MeetMonk Delivers Food To COVID Patients
Bhubaneswar: MeetMonk has taken up a philanthropic activity in providing Lunch and Dinner packets to families under home isolation due to COVID-19. MeetMonk is a startup company deals with software products. However as a responsible Corporate Entity, it has taken up this people centric efforts during the COVID-19 Pandemic. Observing the penury and distress of the Families, when the main working hand...
ଦୁଗ୍ଧ ଠାରୁ ଅଧିକ ମଦ୍ୟପାନ
ଭୁବନେଶ୍ୱର : ରାଜ୍ୟର ସବୁଠାରୁ ଅଧିକ ଶିକ୍ଷିତ ଓ ଧନି ଲୋକ ରାଜଧାନୀ ଭୁବନେଶ୍ୱରରେ ଦୁଗ୍ଧ ଅପେକ୍ଷା ମଦ ବିକ୍ରି ବେଶି । କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କରୁଥିବାବେଳେ ଘରେ ଅନ୍ଲାଇନ୍ରେ ମଦ ପହଞ୍ଚାଇବାପାଇଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ତିନି ସପ୍ତାହ ଭିତରେ ଭୁବନେଶ୍ୱରର ବାବୁମାନେ ପ୍ରାୟ ଲକ୍ଷେ ୬୦ହଜାର ଲିଟର ମଦ ପିଇଛନ୍ତି । ଏହା ବାଦ ଚୋରା ମଦ ବି ଅଛି । କେତେକ ମଦ ବ୍ୟବସାୟୀ କହୁଛନ୍ତି ଯେ ଅନ୍ଲାଇନ୍ରେ ଯେତିକି ମଦ କାରବାର...
ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଉପରେ ନଜର
ଭୁବନେଶ୍ୱର : ରାଜ୍ୟ ସରକାର କନିଷ୍ଠ ଡାଟା ଏଣ୍ଟ୍ରି ଅପରେଟର ପଦବୀ ପୂରଣ କରିବାକୁ ଯାଉଥିବାବେଳେ ପ୍ରତ୍ୟେକ ବିଭାଗକୁ ଖାଲିଥିବା ପଦବୀ ଓ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟରଙ୍କ ସଂକ୍ରାନ୍ତରେ ତଥ୍ୟ ମାଗିଛନ୍ତି । ତେବେ ଏହି ନିଯୁକ୍ତି ସମୟରେ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟ ଆଉଟସୋର୍ସିଂ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରାଯିବ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ବିଭିନ୍ନ ବିଭାଗରେ ୨୩୨ଟି ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅଦାଲତଙ୍କ ରାୟ ଅନୁଯାୟୀ...
ତେଲ ଦର ନେଇ ପୁଣି ସମାଲୋଚନା
ଭୁବନେଶ୍ୱର : ତୈଳଦର ବୃଦ୍ଧି ନେଇ ଆଜି ପୁଣିଥରେ ବିଜେଡି କେନ୍ଦ୍ରର ଏନ୍ଡିଏ ସରକାରକୁ କଡା ସମାଲୋଚନା କରିଛି । ପୂର୍ବରୁ ଏ ସଂକ୍ରାନ୍ତରେ କଡା ଚେତାବନୀ ଦେଇଥିବେବେଳ ଆଜି ପୁଣି ଥରେ ବିଜେଡି ସାଧାରଣ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଚେତାବନୀ ଦେଇଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି ଯେ କରୋନା ମହାମାରୀ ଦେଶର ଅର୍ଥନୀତିକୁ ରସାତଳଗାମୀ କରିସାରିଲାଣି । ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ବିର୍ଯ୍ୟସ୍ତ । ଭୟଙ୍କର ମାନ୍ଦାବସ୍ଥା ଲାଗି ରହିଛି । ମହାମାରୀ ପାଇଁ...
Central Team Arrives To Assess Damage
Bhubaneswar: An Inter Ministerial Central team arrived in Odisha to make field visit to cyclone Yaas affected four districts to access the damage. The seven member team headed by Ministry of Home Affairs Joint Secretary Sunil Kumar Barnwal arrived here at the Biju Patnaik International Airport (BPIA) here on Sunday evening. Four Odia officers are there in the Central team,...
ରାଜ୍ୟରେ ଡାକ୍ତର, ଟେକ୍ନିସିଆନଙ୍କ ଅଭାବ
ନୂଆଦିଲ୍ଲୀ : ଓଡ଼ିଶାରେ କୋଭିଡ୍ ବେଡ୍ ଏବଂ ଆନୁଷଙ୍ଗିକ ଭିତିଭୂମି ବୃଦ୍ଧି କରାଯାଉଥିବା ବେଳେ ଡ଼ାକ୍ତର ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଅଧିକ ମେଡିକାଲ୍ କଲେଜ ଖୋଲିବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବ ମଂଚ’ (ଓପିଏମୱାଇଏମ) ପକ୍ଷରୁ ଅନଲାଇନ ପ୍ଲାଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାରେ ୧୦୦ଟି ଅକ୍ସିଜେନ୍ ସିଲିଣ୍ଡରର ଲୋକାର୍ପଣ କରିବା ଅବସରରେ...
Vax Saturation Plan For Urban Zones
Bhubaneswar: Odisha Government has decided to saturate beneficiaries residing all District Headquarters Urban Local Bodies with vaccine in Phase-3 Vaccination Drive. And State Government has also decided those students and athletes of age group of 18-44, who will be going abroad, will be vaccinated on ‘Priority’ basis. While large number of students will be going abroad for higher studies, athletes will...
Smart Libraries In Ganjam High Schools
Chhatrapur: In a move to inculcate and promote reading habits among the students for their overall development, the Ganjam District Administration is setting up Smart Libraries-cum-Infotainment Centers in 278 High Schools in the district. This move will help more than 30,000 students reading in these schools and it will make students closer to books, officials say. The District Rural Development Agency...
ନୂଆ ଯୋଜନା ‘ରିୱାର୍ଡ’
ଭୁବନେଶ୍ୱର : ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ୱିତ ବିକାଶ ଦିଗରେ ଅନ୍ୟ ଏକ ବଡ଼ ପଦକ୍ଷେପ ଭାବେ ସରକାର ନୂଆ ଯୋଜନା ‘ରିୱାର୍ଡ’ର ପରିକଳ୍ପନା ଆରମ୍ଭ କରିଛନ୍ତି । ଏଥିପାଇଁ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର...
TPR On Decline Path
Bhubaneswar : The Test Positivity Rate (TPR), which is considered to be one of the most important factors in COVID-19 management, has been coming down in the state during the past few days. The daily COVID-19 TPR has come down to below 10 per cent on Sunday. The TPR was 21.15 per cent on 22 May, which came down to...










