ଜିଏସ୍ଟି ଆଦାୟ ୨୦ ପ୍ରତିଶତ ବଢିଛି
ଭୁବନେଶ୍ୱର : ଓଡିଶାରେ ଜିଏସ୍ଟି ଆଦାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଡିସେମ୍ବର ମାସରେ ଏହି ବୃଦ୍ଧି ଘଟିଥିବାବେଳେ ସର୍ବଭାରତୀୟ ସ୍ତରରେ ଏହି ଅଭିବୃଦ୍ଧି ୧୨ ପ୍ରତିଶତ ରହିଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଡିସେମ୍ବର ମାସର ଜିଏସ୍ଟି ଆଦାୟ ନେଇ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ଯେ ଦେଶର ଅନ୍ୟ ପ୍ରମୁଖ ରାଜ୍ୟ ତୁଳନାରେ ଓଡିଶାର ଅଭିବୃଦ୍ଧି ସର୍ବାଧିକ ରହିଛି । ୨୦୧୯ ଡିସେମ୍ବର ମାସରେ ରାଜ୍ୟରେ ୨୩୮୩ କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିବାବେଳେ ଚଳିତବର୍ଷ ଏହା ୨୮୬୦କୋଟି ଟଙ୍କା...
ଧ୍ୱସ୍ତ ବିଧ୍ୱସ୍ତ ସେବା ଘର
ଭୁବନେଶ୍ୱର : ଏକଦା ସ୍ୱାଧୀନତା ସଂଗ୍ରାମୀ ଓ ରଚନାତ୍ମକ କର୍ମୀ ତିଆରି କାରଖାନା ଭାବେ ଖ୍ୟାତି ଅର୍ଜନ କରିଥିବା ବରିର ସେବାଘର ଏବେ ଧ୍ୱସ୍ତ ବିଧ୍ୱସ୍ତ ଅବସ୍ଥାରେ । ମା’ ରମାଦେବୀ ଓ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା ବରିରେ ୧୯୩୪ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନର ନାମ ନିଜେ ମହାତ୍ମାଗାନ୍ଧୀ “ସେବାଘର’ ବୋଲି ରଖିଥିଲେ ଏବଂ ଆଚାର୍ଯ୍ୟ ହରିହର ଏଡାର ଶୁଭ ଦେଇଥିବାବେଳେ ହରେକୃଷ୍ଣ ମହତାବ ଓ ସୁଭଦ୍ରା ମହତାବ ଏଠାରେ ଖୁଣ୍ଟି ପୋତିଥିଲେ ଏବଂ ଗୋପବନ୍ଧୁ ଚୌଧୁରୀ, ରମାଦେବୀଙ୍କ...
GST Fraudster Arrested
In a Statewide cracked down against GST fraud, the State GST Enforcement Wing has nabbed one mastermind for his alleged involvement in raising of fake invoices to the tune of Rs.510.28 Crores. Three goods vehicles carrying the goods on the strength of fake invoice issued by the mastermind have also been seized at Jeypore. The other accused involved in this...
ପୁରୀ ଠାରେ ବିମାନବନ୍ଦର ପାଇଁ ପତ୍ର
ଭୁବନେଶ୍ୱର : ପୁରୀଠାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ପୁରୀଠାରେ ଜମି ଚିହ୍ନଟ ସହ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀଜଗନ୍ନାଥଙ୍କ ପୀଠ ପବିତ୍ର ସହର ପୁରୀ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଅନ୍ୟତମ । ଏହା ‘ୟୁନେସ୍କୋ’ ବିଶ୍ୱ ଐତିହ୍ୟ ସ୍ଥଳୀରେ ଅନ୍ତର୍ଭୁକ୍ତ ଥିବାବେଳେ...
Odisha Records 20 Percent GST Growth
Odisha has registered 20 Percent growth in GST Collection during December 2020 and has performed much better than other States, while national growth is 12 Percent as compared to corresponding period of 2019. Ministry of Finance has released the GST Collection during December, 2020, which reveals that among the major States, Odisha has achieved higher growth. While in December 2019, the...
ମିସ୍କଲ ଦେଲେ ଘରେ ପହଞ୍ଚିବ ଗ୍ୟାସ
ଭୁବନେଶ୍ୱର : ଇଣ୍ଡିଆନ ଅଏଲ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀ ଭୁବନେଶ୍ୱରର ସମେତ ସମଗ୍ର ଦେଶରେ ଇଣ୍ଡିଆନ ଅଏଲର ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ ରିଫିଲ ବୁକିଂ ଏବଂ କେବଳ ଭୁବନେଶ୍ୱରରେ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ ନିମନ୍ତେ ମିସଡ୍ କଲ୍ ସୁବିଧାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆନ ଅଏଲର ଉପଭୋକ୍ତାମାନେ ଏଣିକି ମୋବାଇଲ ଫୋନରୁ ୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସକଲ୍ ଦେଲେ ଘରେ ଗ୍ୟାସ ପହଁଚିଯିବ ଓ ନୂଆ ଗ୍ୟାସ ସଂଯୋଗ ପାଇଁ ପଞ୍ଜିକରଣ ହୋଇପାରିବ...
ଅନ୍ଲାଇନ୍ ବିମ୍ସ ସେବା ଲୋକାର୍ପିତ
ଭୁବନେଶ୍ୱର : ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଅନ୍ତର୍ଦେଶୀୟ ଜଳପଥରେ ପରିଚାଳିତ ସମସ୍ତ ବୋଟ୍ ପଂଜୀକରଣ ଓ ନବୀକରଣର ଅନ୍ଲାଇନ୍ ବ୍ୟବସ୍ଥା ବୋଟ୍ ଇନ୍ଫରମେସନ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ (ବିମ୍ସ)(Boat Information and Management System (BIMS)ର ଲୋକାର୍ପଣକରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ବେହେରା ଏହି ବ୍ୟବସ୍ଥାର ଶୁଭାରମ୍ଭ କରି କହିଛନ୍ତି ରାଜ୍ୟର ଅନ୍ତର୍ଦେଶୀୟ ଜଳପଥରେ ନିରାପଦ ଯାତ୍ରା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ବୋଟ୍ ରୁଲସ୍-୨୦୦୪ ପ୍ରଣୟନ କରିଛନ୍ତି । ଏହି ଅନୁଯାୟୀ...
Jena Takes DC Charge
Pradeep Kumar Jena has taken over as new Development Commissioner of Odisha here on 1 January. 1989 Batch IAS, Mr.Jena took over as Suresh Chandra Mohapatra left DC post to take over as Chief Secretary of the State. He will also continue as Additional Chief Secretary(ACS) Rural Development and Special Relief Commissioner and Managing Director Odisha State Disaster Management Authority(OSDMA). After taking...
Missed Call For Indane Gas
Dharmendra Pradhan, Minister for Petroleum & Natural Gas and Steel, today launched a unique missed call facility for booking LPG refills and registration of new connections. The facility has been brought as a New Year bonanza for Indane LPG customers. Inaugurating the missed call facility and terming it as a New Year Gift to the country, Mr.Pradhan said, “Under the able...
SUM Surgeons Remove Tumor III
Surgeons at the Institute of Medical Sciences and SUM Hospital, the faculty of medicine of Siksha ‘O’ Anusandhan (SOA), performed a critical surgery on a 34-year-old woman to remove an abdominal tumour weighing more than 10 kg on Thursday. Madhusmita Dani from Manmunda in Boudh district, who had undergone a surgeries in SUM Hospital in 2012 and 2016 for removal...