ଶାଖା ଖୋଲିବାକୁ ବ୍ୟାଙ୍କ୍‍ ଅରାଜି

0

ରାଜ୍ୟର ଗାଁ ଗହଳରେ ଶାଖା ଖୋଲିବାପାଇଁ ବ୍ୟାଙ୍କ୍‍ମାନେ ରାଜି ହେଉ ନାହାନ୍ତି । ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଅନୁରୋଧ ଓ ତାଗିଦା ସତ୍ୱେ ଗତ ଅଢେଇ ବର୍ଷ ମଧ୍ୟରେ ମାତ୍ର ୩୬୭ଟି ଶାଖା ଖେଲାଯାଇ ପାରିଛି ।  ରାଜ୍ୟର ଦୁଇ ହଜାରରୁ ଅଧିକ ପଞ୍ଚାୟତରେ ବ୍ୟାଙ୍କ୍‍ଶାଖା ନଥିବାବେଳେ ଏଠାରେ ଶାଖା ଖୋଲିବାପାଇଁ ସରକାର ବାରମ୍ବାର ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କ୍‍ଗୁଡିକୁ କହି ଆସୁଛନ୍ତି । ପ୍ରତି ଥର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସରକାର ଶାଖା ଖୋଲିବା ପାଇଁ କହୁଥିବାବେଳେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ...

ଇ-ବିଧାନସଭା ପାଇଁ ଅର୍ଥ ମଞ୍ଜୁର

ବିନା କାଗଜପତ୍ରରେ ଓଡିଶା ବିଧାନସଭାର ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶରେ କେବଳ ଓଡିଶା ଏବଂ ପଞ୍ଜାମ ବିଧାନସଭା ଏହାକୁ କାର୍ଯ୍ୟକାରୀ କରିଥିବାରୁ ସେମାନଙ୍କ ପାଇଁ ଅର୍ଥ ମଞ୍ଜୁର ହୋଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ ବୈଠକ ଅନୁଷ୍ଠିତ ସହିତ ଏବଂ ଜାତୀୟ ଇ-ବିଧାନ ଆପ୍ଲିକେସନ ‘ନେଭା’ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ବିଭାଗକୁ ୧୨କୋଟି ୧୫ଲକ୍ଷ ଟଙ୍କାର ଏକ...

ଇଣ୍ଡେନ ରିଫିଲ ବୁକିଙ୍ଗ ପାଇଁ ଏକକ ନମ୍ୱର

0

ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ, ଇଣ୍ଡିଆନ ଅଏଲ ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ନେଇଛି ଆଉ ଏକ ପଦକ୍ଷେପ । ଏହା ସାରା ଭାରତରେ ଏକ କମନ ଇଣ୍ଡେନ ରିଫିଲ ବୁକିଙ୍ଗ ନମ୍ୱର ଆରମ୍ଭ କରିଛି । ଏଲପିଜି ରିଫିଲ ବୁକିଙ୍ଗ ପାଇଁ ସାରା ଦେଶରେ କମନ ବୁକିଙ୍ଗ ନମ୍ୱରଟି ହେଉଛି 7718955555 । ଏହା 24x7ଉପଭୋକ୍ତାଙ୍କ ଉପଲବ୍ଧ । ଏଲପିଜି ରିଫିଲ ବୁକିଙ୍ଗ ପାଇଁ ଏହି କମନ ନମ୍ୱର (SMS ଓ IVRS ମାଧ୍ୟମରେ) ଉପଭୋକ୍ତାଙ୍କ ସୁବିଧା ବଢାଇବା ଓ ଇଜ ଅଫ...

ସମରେ ଯୋଡା ହେଲା କଟା ଅଙ୍ଗୁଳି

0

ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ବର୍ଣ୍ଣସ୍, ପ୍ଲାଷ୍ଟିକ୍ ଓ କସମେଟିକ୍ ସର୍ଜରୀ ବିଭାଗର ସର୍ଜନ ଡାକ୍ତର ସୁଶାନ୍ତ କୁମାର ମିଶ୍ରଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁଁ ରିତିସର କଟା ଆଙ୍ଗୁଠି ଯୋଡି ହୋଇପାରିଛି । ଗତ ଅଗଷ୍ଟ ୩୧ ତାରିଖ ଦିନ...

