ଷ୍ଟ୍ରିଟ୍ ଲାଇଟ୍ ଥାଇ ବି ଅନ୍ଧାର
ଭୁବନେଶ୍ୱର : ଦିନ ଛୋଟ ହୋଇ ସଅଳ ସଂଧ୍ୟା ହେଉଥିଲେ ମଧ୍ୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଏମସି)ର ଷ୍ଟ୍ରିଟଲାଇଟ୍ଗୁଡିକ ବହୁ ସ୍ଥାନରେ ବିଳମ୍ବରେ ଜଳୁଛି । ଷ୍ଟ୍ରିଟ୍ ଲାଇଟ୍ଗୁଡିକ ପାଇଁ ଧାର୍ଯ୍ୟ ହୋଇଥିବା ସମୟରେ ପରିବର୍ତ୍ତନ କରାଯାଉନଥିବାରୁ ଏଭଳି ସ୍ଥିତି ଉପୁଜିଛି । ବିଏମ୍ସିର ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ରେ ‘ଟାଇମିଂ’ ଦିଆଯାଇଛି । ଏହା ଏକ ନିର୍ଦ୍ଦିଷ୍ଟ ସମୟରେ ଜଳିବା ସହିତ ଲିଭିଥାଏ । ଖରାଦିନେ ଏଗୁଡିକ ସଂଧ୍ୟା ସମୟରେ ଜଳୁଥିବାବେଳେ ଏବେ ଅକ୍ଟେବାର ମାସରେ କେଉଁଠି ସଂଧ୍ୟା ପରେ ତ ଆଉ କେଉଁଠି...
ମହୁ ଚାଷ ଟଙ୍କା ପାଣିରେ ପଡିଛି
ଭୁବନେଶ୍ୱର : ଖଣିଜ ପାଣ୍ଠି ଅର୍ଥ ବିନିଯୋଗରେ ମହୁଚାଷ ହୋଇଥିଲା ସୁନ୍ଦରଗଡ ଜିଲ୍ଲାରେ । ଲକ୍ଷ୍ୟ ଥିଲା ୧,୩୨,୫୦୦ କିଲୋଗ୍ରାମ ମହୁ ଉତ୍ପାଦନ ହେବ । ହେଲେ ହୋଇଥିଲା ମାତ୍ର ୧୬୮୧ କିଲୋଗ୍ରାମ । ମହୁ ଚାଷରେ ଲାଗିଥିବା କୋଟି କୋଟି ଟଙ୍କା ପାଣିରେ ପଡିଥିଲା । ଏଭଳି ଅନିୟମତା ଦର୍ଶାଯାଇଛି ସିଏଜିଙ୍କ ରିପୋର୍ଟରେ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକମାନଙ୍କୁ ଆତ୍ମନିର୍ଭର କରିବାପାଇଁ ସୁନ୍ଦରଗଡ ଜିଲ୍ଲାରେ ମହୁଚାଷ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରକଳ୍ପ ପରିଚାଳକ ଓ ଓଡିଶା ଜୀବିକା ମିଶନ ସହାୟତାରେ...
Team Home Lauds IPS RK Sharma
Bhubaneswar: Team Home Odisha, led by Additional Chief Secretary Shri Hemant Sharma, accorded a warm farewell to senior IPS officer Shri Radha Kishan Sharma upon his superannuation from service on 30 September 2026. Shri Radha Kishan Sharma is a distinguished member of the 1995 batch of the Indian Police Service. Academically accomplished, he holds qualifications including M.Com and CA. Over...
Push For Ho Language Inclusion
Bhubaneswar: A strong wave of cultural assertion echoed through Lokaseba Bhawan in Bhubaneswar as the lawmakers of Mayurbhanj district gathered to champion the identity of their indigenous roots. Led by Shri Ganesh Ram Singh Khuntia, Minister for Forest, Environment, and Climate Change, the delegation met with Chief Minister Shri Mohan Charan Majhi to submit a crucial memorandum. The core...
