Odisha Hosts Asian Table Tennis
Bhubaneswar : For the first time, Odisha will host the 28th ITTF-ATTU Asian Table Tennis Team Championships 2025. The championship will be held from 11th to 15th October, 2025 at the Athletics Centre of Kalinga Stadium. The event is being jointly organized with the support of the International Table Tennis Federation (ITTF), Table Tennis Federation of India (TTFI), Asian Table...
Vedanta Distributes Shakti Kits
Lanjigarh : Vedanta Aluminium has launched a first-of-its-kind community initiative this Navratri, celebrating the spirit of Shakti by empowering women in its peripheral villages in Lanjigarh. Under its special ‘Navratri Milap’ programme, the company is distributing over 600 ‘Shakti Kits’, benefitting more than 1,500 women across nine villages. Each Shakti Kit is thoughtfully curated to promote health, hygiene, and nutrition...
SUM Care For Pharmacists
Bhubaneswar : The World Pharmacist Day was observed at the Institute of Medical Sciences and SUM Hospital here on Thursday with speakers highlighting the crucial role played by pharmacists in the healthcare system. “It is the pharmacists who decide the proportion of medicine needed by the patient which leads to wellness,” Ms. Saswati Das, Vice-President of Siksha ‘O’ Anusandhan (SOA),...
Women Empowers Nation
Bhubaneswar : Central Bureau of Communication (CBC), Regional Office, and the Press Information Bureau (PIB), Bhubaneswar, under the aegis of Ministry of Information & Broadcasting, Government of India today organized a Seminar on “Women in Gandhian Philosophy” as a prelude to Gandhi Jayanti. The event reflected on Mahatma Gandhi’s vision of women as equal partners in building a just and...
ଅବକାରୀ ମାମଲାରେ ଦଣ୍ଡବିଧାନ ନଗଣ୍ୟ
ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ସବୁଠାରୁ ଅଧିକ ଅବକାରୀ ମାମଲା ବିଚାରାଧୀନ ଥିବାବେଳେ ସବୁଠାରୁ କମ୍ ଏହି କିସମର ମାମଲା ବିଚାର ପ୍ରତୀକ୍ଷାରେ ରହିଛି ବୌଦ୍ଧ ଜିଲ୍ଲାରେ । ଗତ ୫ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ୪୫,୩୫୦ଟି ଅବକାରୀ ମାମଲା ବିଚାରାଧୀନ ଥିବାବେଳେ ସେଥିରୁ ମାତ୍ର ୩୧ଟିରେ ଦଣ୍ଡବିଧାନ ହୋଇଛି ଓ ୧୨୯ଟିରେ ଅଭିଯୁକ୍ତ ଖସି ଯାଇଛନ୍ତି । ଏହି ସରକାରୀ ହିସାବ ହେଉଛି ୨୦୨୦-୨୧ରୁ ୨୦୨୪-୨୫ ବର୍ଷ ପର୍ଯ୍ୟନ୍ତ । ବିଗତ ୫ବର୍ଷରେ ବୌଦ୍ଧ ଜିଲ୍ଲାରେ ୨୯୪୦ଟି ଅବକାରୀ ମାମଲା ଆଇନ୍ ଅଦାଲତରେ...
କମ୍ପ୍ୟୁଟର କିଣାରେ ୬୨ଲକ୍ଷ ପାଣିରେ ପଡିଛି
ଭୁବନେଶ୍ୱର : କମ୍ପ୍ୟୁଟର ରଖିବାପାଇଁ ଘରଟିଏ ନଥିଲା । ହେଲେ ପାଖାପାଖି କୋଟିଏ ଟଙ୍କାର ଡେକ୍ସଟପ୍ କମ୍ପୁଟର କିଣିଦେଲେ । ଫଳରେ ଶତାଧିକ କମ୍ପ୍ୟୁଟର ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇ ପଡିରହିଲା ଓ ଏହାର ୱାରେଣ୍ଟି ଅବଧି ବି ଚାଲିଗଲା । ଏଥିଯୋଗୁଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ଲକ୍ଷରୁ ଅଧିକ ଟଙ୍କା ପାଣିରେ ପଡିଛି । ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ଏଭଳି ଅନିୟମିତତାକୁ ଧରିବାପରେ କମ୍ପ୍ୟୁଟର କିଣା ପ୍ରସଙ୍ଗ ସାମ୍ନାକୁ ଆସିଛି । ସିଏଜି ତାଙ୍କ...