ଇଥାନେଲ ଦରବୃଦ୍ଧିକୁ ସ୍ୱାଗତ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି କ୍ୟାବିନେଟର ଆର୍ôଥକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି...

ସ୍ମାର୍ଟସିଟି ଅଧିନରେ ଇଂଟର୍ନସିପ୍ ପ୍ରୋଗ୍ରାମ୍

0

କେନ୍ଦ୍ର ନଗର ଉ୍ନୟନ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରାଳୟ ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ଅଧିନରେ ଚାଲୁରହିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅର୍ବାନ୍ ଲର୍ଣ୍ଣିଂ ଇଂଟର୍ନସିପ୍ ପ୍ରୋଗ୍ରାମ୍ ଅଂଶ ବିଶେଷ ଭୁବନେଶ୍ୱର ସ୍ମାର୍ଟ୍ସିଟି କାର୍ଯ୍ୟାଳୟ (ବି ଏସ୍ ସି ଏଲ୍)ରେ ଯୋଗ ବେଇଛନ୍ତି ତିନିଜଣ ଗ୍ରାଜୁଏଟ୍ । ବି ଏସ୍ ସି ଏଲ୍୍ ରେ ଆଜି ଯୋଗେବେଇଥିବା ତିନିଜଣ ଗ୍ରାଜୁଏଟ୍ ହେଲେ, ବିଥିକା ମହାନ୍ତି(କମ୍ପ୍ୟୁଟର୍ ସାଇନ୍ସ୍), ବିଷ୍ଣୁପ୍ରିୟା ସାମଲ(ସିଭିଲ୍ ଇଂଜିନିୟରିଂ)ଏବଂ ପୂଜା ଆରାଧନା ପ୍ରଧାନ(ଆର୍କିଟ୍କେ୍ଚର୍) । ଏମାନଙ୍କ ବ୍ୟତିତ ଆହୁରି ଅନେକଗ୍ରାଜୁଏଟ୍ ଏଥିରେ ଯୋଗଦେପବାର କାର୍ଯ୍ୟକ୍ରମ...

ବ୍ୟାଙ୍କମାନଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

0

୧୬୦ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଡାକ୍ତର ଏବଂ କୋଭିଡ୍‌ ଯୋଦ୍ଧାମାନେ ଜନସାଧାରଣଙ୍କ ଜୀବନ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିବାବେଳେ ବ୍ୟାଙ୍କରମାନେ ମଧ୍ୟ ଜନସାଧାରଣଙ୍କ ଜୀବିକା ବଞ୍ଚାଇବା କ୍ଷେତ୍ରରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ସେମାନେ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସେବା ଯୋଗାଇଛନ୍ତି । ବ୍ୟାଙ୍କର ପରିବାରର ଯେଉଁମାନେ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଥିଲେ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ କୋଭିଡ୍‌-୧୯ର...

Mandakini On Fast Track

The issues relating to coal exploration from Mandakini coal mines have been put on fast track by the State Government on Thursday.Chief Secretary Asit Tripathy reviewed the issues over a digital meeting here.Principal Secretary Steel & Mines Surendra Kumar outlined various contours of the issues for discussion.The matters relating to conduct of Socio-Economic Survey (SES), processing of forest diversion...

Extension For Corona Care Facilities

0

State Government has decided to extend the functioning of the COVID-19 Facilities for another three months till 31 December, 2020.Odisha Government has signed Memorandum of Understanding (MoU) with several Private Health Care Institutions for extending COVID-19 Care. Technical Committee set up by the State Government recommended extension of the functioning of these COVID-19 Care facilities as they felt the requirement. ACS...

State Seeks Bankers Support

Chief Minister Naveen Patnaik said the State Government is very serious about restoring economy both at State and household level.Addressing State Level Bankers’ Committee (SLBC) Meeting he said Covid as a Pandemic has impacted both lives and livelihoods. Doctors and Covid Warriors are fighting to save lives. Bankers are also Covid Warriors as you are central in our fight to...