ଗାନ୍ଧୀ ଜୟନ୍ତୀରେ ଦୟା ସୁରକ୍ଷା ପଦଯାତ୍ରା
ଭୁବନେଶ୍ୱର : ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, କଳିଙ୍ଗ ସଂସ୍କୃତି ଓ ଐତିହ ସୁରକ୍ଷା ଆସୋସିଏସନ୍, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ଅଫ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏହି ନଦୀ ପଦଯାତ୍ରା ଲିଙ୍ଗିପୂର୍ ଠାରୁ ବlଙ୍କୁଆଳ ପର୍ଯ୍ୟନ୍ତ ଯାତ୍ରା କରି ଥିଲା l ମହାନଦୀ ତଥା ଏହାର ଶାଖା ନଦୀ ଦାୟର ସୁରକ୍ଷା ପାଇଁ ଏହି ନଦୀ ପଦଯାତ୍ରା ଆୟୋଜିତ ହୋଇଥିଲା l ସମ୍ପ୍ରତି ଖରାଦିନେ ଦୟାନଦୀ ଅବସ୍ଥା ଶୋଚନୀୟ ହୋଇଯାଏ l ଏଥିରେ ଆଗ ଭଳି ଆଉ ପାଣି ରହେନାହିଁ l...
ପୁଣି ଆରମ୍ଭ ହେବ ବ୍ୟାଙ୍କକକୁ ବିମାନ ସେବା
ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନସେବା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୩ ମାସ ପରେ ପୁଣି ଭୁବନେଶ୍ୱରରୁ ବ୍ୟାଂକକକୁ ବିମାନ ଉଡ଼ିବ। ଏହି ବିମାନ ସପ୍ତାହକୁ ଦୁଇ ଥର ଚାଲିବ ବୋଲି ଭୁବନେଶ୍ୱର ଆନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, କୌଣସି କାରଣ ପାଇଁ ବିମାନ ସେବା ବନ୍ଦଥିଲା। ଆଜିଠାରୁ ବିମାନ ନମ୍ବର ୧୦୬୫ ପୁଣିଥରେ ଆରମ୍ଭ ହୋଇଛି । ଆଜି ରାତି ୧୧.୦୫ରେ...
୪ରୁ ବଢିବ ଓମ୍ଫେଡ୍ କ୍ଷୀର ଦର
ଭୁବନେଶ୍ୱର : ଅକ୍ଟୋବର ୪ ତାରିଖରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମ୍ଫେଡ୍। ଟୋନଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହେବ। ଫଳରେ ଏହାର ମୂଲ୍ୟ ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା। ଅର୍ଥାତ୍ ଟୋନ୍ଡ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୨ ଟଙ୍କା ବୃଦ୍ଧି ପାଇବ। ଏବେ ୫୦୦ ମିଲିଲିଟର ଟୋନ୍ଡ ଦୁଗ୍ଧ ପ୍ୟାକେଟ୍ର ଦର ୨୭ ଟଙ୍କା ଥିବା ବେଳେ ଏହା ୨୯ ଟଙ୍କାକୁ ବୃଦ୍ଧି ପାଇବ। ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା...
Bhooshan Takes Over MoEF
New Delhi: Shri Narendra Bhooshan, a 1992-batch Indian Administrative Service officer of the Uttar Pradesh cadre, has officially assumed charge as the Secretary of the Ministry of Environment, Forest and Climate Change. He succeeds Shri Tanmay Kumar following his superannuation. Bringing more than three decades of extensive administrative experience spanning both the Central and State Governments, Shri Bhooshan steps into...
Er.Purohit Leads Walkathon
Bhubaneswar: On the auspicious occasion of Gandhi Jayanti today, the Odisha Construction Corporation Limited organised a vibrant statewide Walkathon themed "Walk for a Better Tomorrow" at Ekamra Kanan, bringing together leaders, engineers, and workforce members to champion physical fitness, discipline, and collective responsibility. The event drew inspiration from the visionary leadership of Chief Minister Shri Mohan Charan Majhi, whose commitment...
WATCO Hosts ‘Sujala’
Bhubaneswar: Minister for Housing & Urban Development, Dr. Krushna Chandra Mahapatra, today inaugurated the statewide ‘Sujala’ campaign in Bhubaneswar, calling upon citizens to adopt responsible water-use practices and make water conservation an integral part of their daily lives. Organised by the Water Corporation of Odisha (WATCO) under the Housing & Urban Development Department, Government of Odisha, the campaign will...