ବରପୁତ୍ରମାନଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ନିଷ୍ପତ୍ତି
ଭୁବନେଶ୍ୱର : ଓଡ଼ିଶାରେ ୭୫ଜଣ ବରପୁତ୍ରଙ୍କ ନୂତନ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାରେ ଭକ୍ତ ମନେଇ ସାହୁ, ଅଟଳ ବିହାରୀ ବାଜପେୟୀ, ଖୋର୍ଦ୍ଧା ଜିଲ୍ଲାରେ ସ୍ବର୍ଗତ ବିଶ୍ୱନାଥ ଦାସ, କବି ସଚ୍ଚିଦାନନ୍ଦ ରାଉତରାୟ, କବି କୁନ୍ତଳା କୁମାରୀ ସାବତ, ବୀର ସୁରେନ୍ଦ୍ର ସାଏ, ପଦ୍ମଶ୍ରୀ ଉପେନ୍ଦ୍ର ମହାରଥୀ, ବୀର ସିଡୋ ମୁର୍ମୁ ଓ କାହ୍ନୁ ମୁର୍ମୁ, ରବି ରାୟ, ବିନାୟକ ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ରାଧାନାଥ...
ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଂଚାର ବ୍ୟୁରୋ, (ସିବିସି) ପ୍ରାଦେଶିକ କାର୍ଯ୍ୟାଳୟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଆଜି "ଗାନ୍ଧୀଜୀଙ୍କ ଦୃଷ୍ଟିକୋଣରେ ନାରୀ" କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି। ପିଆଇବି ଓ ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ଅତିଥି ଭାବେ ଡ. ହୃଷିକେଶ ମଲ୍ଲିକ, ସ୍ଵତନ୍ତ୍ର ଅତିଥି ଭାବେ ଶ୍ରୀଯୁକ୍ତ ସମ୍ବିତ ତ୍ରିପାଠୀ, ପୂର୍ବତନ ଆୟକର...
ତିନି ଦିନରେ ୩୪୯୪ ଇ-ଚାଲାଣ
ଭୁବନେଶ୍ୱର : ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି । ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ଆରଟିଓ ଟିମ୍ ଦ୍ଵାରା ମୋଟରଯାନର ୭ଟି ନିୟମ ଉଲ୍ଲଙ୍ଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଇଛି । ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ଗାଡ଼ି ଚଳାଇବା ବେଳେ...
ଏଜିଙ୍କ ମହାନଦୀ ମନ୍ତବ୍ୟ ରାଜନୈତିକ
ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଏକ କୁତ୍ରିମ ବିବାଦ ଭାବେ ସୃଷ୍ଟି କରାଯାଇଥିଲା ବୋଲି ଆଜି ରାଜ୍ୟର ଆଡ଼ଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ୟ୍ୟ ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛି ବିଜୁ ଜନତା ଦଳ। ଶ୍ରୀ ଆଚାର୍ୟ୍ୟଙ୍କ ହିସାବରେ ଯଦି ଏହା ଏକ କୁତ୍ରିମ ସମସ୍ୟା ଥିଲା, ତାହେଲେ ବିଜେପି କ୍ଷମତାକୁ ଆସିବାର ପନ୍ଦର ମାସ ପରେ ମଧ୍ୟ ଏହାକୁ ସମାଧାନ କରିବା ପାଇଁ ସଫଳ ହୋଇପାରି ନାହିଁ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି। ବିଜେଡି ତରଫରୁ ଜାରି...









