତି ସଂସଦ ସମେତ ଆଉ କେତେକ ଅନୁଷ୍ଠାନ ରଜ ସଂକ୍ରାନ୍ତି...
ହଇଜା ଅଞ୍ଚଳରେ ମେଗାପାନୀୟଜଳ ପ୍ରକଳ୍ପର ସ୍ଥିତି
ଭୁବନେଶ୍ୱର : ରାଜ୍ୟର ଦୁଇ ଦୁଇଟି ଜିଲ୍ଲାରେ ହଇଜାର ଭୂତାଣୁ ଚିହ୍ନଟ ହେବା ଏବଂ ଝାଡାବାନ୍ତିରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଯିବାପରେ ଏବେ ପାନୀୟଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନବାଚୀ ଉଠିଛି । କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ପ୍ରଭାବିତ ଅଞ୍ଚଳରେ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହାର ତୁରନ୍ତ ସମୀକ୍ଷା ପାଇଁ ଦାବି ଉଠିଲାଣି । ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଝାଡାବାନ୍ତି ଏବେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରୁ ବ୍ୟାପିବା ସହିତ ସେଠାରେ ମୁଣ୍ଡ...
India Vows Stricter Air Safety
New Delhi: Minister of Civil Aviation Shri Ram Mohan Naidu, accompanied by Minister of State Shri Murlidhar Mohol, Secretary MoCA Shri Samir Kumar Sinha, and other senior officials, today addressed a press briefing at Udaan Bhawan, New Delhi. The briefing provided a comprehensive update on the tragic crash of Air India Flight AI171, outlining the Government of India's immediate...
ରଥରେ ଅଣସେବକ ଚଢ଼ିଲେ ମୋକଦ୍ଦମା
ପୁରୀ : ରଥ ଉପରେ ଅଣସେବାୟତ ଚଢିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଦଇତାପତିମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକଙ୍କ ସହ ବାଡଗ୍ରାହୀ ଓ ଯୁବ ଦଇତାପତିମାନ ଯୋଗ ଦେଇଥିଲେ । ଚଳିତବର୍ଷ ଗୋଟିଏ ଦିନରେ ନବଯୌବନ ଓ ନେତ୍ରୋତ୍ସବ ଥିବାରୁ ଶୃଙ୍ଖଳିତ ଦର୍ଶନ ଓ ପ୍ରସାଦ ସେବନ ଉପରେ ଗୁରୁତ୍ବ ଦିଆଯାଛି...
ଯାଜପୁର ଡାଇରିଆ ସ୍ଥିତିରେ ସୁଧାର
ଭୁବନେଶ୍ୱର : ଯାଜପୁର ଜିଲ୍ଲାର ଡାଇରିଆ ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ଆଜି ବିଭିନ୍ନ ହସ୍ପିଟାଲରେ ନୂଆ ରୋଗୀଙ୍କ ଆଡମିଶନ ସଂଖ୍ୟା ବହୁ ପରିମାଣରେ କମିଛି, ଏବଂ ନୂଆ ଅଂଚଳ କଲେରାରେ ପ୍ରଭାବିତ ହୋଇଥିବାର ସୂଚନା ମିଳିନାହିଁ । ଗତକାଲି ସୁଦ୍ଧା ଯେଉଁମାନେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକ ବଡ଼ ମେଡିକାଲରେ ଆଡମିଶନ ହୋଇଥିଲେ ସେମାନେ ଧିରେ ଧିରେ ଆରୋଗ୍ୟ ଲାଭ କରି ଘରକୁ ଫେରୁଛନ୍ତି । ଭଦ୍ରକ ଓ କଟକ ଜିଲ୍ଲାରେ କାଁ ଭାଁ...
Odisha Kicks Off Raja Festival
Bhubaneswar: Odisha is abuzz with the vibrant spirit of the Raja festival, a unique three-day celebration that beautifully intertwines themes of womanhood, fertility, and the profound reverence for Mother Earth. As the festivities commence today, June 14, 2025, the air is filled with joyous anticipation and cultural pride, a sentiment echoed in the greetings extended by the President, Governor,...
Heavy Rains Forecast For Odisha
Bhubaneswar: The Southwest Monsoon is set to advance further into several parts of Odisha over the next 48 hours, bringing much-needed relief from the pre-monsoon heat and intensifying rainfall across the state. The India Meteorological Department (IMD) has issued a series of weather alerts, including Yellow and Orange warnings, urging residents to prepare for widespread rain, thunderstorms, and gusty...
Atmosphere Core & Satyadeo Hospitality Partner For Luxury Kufri
Kufri: Atmosphere Core, a prominent name in global hospitality, has announced a significant strategic collaboration with Satyadeo Hospitality Private Limited to introduce a new luxurious boutique resort, ATMOSPHERE KUFRI, in the scenic Himalayan hill station. Slated for a grand opening in the first quarter of 2026, the resort will be nestled on the Himalayan slopes, offering breathtaking views just...
Vedanta On Plantation Spree
Bhubaneswar: Vedanta Aluminium, India’s largest producer of aluminium, In a powerful reaffirmation of its commitment to environmental sustainability, launched a mega plantation drive titled “Mo Gachha Mo Parivar” (My Tree, My Family) in Odisha’s Kalahandi and Rayagada districts, on the occasion of World Environment Day 2025. The campaign targets the plantation of over 1,00,000 fruit-bearing saplings in Kalahandi and...
ବେଦାନ୍ତ ଲଗାଇବ ଲକ୍ଷେରୁ ଅଧିକ ଫଳଗଛ
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ବିଶ୍ୱ ପରିବେଶ ଦିବସ ୨୦୨୫ ଅବସରରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାରେ "ମୋ ଗଛ ମୋ ପରିବାର" ନାମକ ଏକ ମେଗା ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନରେ ଦୁଇ ଜିଲ୍ଲାରେ ୧,୦୦,୦୦୦ରୁ ଅଧିକ ଫଳଗଛ ଚାରା ରୋପଣର ଲକ୍ଷ୍ୟ ରହିଛି, ଯାହା ଓଡ଼ିଶାର ୩୦,୦୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ । ଆମ୍ବ, ଗୁଆ, ପଣସ ଏବଂ ସଜନା ଭଳି ଲୋକପ୍ରିୟ...









